ଭେନିଜୁଏଲା ପରେ ଆଉ କାହା ପାଳି, ଟ୍ରମ୍ପଙ୍କ ଏକଛତ୍ରବାଦ ଅସହ୍ୟ, କେହି ମୁହଁ ଖୋଲୁନାହାନ୍ତି କାହିଁକି ?ଟ୍ରମ୍ପଙ୍କ ‘ଆମେରିକା ଫାଷ୍ଟ’ ନୀତି ଏବଂ ବୈଦେଶିକ ହସ୍ତକ୍ଷେପ ଅନେକ ଦେଶର ରାଜନୈତିକ ସ୍ଥିରତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଟ୍ରମ୍ପଙ୍କ ନିଷ୍ପତ୍ତି ପରବର୍ତ୍ତୀ ସମୟରେ ଲାଟିନ୍ ଆମେରିକା କିମ୍ବା ମଧ୍ୟ-ପ୍ରାଚ୍ୟର ଅନ୍ୟ କୌଣସି ଦେଶ ଉପରେ ପ୍ରଭାବ ପକାଇପାରେ।ଆଲୋଚକଙ୍କ ମତରେ, ଟ୍ରମ୍ପ ନିଜର ଶକ୍ତି ପ୍ରୟୋଗ କରି ଆନ୍ତର୍ଜାତୀୟ ନିୟମକୁ ଅଣଦେଖା କରୁଛନ୍ତି। ବାଣିଜ୍ୟିକ କଟକଣା ଏବଂ ସାମରିକ ଧମକ ଏକଛତ୍ରବାଦର ସଙ୍କେତ ବୋଲି କୁହାଯାଉଛି।



















