ଗତ ସାଧାରଣ ନିର୍ବାଚନରେ ବିଜେଡି ପରାଜିତ ହେଲା । ତାପରେ ଦେଖାଗଲା ହଠାତ୍ ୬ ମାସ ପାଇଁ ଛୁଟି ଆବେଦନ କରିଥିଲେ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ । ସେତେବେଳେ ରାଜ୍ୟ ସରକାର ସୁଜାତାଙ୍କ ଆବେଦନ ଗ୍ରହଣ କରିଥିଲେ । ଏବେ ଛଅମାସ ପୁରିଛି । ତେବେ ସେ ଆଉ ୬ ମାସରେ ଛୁଟିରେ ରହିବାକୁ ସାଧାରଣ ପ୍ରଶାସନ ବିଭାଗ ନିକଟରେ ଆବେଦନ କରିଥିଲେ । କିନ୍ତୁ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି ସରକାର । ଏବେ ପ୍ରଶ୍ନ ଉଠୁଛି ସୁଜାତା ଛୁଟିରେ ରହୁଛନ୍ତି କି କାର୍ଯ୍ୟରେ ଯୋଗଦେବେ ?




/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)




