• Latest
  • Trending

ମିଥ୍ୟା, ମନଗଢ଼ା ଖବରପ୍ରସାରଣ କରି ସରକାରଙ୍କୁ ବଦ୍‌ନାମ କରିବାକୁ ଅପଚେଷ୍ଟା କରୁଛି ବିଜେଡି

Nov-17-2024 06:13 PM IST
odisha.newsroom.in

ଯୁଦ୍ଧର ନିଆଁ ଲିଭୁନି..ପୁଣି ଫେରିବ କି Lockdown ? ସରକାର କହିଲେ…

Mar-25-2026 05:30 PM IST
ଆରମ୍ଭ ହେଲା ତୃତୀୟ ବିଶ୍ୱଯୁଦ୍ଧ

ଆରମ୍ଭ ହେଲା ତୃତୀୟ ବିଶ୍ୱଯୁଦ୍ଧ

Mar-25-2026 05:27 PM IST
5 ଦିନ ପରେ ଥରିବ ବିଶ୍ବ ! ଟ୍ରମ୍ପ କରିବେ ବଡ଼ ଆକ୍ରମଣ

5 ଦିନ ପରେ ଥରିବ ବିଶ୍ବ ! ଟ୍ରମ୍ପ କରିବେ ବଡ଼ ଆକ୍ରମଣ

Mar-25-2026 05:24 PM IST
odisha.newsroom.in

ମରୁଭୂମିରେ ଭୟଙ୍କର ବନ୍ୟା…ଲୋକେ ଗାଡ଼ି ମୋଟର ଛାଡ଼ି ଦୌଡିଲେ…

Mar-25-2026 04:01 PM IST
odisha.newsroom.in

ବିଜୁ-ନବୀନ ଟ୍ରଷ୍ଟକୁ ନେଇ ପୋଷ୍ଟର ଯୁଦ୍ଧ…ସତ ଜାଣିବାକୁ ବିଜେପିର ଜିଦ

Mar-25-2026 01:46 PM IST
odisha.newsroom.in

ଆପଣ ନୂଆ ଘର ତିଆରି କରୁଛନ୍ତି କି…ବାସ୍ତୁର ଏହି ନିୟମ ନିଶ୍ଚୟ ମାନନ୍ତୁ

Mar-25-2026 01:15 PM IST
odisha.newsroom.in

ଲଗାତାର ହ୍ରାସ ପରେ ଆଜି ପୁଣି ବଢ଼ିଗଲା ସୁନା, ଜାଣନ୍ତୁ କେତେ

Mar-25-2026 12:55 PM IST
odisha.newsroom.in

ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଅଛି ଦେଢ଼ କ୍ୱିଣ୍ଟାଲ ସୁନା, ରୁପା କେତେ ?

Mar-25-2026 12:39 PM IST
odisha.newsroom.in

ଆମେରିକା ସହ କଥାବାର୍ତ୍ତା ପାଇଁ ଇରାନ ରଖିଲା ବଡ଼ ସର୍ତ୍ତ

Mar-25-2026 12:11 PM IST
odisha.newsroom.in

ବିଧାନସଭାରେ କଳା ଟି-ସାର୍ଟ ପିନ୍ଧି ବିଜେଡି- କଂଗ୍ରେସ ଭାଇ ଭାଇ

Mar-25-2026 11:38 AM IST
  • About
  • Careers
  • Contact Us
Thursday, March 26, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ମିଥ୍ୟା, ମନଗଢ଼ା ଖବରପ୍ରସାରଣ କରି ସରକାରଙ୍କୁ ବଦ୍‌ନାମ କରିବାକୁ ଅପଚେଷ୍ଟା କରୁଛି ବିଜେଡି

by M M
Nov-17-2024 06:13 PM IST
in ବଡ଼ ଖବର, ରାଜନୀତି, ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ନିଜର ରାଜନୈତିକ ସ୍ୱାର୍ଥ ଚରିତାର୍ଥ କରିବା ପାଇଁ ବିଜେପି ସରକାରକୁ ବଦ୍‌ନାମ କରିବାକୁ ଅପଚେଷ୍ଟା କରୁଛି ବିଜେଡି । ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ବିଜେଡି ଅସହିଷ୍ଣୁ ହୋଇପଡ଼ିଛି । ଏନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମ ଜରିଆରେ ବିଜେପି ସରକାର ବିରୋଧରେ ମିଥ୍ୟା ମନଗଢ଼ା ଖବର ପ୍ରସାରଣ କରୁଛି । ଏଭଳି ଅପପ୍ରଚାର କରି ବିଗତ ୧୫ ଦିନ ମଧ୍ୟରେ ବିଜେଡିର ୨ଜଣ ନେତାଙ୍କୁ ପୋଲିସ ଗିରଫ କରିଛି । ଏବେ ବିଜେଡି ଦ୍ୱାରା ପରିଚାଳିତ ଏକ ଜୈନିକ ଟିଭି ଚ୍ୟାନେଲ ଦ୍ୱାରା ମିଥ୍ୟା, ମନଗଢ଼ା ଓ ବିଭ୍ରାନ୍ତିକର ଖବର ପ୍ରସାରଣ କରାଯାଇ ବିଜେପି ସରକାରକୁ ଅଯଥାରେ ବଦ୍‌ନାମ କରିବାକୁ ପ୍ରୟାସ କରାଯାଉଛି । ୩ ବର୍ଷ ତଳେ ସୋସିଆଲ ମିଡିଆରେ ପ୍ରସାରିତ ବାଙ୍ଗାଲୋରର ଏକ ଘଟଣାକୁ ପୁରୀରେ ହୋଇଛି ବୋଲି ଦର୍ଶାଇ ଉକ୍ତ ଚ୍ୟାନେଲ ଏବେ ମିଥ୍ୟା ଖବର ପରିବେଷଣ କରୁଛି । ବିଜେପି ସୋସିଆଲ ମିଡିଆ ଟିମ୍ ଏହା ଧରିବା ପରେ ଉକ୍ତ ଭିଡିଓକୁ ସାମାଜିକ ଗଣମାଧ୍ୟମରୁ ହଟାଇ ଦିଆଯାଇଛି ।
ଯଦି ଘଟଣାଟି ସତ୍ୟ ତେବେ ଏହାକୁ କାହିଁକି ସୋସିଆଲ ମିିଡିଆରୁ ହଟାଇ ଦିଲାଗଲା ବୋଲି ରାଜ୍ୟ ଲିଗାଲ ସେଲ ମୁଖ୍ୟ ଶ୍ରୀ ଜୟନ୍ତ ଜେନା ପ୍ରଶ୍ନ କରିଛନ୍ତି । ଏହି ଚ୍ୟାନେଲର ପ୍ରଚ୍ଛଦ ପଟରେ କିଏ ଅଛି ତାହା ସମସ୍ତଙ୍କୁ ଜଣାଅଛି ବୋଲି ସେ କହିଛନ୍ତି । ଏଭଳି ମିଥ୍ୟା ବିଭ୍ରାନ୍ତିକର ଖବର ପରିବେଷଣରୁ କ୍ଷାନ୍ତ ନ ହେଲେ ଆଗାମୀ ଦିନରେ ଜୋରଦାର ବିରୋଧ କରାଯିବ । ସାଧାରଣ ନିର୍ବାଚନରେ ଜନସାଧାରଣ ବିଜେଡିକୁ ଶାସନରୁ ହଟାଇଥିବାବେଳେ ଆଗାମୀ ଦିନରେ ଦଳକୁ ନିଶ୍ଚିନ୍ନ କରିବାକୁ ମଧ୍ୟ ପଛ ଘୁଂଚା ଦେବେନାହିଁ । ଶ୍ରୀ ଜେନା ଏହାକୁ ଦୃଢ ନିନ୍ଦା କରିବା ସହ ଲିଗାଲ ସେଲ୍ ପକ୍ଷରୁ ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ଟିଭି ଚ୍ୟାନେଲର ଏତାଦୃଶ କାର୍ଯ୍ୟ ପାଇଁ ଚ୍ୟାନେଲ ମୁଖ୍ୟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । ଏହି ଅଭିଯୋଗପତ୍ର ଦାଖଲ ସମୟରେ ରାଜ୍ୟ ଲିଗାଲ ସେଲ୍ ମୁଖ୍ୟ ଶ୍ରୀ ଜେନା, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ଲିଗାଲ ସେଲ୍ ସଦସ୍ୟ ଆଇନଜୀବୀ ତତ୍ୱଜନ ତ୍ରିବେଦୀ ମିଶ୍ର, ବିଜୟ କୁମାର ସିଂ, ଦେବୀ ରଞ୍ଜନ ବାରିକ, ବିଶ୍ୱଜିତ୍ ଦାସ, ସତ୍ୟବ୍ରତ ନାୟକ, ଅଶୋକ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Share196Tweet123
M M

M M

ଆଜିର ପାଗ

Bhubaneswar
March 26, 2026, 5:36 AM
 

S
Partly cloudy
25°C
0.1 m/s
Apparent: 31°C
Pressure: 1010 mb
Humidity: 95%
Winds: 0.1 m/s S
Windgusts: 3.4 m/s
UV-Index: 0
Precip.: 2.5mm /40% / Rain
Sunrise: 5:45 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom