• Latest
  • Trending
ବିରୋଧୀ ଦଳ ନେତା  ନବୀନ ପଟ୍ଟନାୟକ ଗଣେଶ ପୂଜା ମଣ୍ଡପ ବୁଲି ଦେଖିଲେ

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଣେଶ ପୂଜା ମଣ୍ଡପ ବୁଲି ଦେଖିଲେ

Sep-08-2024 05:28 AM IST
ରାଷ୍ଟ୍ରନିର୍ମାଣରେ ନିଜକୁ ନିୟୋଜିତ କରିବି : ଅମର

ରାଷ୍ଟ୍ରନିର୍ମାଣରେ ନିଜକୁ ନିୟୋଜିତ କରିବି : ଅମର

Nov-03-2025 03:11 PM IST
ବିଜେଡିକୁ ‘ଟାଇଟନିକ୍’ ପରି ବୁଡ଼ାଇବାକୁ ଯୋଜନା ଚାଲିଛି”: ଶ୍ରୀମୟୀ ମିଶ୍ର

ବିଜେଡିକୁ ‘ଟାଇଟନିକ୍’ ପରି ବୁଡ଼ାଇବାକୁ ଯୋଜନା ଚାଲିଛି”: ଶ୍ରୀମୟୀ ମିଶ୍ର

Nov-03-2025 11:05 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Nov-03-2025 10:35 AM IST
ଭାରତୀୟ ମହିଳା କ୍ରିକେଟ୍ ଦଳ ସର୍ବପ୍ରଥମ ବିଶ୍ବକପ୍‌ ଜିତିଲା

ଭାରତୀୟ ମହିଳା କ୍ରିକେଟ୍ ଦଳ ସର୍ବପ୍ରଥମ ବିଶ୍ବକପ୍‌ ଜିତିଲା

Nov-03-2025 10:26 AM IST
୩ୟ ଟି-୨୦ରେ ଭାରତର ଦମଦାର ବିଜୟ ; ସିରିଜ୍ ଏବେ ୧-୧ ବରାବର

୩ୟ ଟି-୨୦ରେ ଭାରତର ଦମଦାର ବିଜୟ ; ସିରିଜ୍ ଏବେ ୧-୧ ବରାବର

Nov-02-2025 06:23 PM IST
ମହିଳା କ୍ରିକେଟ୍ ବିଶ୍ବକପ୍‌ର ଫାଇନାଲ୍‌- ବ୍ୟାଟିଂ କରୁଛି ଭାରତ

ମହିଳା କ୍ରିକେଟ୍ ବିଶ୍ବକପ୍‌ର ଫାଇନାଲ୍‌- ବ୍ୟାଟିଂ କରୁଛି ଭାରତ

Nov-02-2025 05:30 PM IST
ମେକ୍ସିକୋରେ ଦୁଃଖଦ ଘଟଣା: ପାରିବାରିକ ଉତ୍ସବରେ ଅଗ୍ନିକାଣ୍ଡ, ୨୩ ମୃତ

ମେକ୍ସିକୋରେ ଦୁଃଖଦ ଘଟଣା: ପାରିବାରିକ ଉତ୍ସବରେ ଅଗ୍ନିକାଣ୍ଡ, ୨୩ ମୃତ

Nov-02-2025 05:14 PM IST
ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେଡି, ଜିଲ୍ଲାପାଳ ଓ ଏସପି ବିଜେପି ପାଇଁ କାମ କରୁଥିବା ଅଭିଯୋଗ

ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେଡି, ଜିଲ୍ଲାପାଳ ଓ ଏସପି ବିଜେପି ପାଇଁ କାମ କରୁଥିବା ଅଭିଯୋଗ

Nov-02-2025 04:38 PM IST
ନୂଆପଡ଼ାବାସୀଙ୍କ ଭବିଷ୍ୟତର ସ୍ୱପ୍ନ ପୁରଣ ପାଇଁ ମୋଦୀଜିଙ୍କ ସହ ରହିବାକୁ ହେବ: ବୈଜୟନ୍ତ ପଣ୍ଡା

ନୂଆପଡ଼ାବାସୀଙ୍କ ଭବିଷ୍ୟତର ସ୍ୱପ୍ନ ପୁରଣ ପାଇଁ ମୋଦୀଜିଙ୍କ ସହ ରହିବାକୁ ହେବ: ବୈଜୟନ୍ତ ପଣ୍ଡା

Nov-02-2025 04:01 PM IST
NDA  ମେଣ୍ଟ ମୋଟ୍ ଭୋଟରଙ୍କ ମଧ୍ୟରୁ ୪୧ ପ୍ରତିଶତରୁ ୪୩ ପ୍ରତିଶତ ଭୋଟ୍ ପାଇବା ସମ୍ଭାବନା

NDA  ମେଣ୍ଟ ମୋଟ୍ ଭୋଟରଙ୍କ ମଧ୍ୟରୁ ୪୧ ପ୍ରତିଶତରୁ ୪୩ ପ୍ରତିଶତ ଭୋଟ୍ ପାଇବା ସମ୍ଭାବନା

Nov-02-2025 01:14 PM IST
  • About
  • Careers
  • Contact Us
Tuesday, November 4, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଣେଶ ପୂଜା ମଣ୍ଡପ ବୁଲି ଦେଖିଲେ

by M M
Sep-08-2024 05:28 AM IST
in ରାଜ୍ୟ
0
ବିରୋଧୀ ଦଳ ନେତା  ନବୀନ ପଟ୍ଟନାୟକ ଗଣେଶ ପୂଜା ମଣ୍ଡପ ବୁଲି ଦେଖିଲେ
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର ର ବିଭିନ୍ନ ପୂଜା ମଣ୍ଡପ ରେ ପୂଜା ପାଉଛନ୍ତି ସିଦ୍ଧିଦାତା ଗଜାନନ.ଏହି ଅବସରରେ ଗଣେଶ ଭଗବାନ ଙ୍କ ଆଶୀର୍ବାଦ ପାଇଁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ  ସନ୍ଧ୍ୟା ରେ ପୂଜା ମଣ୍ଡପ ଯାଇ ପ୍ରଭୃଙ୍କ ଦର୍ଶନ କରି ଓଡିଶା ବାସୀଙ୍କ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ.
ପ୍ରଥମେ ପୁରୁଣା ଭୁବନେଶ୍ୱର ର ବଢେଇବାଙ୍କ ଛକ ସ୍ଥିତ ଏକାମ୍ର ରାଜା ଗଣେଶ ପୂଜା ମଣ୍ଡପ ପରିଦର୍ଶନ କରି ପୂଜା କରିଥିଲେ.
ପରେ ପରେ ତିନିମୁଣ୍ଡିଆ ଛକ ରେ ପୂଜିତ ଚାଳିଶ ଫୁଟ ଉଚ୍ଚ ଗଣେଶ ଙ୍କ ପୂଜା କରି ଆଠ ନମ୍ବର ଆଖଣ୍ଡଳମଣି ପୂଜା କମିଟି ମୁଣ୍ଡପ ଓ ଗଜପତି ନଗର ପୂଜା ମଣ୍ଡପ ବୁଲି ଦେଖିବା ସହ ଗଣେଶ ଭଗବାନ ଙ୍କ ପୂଜା କରିଥିଲେ.
ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକଙ୍କୁ ବିଭିନ୍ନ ମଣ୍ଡପ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା.ସେଠାରେ ସମବେତ ଭକ୍ତ ମାନଙ୍କୁ ଶ୍ରୀ ପଟ୍ଟନାୟକ ଗଣେଶ ପୂଜା ପାଇଁ ଶୁଭେଚ୍ଛା ଜଣାଇଥିଲେ.

ବିଭିନ୍ନ ମଣ୍ଡପ ରେ ପୂଜା କମିଟି କର୍ମକର୍ତ୍ତା ଙ୍କ ସହିତ ବିଧାୟକ ଅନନ୍ତ ନାରାୟଣ ଜେନା. ବିଧାୟକ ଶ୍ରୀ ସୁଶାନ୍ତ ରାଉତ.ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା
ଭୁବନେଶ୍ୱର ମେୟର ସୁଲୋଚନା ଦାସ ଓ କର୍ପୋରେଟର ମାନେ ଉପସ୍ଥିତ ଥିଲେ

Share196Tweet123
M M

M M

ଆଜିର ପାଗ

Bhubaneswar
November 4, 2025, 1:33 AM
 

E
Overcast
23°C
0.6 m/s
Apparent: 26°C
Pressure: 1008 mb
Humidity: 76%
Winds: 0.6 m/s E
Windgusts: 4.9 m/s
UV-Index: 0
Precip.: 0mm /0% / Rain
Sunrise: 5:49 AM
Sunset: 5:10 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ରାଷ୍ଟ୍ରନିର୍ମାଣରେ ନିଜକୁ ନିୟୋଜିତ କରିବି : ଅମର

ରାଷ୍ଟ୍ରନିର୍ମାଣରେ ନିଜକୁ ନିୟୋଜିତ କରିବି : ଅମର

November 3, 2025
ବିଜେଡିକୁ ‘ଟାଇଟନିକ୍’ ପରି ବୁଡ଼ାଇବାକୁ ଯୋଜନା ଚାଲିଛି”: ଶ୍ରୀମୟୀ ମିଶ୍ର

ବିଜେଡିକୁ ‘ଟାଇଟନିକ୍’ ପରି ବୁଡ଼ାଇବାକୁ ଯୋଜନା ଚାଲିଛି”: ଶ୍ରୀମୟୀ ମିଶ୍ର

November 3, 2025
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

November 3, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom