• Latest
  • Trending
ସୁଭଦ୍ରା ଯୋଜନା ଓ ସିଏମ୍ କିଷାନ ଚାଷୀ ପରିବାର ପାଇଁ  ଦୁଇଗୁଣା ଖୁସି ଆଣିବ

ସୁଭଦ୍ରା ଯୋଜନା ଓ ସିଏମ୍ କିଷାନ ଚାଷୀ ପରିବାର ପାଇଁ ଦୁଇଗୁଣା ଖୁସି ଆଣିବ

Sep-08-2024 07:52 PM IST
ବିଜେପିର ବରିଷ୍ଠ ନେତା ଶଙ୍କର୍ଷଣ ପରିଡାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ବିଜେପିର ବରିଷ୍ଠ ନେତା ଶଙ୍କର୍ଷଣ ପରିଡାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

Oct-30-2025 04:24 PM IST
ଝିଅଙ୍କ ମୃତ୍ୟୁ ପରେ ବାପାଙ୍କୁ କେମିତି ଲାଞ୍ଚ ମାଗିଲା ପୁଲିସ ?

ଝିଅଙ୍କ ମୃତ୍ୟୁ ପରେ ବାପାଙ୍କୁ କେମିତି ଲାଞ୍ଚ ମାଗିଲା ପୁଲିସ ?

Oct-30-2025 04:20 PM IST
ବଜ୍ରପାତ ସହ ବର୍ଷାର ସମ୍ଭାବନା

ବଜ୍ରପାତ ସହ ବର୍ଷାର ସମ୍ଭାବନା

Oct-30-2025 09:42 AM IST

ବୁସାନ୍‌ରେ ଭେଟିଲେ ଟ୍ରମ୍ପ ଓ ଜିନ୍‌ପିଙ୍ଗ୍, ହେବ କି ବାଣିଜ୍ୟ ଚୁକ୍ତି?

Oct-30-2025 09:32 AM IST
ଗାଜା ଉପରେ ପୁଣି କାହିଁକି ଆକ୍ରମଣ କଲା ଇସ୍ରାଏଲ ?

ଗାଜା ଉପରେ ପୁଣି କାହିଁକି ଆକ୍ରମଣ କଲା ଇସ୍ରାଏଲ ?

Oct-30-2025 09:25 AM IST
ଆପଣଙ୍କ ରାଶିଫଳ କ’ଣ କହୁଛି

ଆପଣଙ୍କ ରାଶିଫଳ କ’ଣ କହୁଛି

Oct-30-2025 08:47 AM IST
ନୂଆପଡ଼ା ଉପ-ନିର୍ବାଚନରେ ବିଜେପିର ଜୋରଦାର ପ୍ରଚାର

ନୂଆପଡ଼ା ଉପ-ନିର୍ବାଚନରେ ବିଜେପିର ଜୋରଦାର ପ୍ରଚାର

Oct-29-2025 06:09 PM IST
ବ୍ରେକ୍ ଅପ୍ ପାଇଁ କର୍ମଚାରୀ ମାଗିଲେ ଲମ୍ବା ଛୁଟି, ମାଲିକ କହିଲେ ଏମିତି   

ବ୍ରେକ୍ ଅପ୍ ପାଇଁ କର୍ମଚାରୀ ମାଗିଲେ ଲମ୍ବା ଛୁଟି, ମାଲିକ କହିଲେ ଏମିତି   

Oct-29-2025 03:45 PM IST
ବାତ୍ୟା ପରେ କ୍ଷତି ଆକଳନ ,୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ ହେବ

ବାତ୍ୟା ପରେ କ୍ଷତି ଆକଳନ ,୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ ହେବ

Oct-29-2025 03:09 PM IST
ପୁଲିସ ଏସ୍‌ଆଇ ସ୍କାମ : ଗିରଫ ହୋଇଥିବା ୧୧୪ଜଣଙ୍କୁ ମିଳିଲା ଜାମିନ୍

ପୁଲିସ ଏସ୍‌ଆଇ ସ୍କାମ : ଗିରଫ ହୋଇଥିବା ୧୧୪ଜଣଙ୍କୁ ମିଳିଲା ଜାମିନ୍

Oct-29-2025 02:26 PM IST
  • About
  • Careers
  • Contact Us
Friday, October 31, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ସୁଭଦ୍ରା ଯୋଜନା ଓ ସିଏମ୍ କିଷାନ ଚାଷୀ ପରିବାର ପାଇଁ ଦୁଇଗୁଣା ଖୁସି ଆଣିବ

by M M
Sep-08-2024 07:52 PM IST
in ବଡ଼ ଖବର, ରାଜ୍ୟ
0
ସୁଭଦ୍ରା ଯୋଜନା ଓ ସିଏମ୍ କିଷାନ ଚାଷୀ ପରିବାର ପାଇଁ  ଦୁଇଗୁଣା ଖୁସି ଆଣିବ
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର : କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ଗତ ୭୫ ବର୍ଷ ଭିତରେ ଅନ୍ୟ କୌଣସି ସରକାର ଚାଷୀଙ୍କ ଉନ୍ନତି ପାଇଁ କୌଣସି ପଦକ୍ଷେପ ନେଇ ନ ଥିଲା । ମାତ୍ର ମୋଦିଜୀ ଗତ ୧୦ ବର୍ଷ ମଧ୍ୟରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ବୋଲି ରାଜ୍ୟ ସଭାପତି  ମନମୋହନ ସାମଲ କହିଛନ୍ତି ।

ଶ୍ରୀ ମୋଦିଜୀ ପ୍ରଧାନମନ୍ତ୍ରୀ ଫସଲ ବୀମାଠାରୁ ଆରମ୍ଭ କରି, ଧାନର ସହାୟକ ମୂଲ୍ୟ ବୃଦ୍ଧି, ପିଏମ୍ କିଷାନ, ପ୍ରଧାନମନ୍ତ୍ରୀ କୃଷି ସିଂଚାଇ, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା, ମୂର୍ତିକା ସ୍ୱାସ୍ଥ୍ୟ କାର୍ଡ ଭଳି ଅନେକ ଯୋଜନା ଲାଗୁ କରିଛନ୍ତି । ଓଡ଼ିଶାରେ ୭୦ ଭାଗ ଚାଷୀ କୃଷି ଉପରେ ନିର୍ଭରଶୀଳ । ପ୍ରଥମ ଥର ପାଇଁ ରାଜ୍ୟରେ ଡବଲ ଇଞ୍ଜନ ସରକାର ଗଠନ ହୋଇଛି । ସରକାରକୁ ଆସିବାର ୨ ମାସ ମଧ୍ୟରେ କୃଷକଙ୍କ ଉନ୍ନତି ପାଇଁ ବିଜେପି ସରକାର ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରିଥିବାବେଳେ ଜଳସେଚନ ଓ ଶୀତଳଭଣ୍ଡାର ଖୋଲିବା ପାଇଁ ବ୍ୟାପକ ପଦକ୍ଷେପ ନେଇଛନ୍ତି । ଗତ ସରକାର ତୁଳନାରେ କୃଷି ବଜେଟ୍ ୩୬% ବୃଦ୍ଧି କରାଯାଇଛି । ଚାଷୀଙ୍କ ଆୟ ବଢ଼ାଇବା ପାଇଁ ମୋଦିଜୀ ୨୦୧୯ରୁ ପିଏମ୍ କିଷାନ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନାରେ ଚାଷୀଙ୍କୁ ବାର୍ଷିକ ୬୦୦୦ ଟଙ୍କା ଲେଖାଏଁ ମିଳୁଥିଲା । ମାତ୍ର ବିଜେଡି ସରକାରରେ ଥିôବାବେଳେ ନିଜର ରାଜନୈତିକ ଆଶା ଚରିତ୍ରାର୍ଥ କରିବା ପାଇଁ ପିଏମ୍ କିଷାନ ଯୋଜାନରୁ ଅନେକ ଚାଷୀଙ୍କୁ ବଂଚିତ ରଖିଥିଲା । ଦଳୀୟ କାର୍ଯ୍ୟକର୍ତାକୁ ଖୁସି କରିବା ପାଇଁ ନିର୍ବାଚନ ବେଳେ ଜନସାଧାରଣଙ୍କୁ ଭୁଆଁ ବୁଲାଇବା ପାଇଁ କାଳିଆ ଯୋଜନା ଆରମ୍ଭ କରିଥିଲା । ବହୁ ଚାଷୀ ଏହାର ଲାଭ ଉଠାଇ ନ ପାରି ଦୁଃଖ କଷ୍ଟରେ ଚଳୁଥିଲେ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଶ୍ରୀ ସାମଲ କହିଛନ୍ତି ଯେ, ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ଚାଷୀଙ୍କ ଦୁଃଖ ବୁଝିପାରି ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ କ୍ଷୁଦ୍ର, ନାମକୁ ମାତ୍ର ଓ ଭୂମିହୀନ ଚାଷୀଙ୍କୁ ବାର୍ଷିକ ୪ ହଜାର ଟଙ୍କା ଲେଖାଏଁ ମିଳିବ । ଫଳରେ ରାଜ୍ୟର ଅଧିକାଂଶ ଚାଷୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ମିଳିବ । ପିଏମ୍ କିଷାନ ଯୋଜନାରୁ ବଂଚିତ ଥିôବା ପ୍ରତ୍ୟେକ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ । କୃଷକ ଓଡ଼ିଶା ୟୁନିଫାଏଡ୍ ପୋର୍ଟାଲ ମାଧ୍ୟମରେ ଚାଷୀମାନେ ଗୋଟିଏ ସ୍ଥାନରେ ବିଭିନ୍ନ କୃଷି ଓ ଆନୁଷଙ୍ଗିକ ବିଭାଗ ସମନ୍ଧୀୟ ଯୋଜନାରେ ଆବେଦନ କରିପାରିବେ । ଏହାଦ୍ୱାରା ସେମାନଙ୍କୁ କୃଷିଭିତିକ ଯୋଜନା ବିଷୟରେ ଗୋଟିଏ ପୋର୍ଟାଲରୁ ସମସ୍ତ ତଥ୍ୟ ମିଳିପାରିବ । ଏବେ ରାଜ୍ୟରେ ସୁଭଦ୍ରା ଯୋଜନାରେ ମା’ମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ମିଳିବାକୁ ଥିବାବେଳେ ସିଏମ୍ କିଷାନ ଯୋଜନା ଲାଗୁ ହେବା ଦ୍ୱାରା ଚାଷୀ ପରିବାରକୁ ଦୁଇଗୁଣା ଖୁସି ମିଳିବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି । ଏନେଇ ଶ୍ରୀ ମାଝୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ।

Tags: bjpnewsnewsroomodishapolitics
Share196Tweet123
M M

M M

ଆଜିର ପାଗ

Bhubaneswar
October 31, 2025, 12:52 AM
 

SSE
Overcast
25°C
1.1 m/s
Apparent: 32°C
Pressure: 1010 mb
Humidity: 97%
Winds: 1.1 m/s SSE
Windgusts: 7.2 m/s
UV-Index: 0
Precip.: 0mm /5% / Rain
Sunrise: 5:47 AM
Sunset: 5:12 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ବିଜେପିର ବରିଷ୍ଠ ନେତା ଶଙ୍କର୍ଷଣ ପରିଡାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ବିଜେପିର ବରିଷ୍ଠ ନେତା ଶଙ୍କର୍ଷଣ ପରିଡାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

October 30, 2025
ଝିଅଙ୍କ ମୃତ୍ୟୁ ପରେ ବାପାଙ୍କୁ କେମିତି ଲାଞ୍ଚ ମାଗିଲା ପୁଲିସ ?

ଝିଅଙ୍କ ମୃତ୍ୟୁ ପରେ ବାପାଙ୍କୁ କେମିତି ଲାଞ୍ଚ ମାଗିଲା ପୁଲିସ ?

October 30, 2025
ବଜ୍ରପାତ ସହ ବର୍ଷାର ସମ୍ଭାବନା

ବଜ୍ରପାତ ସହ ବର୍ଷାର ସମ୍ଭାବନା

October 30, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom