• Latest
  • Trending
ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ

ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ

May-29-2025 08:47 AM IST

‘ମେହବୁବା’ ଗୀତ ବାଜୁଥିବା ବେଳେ କ୍ଲବରେ ମୃତ୍ୟୁର ତାଣ୍ଡବ : ଅଗ୍ନିକାଣ୍ଡରେ ୨୫ ମୃତ

Dec-07-2025 06:45 PM IST
ସମୃଦ୍ଧ ଓଡିଶା ଗଠନ ପାଇଁ ଏନର୍ଜି ସପ୍ଲାଇ ଚେନ୍‍କୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଛି : ମୁଖ୍ୟମନ୍ତ୍ରୀ

ସମୃଦ୍ଧ ଓଡିଶା ଗଠନ ପାଇଁ ଏନର୍ଜି ସପ୍ଲାଇ ଚେନ୍‍କୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଛି : ମୁଖ୍ୟମନ୍ତ୍ରୀ

Dec-07-2025 11:11 AM IST
ବିଶ୍ୱ ଅକ୍ଷୟ ଶକ୍ତି ବୃଦ୍ଧିର ଭାରତ ଏକ ପ୍ରମୁଖ ବାହକ: କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ

ବିଶ୍ୱ ଅକ୍ଷୟ ଶକ୍ତି ବୃଦ୍ଧିର ଭାରତ ଏକ ପ୍ରମୁଖ ବାହକ: କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ

Dec-07-2025 11:07 AM IST

ବିଶାଖାପାଟନମରେ ଭାରତର ଦମଦାର ବିଜୟ

Dec-07-2025 10:19 AM IST
ମୁମ୍ବାଇ ବିମାନବନ୍ଦରରେ ହଙ୍ଗାମା, ଆଫ୍ରିକୀୟ-ଆମେରିକୀୟ ମହିଳାଙ୍କ କ୍ରୋଧର ଭିଡିଓ ଭାଇରାଲ

ମୁମ୍ବାଇ ବିମାନବନ୍ଦରରେ ହଙ୍ଗାମା, ଆଫ୍ରିକୀୟ-ଆମେରିକୀୟ ମହିଳାଙ୍କ କ୍ରୋଧର ଭିଡିଓ ଭାଇରାଲ

Dec-07-2025 08:41 AM IST
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Dec-07-2025 08:33 AM IST
ବିଭିନ୍ନ ସ୍ଥାନରୁ ଆଜି ମଧ୍ୟ ଇଣ୍ଡିଗୋ ବିମାନ ରଦ୍ଦ: ଯାତ୍ରୀ ହଇରାଣୀ ବଢ଼ିଲା

ବିଭିନ୍ନ ସ୍ଥାନରୁ ଆଜି ମଧ୍ୟ ଇଣ୍ଡିଗୋ ବିମାନ ରଦ୍ଦ: ଯାତ୍ରୀ ହଇରାଣୀ ବଢ଼ିଲା

Dec-06-2025 09:51 AM IST
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Dec-06-2025 09:46 AM IST
ସୁସ୍ଥ ମୃତ୍ତିକା ହେଉଛି କୃଷିର ଜୀବନରେଖା : କେ ଭି ସିଂହଦେଓ

ସୁସ୍ଥ ମୃତ୍ତିକା ହେଉଛି କୃଷିର ଜୀବନରେଖା : କେ ଭି ସିଂହଦେଓ

Dec-05-2025 05:33 PM IST
ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

Dec-05-2025 01:20 PM IST
  • About
  • Careers
  • Contact Us
Monday, December 8, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ

by newsroom
May-29-2025 08:47 AM IST
in ବଡ଼ ଖବର, ବିଶେଷ
0
ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ
491
SHARES
1.4k
VIEWS
Share on FacebookShare on Twitter

ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ପୁରସ୍କାର ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଓଡ଼ିଆ ସମାଜ ସିଙ୍ଗାପୁର(ଓ.ଏସ.ଏସ) ର ସହଯୋଗରେ ଆର.ଆର.ଇଭେଣ୍ଟସ ସିନେ ପ୍ରଡକ୍ସନ୍ସ (ଆର.ଆର.ଇ.ସି.ପି.)ଦ୍ବାରା ପ୍ରାୟୋଜିତ ଏହି ଉତ୍ସବକୁ କେନ୍ଦ୍ର କରି ଓଡ଼ିଶାଠାରୁ ସିଙ୍ଗାପୁର ପର୍ଯ୍ୟନ୍ତ ପ୍ରଶଂସାର ସୁଅ ଛୁଟିଥିବା ଲକ୍ଷ୍ୟ କରାଯାଇଛି। ଦେଶ ବାହାରେ ଓଲିଉଡ ପୁରସ୍କାର ପ୍ରଦାନ କରାଯିବାର ଏହା ଦ୍ଵିତୀୟ ଅବସର ଥିଲା। ଏହା ପୂର୍ବରୁ ଆର.ଆର.ଇ.ସି.ପି ଦ୍ବାରା ଗତବର୍ଷ ଓଡ଼ିଆ ସିନେମା ଇତିହାସରେ ପ୍ରଥମ ଥର ପାଇଁ ପୁରସ୍କାର ବିତରଣ ଉତ୍ସବ ଦୁବାଇଠାରେ ଆୟୋଜନ କରାଯାଇଥିଲା।

ସିଙ୍ଗାପୁର ସମାରୋହର ବିଷୟ ବସ୍ତୁ ଥିଲା ବିଦେଶ ମାଟିରେ ଓଡ଼ିଆ ଅସ୍ମିତାକୁ ପରିଚିତ ଓ ପ୍ରତିଷ୍ଠିତ କରାଇବା। ଭାରତ ବାହାରେ ଓଡ଼ିଆ ସିନେମା ପୁରସ୍କାର ପ୍ରଦାନ କରି ଓଡ଼ିଶାର ଯୋଗ୍ୟ କଳାକାରମାନଙ୍କୁ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଓ ସମ୍ମାନ ପ୍ରଦାନ କରିବା ଫାଇଭ ଷ୍ଟାର ଚଳଚ୍ଚିତ୍ର ପୁରସ୍କାର ସମାରୋହର ଅସଲ ଉଦ୍ଦେଶ୍ୟ ବୋଲି ମୁଖ୍ୟ ଆୟୋଜକ ତଥା ଆର.ଆର.ଇ.ସି.ପିର ପ୍ରତିଷ୍ଠାତା ଅଧ୍ୟକ୍ଷ ଏବଂ ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ରମେଶ ବାରିକ ପ୍ରକାଶ କରିଛନ୍ତି।ଏହି ପୁରସ୍କାର ପ୍ରଦାନ ଉତ୍ସବ ଅବସରରେ ଓଡ଼ିଆ ଅସ୍ମିତାର ସ୍ଵାକ୍ଷର ବହନ କରି ସିଙ୍ଗାପୁର ମାଟିରେ ଓଡ଼ିଶାର କଳା, ସଂସ୍କୁତି, ସଙ୍ଗୀତ, ନୃତ୍ୟ ଏବଂ ଅଭିନୟର ଯେଉଁ ଦିବ୍ୟ ଏବଂ ଭବ୍ୟ ଝଲକ ଦେଖିବାକୁ ମିଳିଲା ତାହା ଅନନ୍ୟ ଓ ଅଭୂତପୂର୍ବ ଥିଲା।ସିଙ୍ଗାପୁର ସମାରୋହର ବିଷୟ ବସ୍ତୁ ଥିଲା ବିଦେଶ ମାଟିରେ ଓଡ଼ିଆ ଅସ୍ମିତାକୁ ପରିଚିତ ଓ ପ୍ରତିଷ୍ଠିତ କରାଇବା। ଭାରତ ବାହାରେ ଓଡ଼ିଆ ସିନେମା ପୁରସ୍କାର ପ୍ରଦାନ କରି ଓଡ଼ିଶାର ଯୋଗ୍ୟ କଳାକାରମାନଙ୍କୁ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଓ ସମ୍ମାନ ପ୍ରଦାନ କରିବା ଫାଇଭ ଷ୍ଟାର ଚଳଚ୍ଚିତ୍ର ପୁରସ୍କାର ସମାରୋହର ଅସଲ ଉଦ୍ଦେଶ୍ୟ ବୋଲି ମୁଖ୍ୟ ଆୟୋଜକ ତଥା ଆର.ଆର.ଇ.ସି.ପିର ପ୍ରତିଷ୍ଠାତା ଅଧ୍ୟକ୍ଷ ଏବଂ ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ରମେଶ ବାରିକ ପ୍ରକାଶ କରିଛନ୍ତି।ଏହି ପୁରସ୍କାର ପ୍ରଦାନ ଉତ୍ସବ ଅବସରରେ ଓଡ଼ିଆ ଅସ୍ମିତାର ସ୍ଵାକ୍ଷର ବହନ କରି ସିଙ୍ଗାପୁର ମାଟିରେ ଓଡ଼ିଶାର କଳା, ସଂସ୍କୁତି, ସଙ୍ଗୀତ, ନୃତ୍ୟ ଏବଂ ଅଭିନୟର ଯେଉଁ ଦିବ୍ୟ ଏବଂ ଭବ୍ୟ ଝଲକ ଦେଖିବାକୁ ମିଳିଲା ତାହା ଅନନ୍ୟ ଓ ଅଭୂତପୂର୍ବ ଥିଲା।

ଫାଇଭ ଷ୍ଟାର ଫିଲ୍ମ ଆୱାର୍ଡସ୍ ୨୦୨୫ ସିଙ୍ଗାପୁର ନାମରେ ନାମିତ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସିଙ୍ଗାପୁର ସ୍ଥିତ ୱାନ୍ ୱାର୍ଲଡ ଇଣ୍ଟରନେସନାଲ ସ୍କୁଲର କ୍ୱାଣ୍ଟମ ଆରେନା ପ୍ରେକ୍ଷାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଉତ୍ସବର ଗୁରୁତ୍ଵ ଓ ଗାରିମାକୁ ଦୃଷ୍ଟିରେ ରଖି ବିଶାଳକାୟ କ୍ୱାଣ୍ଟମ ଆରେନାକୁ ଖୁବ ସୁନ୍ଦର ଭାବରେ ସଜା ଯାଇଥିବା ଦେଖା ଯାଇଥିଲା। ସମାବେଶରେ ଆର.ଆର.ଇ.ସି.ପିର ବରିଷ୍ଠ ପଦାଧିକାରୀ, ସିଙ୍ଗାପୁର ଓଡ଼ିଆ ସମାଜର ତୁଙ୍ଗ ନେତୃବର୍ଗ, ବିଶିଷ୍ଟ ପ୍ରବାସୀ ଓଡ଼ିଆ ଏବଂ ସିଙ୍ଗାପୁରଠାରେ ଅବସ୍ଥାପିତ ଶତାଧିକ ଓଡ଼ିଆ ଅଧିବାସୀ ସେମାନଙ୍କ ପରିବାର ଓ ପରିଜନଙ୍କ ସହିତ ଯୋଗ ଦେଇଥିଲେ । ଓଲିଉଡ ପୁରସ୍କାର ମହୋତ୍ସବ ପ୍ରଥମ ଥର ପାଇଁ ସିଙ୍ଗାପୁରଠାରେ ଆୟୋଜିତ ହେଉଥିବାରୁ ଏହାକୁ କେନ୍ଦ୍ର କରି ଉଭୟ ଆୟୋଜକ ଏବଂ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅସୀମ ଉତ୍ସାହ ଓ ଅଦମ୍ୟ ଉଦ୍ଦୀପନା ଦୃଷ୍ଟି ଗୋଚର ହୋଇଥିଲା। ସମଗ୍ର ପ୍ରେକ୍ଷାଳୟର ପରିବେଷ୍ଟନୀ ଉତ୍ସବ ମୁଖର ହୋଇ ଉଠିଥିଲା।

ଆମନ୍ତ୍ରିତ ଅତିଥିମାନଙ୍କ ଦ୍ବାରା ମଞ୍ଚ ଉପରେ ପୁରସ୍କାର ଟ୍ରଫି ପ୍ରଦର୍ଶନ ପୂର୍ବକ ଫାଇଭ ଷ୍ଟାର ଚଳଚ୍ଚିତ୍ର ଉତ୍ସବର ଶୁଭାରମ୍ଭ ଘଟିଥିଲା। ଏହା ପୂର୍ବରୁ ପହଲଗାମର ଆତଙ୍କବାଦୀ ଆକ୍ରମଣରେ ନିହତ ନାଗରିକମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ବରେଣ୍ୟ ଅତିଥିମାନଙ୍କ ମଧ୍ୟରେ ସିଙ୍ଗାପୁରଠାରେ ଭାରତୀୟ ବ୍ୟାପାର କାର୍ଯ୍ୟକାରୀ କମିଟିର ଅଧ୍ୟକ୍ଷ କେ. ରାମମୂର୍ତ୍ତି, ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ଆକାଶ ଦାସ ନାୟକ, ବରିଷ୍ଠ ଅଭିନେତ୍ରୀ ମହାଶ୍ୱେତା ରାୟ, ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ, ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି ବୋଷ, କାଇଜେନ ଗ୍ରୁପର ପ୍ରତିଷ୍ଠାତା ସ୍ଵାଦିପ ଛୋଟରାୟ ଏବଂ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ସେମାନଙ୍କ ସହିତ ମଞ୍ଚ ଉପରେ ଆୟୋଜକ ସଂସ୍ଥା ଆର.ଆର.ଇ.ସି.ପିର ଅଧ୍ୟକ୍ଷ ରମେଶ ବାରିକ, ସିଙ୍ଗାପୁର ଓଡ଼ିଆ ସମାଜର ସଭାପତି ସୁବ୍ରତ ନାୟକ ଏବଂ ସମ୍ପାଦକ ହେମନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Share196Tweet123
newsroom

newsroom

ଆଜିର ପାଗ

Bhubaneswar
December 8, 2025, 5:20 AM
 

NNW
Partly cloudy
14°C
0.9 m/s
Apparent: 16°C
Pressure: 1016 mb
Humidity: 78%
Winds: 0.9 m/s NNW
Windgusts: 5 m/s
UV-Index: 0
Precip.: 0mm /0% / Rain
Sunrise: 6:10 AM
Sunset: 5:06 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

November 16, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

‘ମେହବୁବା’ ଗୀତ ବାଜୁଥିବା ବେଳେ କ୍ଲବରେ ମୃତ୍ୟୁର ତାଣ୍ଡବ : ଅଗ୍ନିକାଣ୍ଡରେ ୨୫ ମୃତ

December 7, 2025
ସମୃଦ୍ଧ ଓଡିଶା ଗଠନ ପାଇଁ ଏନର୍ଜି ସପ୍ଲାଇ ଚେନ୍‍କୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଛି : ମୁଖ୍ୟମନ୍ତ୍ରୀ

ସମୃଦ୍ଧ ଓଡିଶା ଗଠନ ପାଇଁ ଏନର୍ଜି ସପ୍ଲାଇ ଚେନ୍‍କୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଛି : ମୁଖ୍ୟମନ୍ତ୍ରୀ

December 7, 2025
ବିଶ୍ୱ ଅକ୍ଷୟ ଶକ୍ତି ବୃଦ୍ଧିର ଭାରତ ଏକ ପ୍ରମୁଖ ବାହକ: କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ

ବିଶ୍ୱ ଅକ୍ଷୟ ଶକ୍ତି ବୃଦ୍ଧିର ଭାରତ ଏକ ପ୍ରମୁଖ ବାହକ: କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ

December 7, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom