• Latest
  • Trending
ନସରଲ୍ଲାର ମୃତ୍ୟୁ ପରେ ହିଜବୁଲ୍ଲାର ନୂଆ ମୁଖିଆ ହେଲା ହସିମ ସଫିଦ୍ଦିନ

ନସରଲ୍ଲାର ମୃତ୍ୟୁ ପରେ ହିଜବୁଲ୍ଲାର ନୂଆ ମୁଖିଆ ହେଲା ହସିମ ସଫିଦ୍ଦିନ

Sep-29-2024 06:17 PM IST
ମୋନ୍ଥା ପାଇଁ ଅନେକ ଟ୍ରେନ ବାତିଲ

ମୋନ୍ଥା ପାଇଁ ଅନେକ ଟ୍ରେନ ବାତିଲ

Oct-28-2025 09:30 AM IST

ବର୍ଷା ଆରମ୍ଭ : ରାଜ୍ୟ ସରକାର ପ୍ରସ୍ତୁତ

Oct-28-2025 09:25 AM IST
କ’ଣ ରହିଛି ଆପଣଙ୍କ ରାଶିଫଳ ?

କ’ଣ ରହିଛି ଆପଣଙ୍କ ରାଶିଫଳ ?

Oct-28-2025 09:23 AM IST
ନୂଆପଡ଼ାରେ ଜିତିବା ପାଇଁ ରଣନୀତି କରୁଛି ବିଜେପି, ଖରିଆର ରୋଡ଼ ଠାରେ ବିଜେପି ବୁଥ କାର୍ଯ୍ୟକର୍ତ୍ତାଙ୍କ ବୈଠକ

ନୂଆପଡ଼ାରେ ଜିତିବା ପାଇଁ ରଣନୀତି କରୁଛି ବିଜେପି, ଖରିଆର ରୋଡ଼ ଠାରେ ବିଜେପି ବୁଥ କାର୍ଯ୍ୟକର୍ତ୍ତାଙ୍କ ବୈଠକ

Oct-27-2025 07:44 PM IST
ରାପିଡୋ ଡ୍ରାଇଭର କଲେ ଏପରି କାମ, ପ୍ରଶଂସା କରୁଛନ୍ତି ସମସ୍ତେ

ରାପିଡୋ ଡ୍ରାଇଭର କଲେ ଏପରି କାମ, ପ୍ରଶଂସା କରୁଛନ୍ତି ସମସ୍ତେ

Oct-27-2025 07:03 PM IST
ନୂଆପଡ଼ାରେ ପ୍ରଭାତୀଙ୍କୁ କଡ଼ା ଜବାବ୍ ଦେଲେ ବର୍ଷା ସିଂ ବରିହା

ନୂଆପଡ଼ାରେ ପ୍ରଭାତୀଙ୍କୁ କଡ଼ା ଜବାବ୍ ଦେଲେ ବର୍ଷା ସିଂ ବରିହା

Oct-27-2025 06:41 PM IST
ଭାରତର ଅଂଶକୁ ବାଂଲାଦେଶର ଦେଖାଇଲେ ୟୁନୁସ

ଭାରତର ଅଂଶକୁ ବାଂଲାଦେଶର ଦେଖାଇଲେ ୟୁନୁସ

Oct-27-2025 05:49 PM IST
ହାତୀ ଦେବୀ, ଘୋଡ଼ା ଦେବୀ : ବିହାର ନିର୍ବାଚନ ପାଇଁ ତେଜସ୍ୱୀଙ୍କ ଲୋଭନୀୟ ପ୍ରତିଶ୍ରୁତି

ହାତୀ ଦେବୀ, ଘୋଡ଼ା ଦେବୀ : ବିହାର ନିର୍ବାଚନ ପାଇଁ ତେଜସ୍ୱୀଙ୍କ ଲୋଭନୀୟ ପ୍ରତିଶ୍ରୁତି

Oct-27-2025 05:17 PM IST
ଆଇସିୟୁରେ ଶ୍ରେୟସ, ଚାଲିଛି ଚିକିତ୍ସା

ଆଇସିୟୁରେ ଶ୍ରେୟସ, ଚାଲିଛି ଚିକିତ୍ସା

Oct-27-2025 01:23 PM IST
ସଲମାନ ଖାନଙ୍କୁ କାହିଁକି ଆତଙ୍କବାଦୀ ଲିଷ୍ଟରେ ରଖିଲା ପାକିସ୍ତାନ ?

ସଲମାନ ଖାନଙ୍କୁ କାହିଁକି ଆତଙ୍କବାଦୀ ଲିଷ୍ଟରେ ରଖିଲା ପାକିସ୍ତାନ ?

Oct-27-2025 12:43 PM IST
  • About
  • Careers
  • Contact Us
Tuesday, October 28, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ନସରଲ୍ଲାର ମୃତ୍ୟୁ ପରେ ହିଜବୁଲ୍ଲାର ନୂଆ ମୁଖିଆ ହେଲା ହସିମ ସଫିଦ୍ଦିନ

by M M
Sep-29-2024 06:17 PM IST
in ଦେଶ ବିଦେଶ
0
491
SHARES
1.4k
VIEWS
Share on FacebookShare on Twitter

ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାର ନୂଆ ମୁଖିଆ ହେଲା ହସିମ୍ ସଫିଦ୍ଦିନ । ନସରଲ୍ଲାର ମୃତ୍ୟୁ ପରେ କିଏ ମୁଖ୍ୟ ହେବ ତାକୁ ନେଇ ଚର୍ଚା ହେଉଥିଲା । ଲେବାନନର ରାଜଧାନୀ ବେରୁତରେ ଲୁଚି ଥିଲା ନସରଲ୍ଲା । ଯେଉଁ ବିଲଡିଂରେ ସେ ରହୁଥିଲା, ସେଠାରେ ଘନ ଘନ ଆକ୍ରମଣ କରି ୮୦ରୁ ଅଧିକ ବୋମା ମାଡ଼ କରିଥିଲା ଇସ୍ରାଏଲ । ଏଥିରେ ହିଜବୁଲ୍ଲାର ମୁଖିଆ ସହିତ ତାର ଅନେକ ସହଯୋଗୀଙ୍କ ମୃତ୍ୟୁ ହୋଇଛି । ପରେ ସଫିଦ୍ଦିନକୁ ଏହି ଆତଙ୍କବାଦୀ ସଂଗଠନର ନୂଆ ମୁଖିଆ ଭାବେ ଘୋଷଣା କରାଯାଇଛି । ହସିମ ପୂର୍ବରୁ ନସରୁଲ୍ଲାର  ଉତ୍ତରାଧିକାରୀ ଭାବେ  ପରିଚିତ ଥିଲା ।  ୨୦୧୭ରେ ସଫିଦ୍ଦିନକୁ ଆତଙ୍କବାଦୀ ଘୋଷଣା କରିଥିଲା ଆମେରିକା । ଗତକାଲିର ବୋମା ମାଡ଼ରେ ସଫିଦ୍ଦିନର ମଧ୍ୟ ମୃତ୍ଯୁ ହୋଇଥିବା ପ୍ରଥମେ କୁହାଯାଇଥିଲା । କିନ୍ତୁ ପରେ ଜଣାପଡ଼ିଥିଲା ସେ ଜୀବୀତ ଅଛି । ହିଜବୁଲ୍ଲାର ରାଜନୈତିକ ବ୍ୟାପାର ବୁଝାବୁଝି କରେ ସଫିଦ୍ଦିନ । ତା’ସହିତ ସଂଗଠନର ଜିହାଦ କାଉନସିଲର ମଧ୍ୟ ସେ ସଭ୍ୟ ଅଛି । ଇରାନ ସହିତ ତାର ରହିଛି ଘନିଷ୍ଠ ସଂପର୍କ । କିଛି ଦିନ ତଳେ ଇସ୍ରାଏଲର ଆକ୍ରମଣରେ ନିହତ ହୋଇଥିବା ଜୈନାବ ସୋଲେମାନଙ୍କ ଜ୍ଵାଇଁ ହେଉଛି ସଫିଦ୍ଦିନ । ସେ ମଧ୍ୟ ବହୁ ଦିନରୁ ହିଜବୁଲ୍ଲାରେ ଯୋଗ ଦେଇଥିଲା । ନବେ ଦଶକରୁ ହିଁ ନସରଲ୍ଲାର ଉତ୍ତରାଧିକାରୀ ଭାବେ ସେ ପରିଚିତ ଥିଲା ବୋଲି କୁହାଯାଏ । ହିଜବୁଲ୍ଲାର ଶିକ୍ଷା, ସ୍ଵାସ୍ଥ୍ୟ, ଅର୍ଥ ବ୍ୟାପାରର ମୁଖ୍ୟ ହେଉଛି ସଫିଦ୍ଦିନ । ନସରଲ୍ଲା କେବଳ ମିଲିଟାରି ଦାୟିତ୍ଵ ସମ୍ଭାଳୁଥିଲା । ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାର ନୂଆ ମୁଖିଆ ହେଲା ହସିମ୍ ସଫିଦ୍ଦିନ । ନସରଲ୍ଲାକୁ ଇସ୍ରାଏଲ ହତ୍ୟା କରିବା ପରେ ସଫିଦ୍ଦିନକୁ ହିଜବୁଲ୍ଲାର ନୂଆ ମୁଖିଆ ଭାବେ ଘୋଷଣା କରାଯାଇଛି । ସଫିଦ୍ଦିନ ହେଉଛି ନସରଲ୍ଲାର ସଂପର୍କୀୟ । ଗତକାଲି ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନସରଲ୍ଲାର ମୃତ୍ୟୁ ହୋଇଥିଲା ।

ଲେବାନନର ରାଜଧାନୀ ବେରୁତରେ ଲୁଚି ଥିଲା ନସରଲ୍ଲା । ଯେଉଁ ବିଲଡିଂରେ ସେ ରହୁଥିଲା, ସେଠାରେ ଘନ ଘନ ଆକ୍ରମଣ କରି ୮୦ରୁ ଅଧିକ ବୋମା ମାଡ଼ କରିଥିଲା ଇସ୍ରାଏଲ । ଏଥିରେ ହିଜବୁଲ୍ଲାର ମୁଖିଆ ସହିତ ତାର ଅନେକ ସହଯୋଗୀଙ୍କ ମୃତ୍ୟୁ ହୋଇଛି । ପରେ ସଫିଦ୍ଦିନକୁ ଏହି ଆତଙ୍କବାଦୀ ସଂଗଠନର ନୂଆ ମୁଖିଆ ଭାବେ ଘୋଷଣା କରାଯାଇଛି ।

Share196Tweet123
M M

M M

ଆଜିର ପାଗ

Bhubaneswar
October 28, 2025, 10:00 AM
 

ENE
Slight rain showers
27°C
2.7 m/s
Apparent: 31°C
Pressure: 1009 mb
Humidity: 93%
Winds: 2.7 m/s ENE
Windgusts: 9.7 m/s
UV-Index: 0
Precip.: 15.2mm /100% / Rain
Sunrise: 5:46 AM
Sunset: 5:14 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ମୋନ୍ଥା ପାଇଁ ଅନେକ ଟ୍ରେନ ବାତିଲ

ମୋନ୍ଥା ପାଇଁ ଅନେକ ଟ୍ରେନ ବାତିଲ

October 28, 2025

ବର୍ଷା ଆରମ୍ଭ : ରାଜ୍ୟ ସରକାର ପ୍ରସ୍ତୁତ

October 28, 2025
କ’ଣ ରହିଛି ଆପଣଙ୍କ ରାଶିଫଳ ?

କ’ଣ ରହିଛି ଆପଣଙ୍କ ରାଶିଫଳ ?

October 28, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom