ହରିଆଣାରେ କଂଗ୍ରେସ ହାୱା : ମୋଦିଙ୍କ ପତନର ମିଳୁଛି କି ସଙ୍କେତ ? । ଆସନ୍ତାକାଲି ବାହାରିବ ଫଳ । କିଏ ଜିତିବ? କିଏ ସରକାର ଗଠନ କରିବ ? ତାହାକୁ ନେଇ ଚର୍ଚା ଜାରି ରହିଛି । ତେବେ ଏକଜିଟ୍ ପୋଲରେ କଂଗ୍ରେସକୁ ସଫଳତା ମିଳିବ ବୋଲି କୁହାଯାଉଛି । https://www.youtube.com/watch?v=KzeQmOAniyA