• Latest
  • Trending
odisha.newsroom.in

ସୌମ୍ୟଙ୍କ ନୂଆ ସ୍ବପ୍ନ…ବିଜୁଶ୍ରାଦ୍ଧ ଦିବସରେ ଗଠନ ହେବ ‘ଓଡ଼ିଶା ନାଗରିକ ମଞ୍ଚ’

Apr-10-2026 04:00 PM IST
ଓଡ଼ିଆ ଅସ୍ମିତା: କଥାରେ ନା କାମରେ ?

ଓଡ଼ିଆ ଅସ୍ମିତା: କଥାରେ ନା କାମରେ ?

Apr-10-2026 08:57 PM IST
odisha.newsroom.in

ନୂଆ UPI ନିୟମ ଆଣିଲା RBI…ଏଣିକି ଅଧିକ ଟଙ୍କା ପଠାଇଲେ କରିବାକୁ ପଡ଼ିବ ଅପେକ୍ଷା !

Apr-10-2026 06:44 PM IST
odisha.newsroom.in

ରାତି ପାହିଲେ ଶାନ୍ତି ଆଲୋଚନା…ହର୍ମୁଜରେ ହଜିଗଲା ଆମେରିକାର ଅତ୍ୟାଧୁନିକ ଡ୍ରୋନ୍ MQ-4C Triton

Apr-10-2026 05:15 PM IST
odisha.newsroom.in

ଟ୍ରମ୍ପଙ୍କ କଥା ଶୁଣୁନି ଇସ୍ରାଏଲ୍…ଯୁଦ୍ଧ ବିରତି ସତ୍ତ୍ୱେ ଲେବାନନ ଉପରେ ଭୟଙ୍କର ହମଲା

Apr-10-2026 03:03 PM IST
odisha.newsroom.in

ବିଜୁ ଲିଗାସି ନିଆଁରେ ଘିଅ ଢାଳିଲେ ସୌମ୍ୟରଂଜନ…ବଢ଼ିଲା ଚର୍ଚ୍ଚା

Apr-10-2026 02:38 PM IST
odisha.newsroom.in

ଘରୁ ଟଙ୍କା ମିଳିବାର ବର୍ଷେ ପରେ ଇସ୍ତଫା ଦେଲେ ଜଷ୍ଟିସ ଯଶୱନ୍ତ ବର୍ମା

Apr-10-2026 12:57 PM IST
odisha.newsroom.in

ପୁଣି ତେଜିଲା ମେଟ୍ରୋ ରାଜନୀତି…ମୁଖ୍ୟମନ୍ତ୍ରୀଙ୍କୁ ସାଂସଦ ଅପରାଜିତାଙ୍କ ଚିଠି

Apr-10-2026 12:34 PM IST
odisha.newsroom.in

କଡ଼ା ସୁରକ୍ଷା ବଳୟରେ ଇସଲାମାବାଦ, ୧୧ ରେ ଆମେରିକା-ଇରାନ ଆଲୋଚନା

Apr-10-2026 11:36 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Apr-10-2026 10:45 AM IST
ଇରାନର ଅଡୁଆ ସର୍ତ୍ତ

ଇରାନର ଅଡୁଆ ସର୍ତ୍ତ

Apr-09-2026 11:26 PM IST
  • About
  • Careers
  • Contact Us
Saturday, April 11, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜନୀତି

ସୌମ୍ୟଙ୍କ ନୂଆ ସ୍ବପ୍ନ…ବିଜୁଶ୍ରାଦ୍ଧ ଦିବସରେ ଗଠନ ହେବ ‘ଓଡ଼ିଶା ନାଗରିକ ମଞ୍ଚ’

by M M
Apr-10-2026 04:00 PM IST
in ରାଜନୀତି, ରାଜ୍ୟ
0
odisha.newsroom.in

odisha.newsroom.in

491
SHARES
1.4k
VIEWS
Share on FacebookShare on Twitter

ଆସନ୍ତା ୧୭ ରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ଏକ ନୂଆ ରାଜନୈତିକ ପ୍ଲାଟଫର୍ମ ‘ଓଡ଼ିଶା ନାଗରିକ ମଞ୍ଚ’ ଗଠନ ହେବ। ଏହି ସୂଚନା ଦେଇଛନ୍ତି ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, “ଆମେ ଓଡ଼ିଶାକୁ ଭଲ ପାଉଥିବା ସମସ୍ତ ବ୍ୟକ୍ତି ମିଳିତ ହୋଇ ଓଡ଼ିଶା ନାଗରିକ ମଞ୍ଚ ଗଠନ କରିବାକୁ ନିଷ୍ପତ୍ତି ନେଇଛୁ। ଏହା କୌଣସି ବ୍ୟକ୍ତି କିମ୍ବା ପରିବାର କେନ୍ଦ୍ରିକ ନୁହେଁ, ବରଂ ଓଡ଼ିଶାର ସାଧାରଣ ନାଗରିକଙ୍କ ସ୍ୱାର୍ଥ ଓ ବିକାଶ ପାଇଁ ଗଠିତ ହେବ।

ସୌମ୍ୟ କହିଛନ୍ତି, ”ଏହି ମଞ୍ଚ ଗଠନ ପଛର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ବିଭିନ୍ନ ସମସ୍ୟା ନେଇ ସାଧାରଣ ଲୋକଙ୍କ ମତାମତ ସଂଗ୍ରହ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା। ବିଜୁ ପଟ୍ଟନାୟକଙ୍କ ଆଦର୍ଶ ଓ ଲିଗାସିକୁ ସମ୍ମାନ ଦେଇ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ଏହି ମଞ୍ଚ କାର୍ଯ୍ୟ କରିବ ବୋଲି ସୌମ୍ୟ ପଟ୍ଟନାୟକ କହିଛନ୍ତି।

ଏହା ସହିତ ସେ ବିଜୁ ଲିଗାସି ନେଇ ପୂର୍ବରୁ ଦେଇଥିବା ମନ୍ତବ୍ୟର ପୁନରାବୃତ୍ତି କରି କହିଛନ୍ତି ଯେ, ବିଜୁ ବାବୁଙ୍କ ଲିଗାସି କେବଳ ଏକ ପରିବାରର ନୁହେଁ, ବରଂ ସମଗ୍ର ଓଡ଼ିଶାର।ଏପ୍ରିଲ୍ ୧୭ ତାରିଖରେ ଭୁବନେଶ୍ୱରରେ ଏକ ବିରାଟ ସମାବେଶ ମାଧ୍ୟମରେ ଓଡ଼ିଶା ନାଗରିକ ମଞ୍ଚର ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ଏହି ମଞ୍ଚରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିତ୍ୱ ଓ ନାଗରିକ ସମାଜର ସଦସ୍ୟମାନେ ଯୋଗ ଦେବେ ବୋଲି ଆଶା କରାଯାଉଛି।

Tags: biju death anniversaryodisha nagarika manchasoumya
Share196Tweet123
M M

M M

ଆଜିର ପାଗ

Bhubaneswar
April 11, 2026, 1:36 AM
 

SSW
Partly cloudy
27°C
2.6 m/s
Apparent: 33°C
Pressure: 1009 mb
Humidity: 95%
Winds: 2.6 m/s SSW
Windgusts: 7.5 m/s
UV-Index: 0
Precip.: 0mm /3% / Rain
Sunrise: 5:31 AM
Sunset: 6:03 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom