• Latest
  • Trending
୨ ନୂଆ ଯୋଜନାକୁ କ୍ୟାବିନେଟ୍ ମୋହର

୨ ନୂଆ ଯୋଜନାକୁ କ୍ୟାବିନେଟ୍ ମୋହର

Nov-13-2024 11:28 PM IST
ଅନୁ ଗର୍ଗ: ଓଡ଼ିଶା ପ୍ରଶାସନର ନୂଆ ମଙ୍ଗୁଆଳ; ମୋହନ ସରକାରରେ ମହିଳା ଶକ୍ତିର ପ୍ରଭାବ

ଅନୁ ଗର୍ଗ: ଓଡ଼ିଶା ପ୍ରଶାସନର ନୂଆ ମଙ୍ଗୁଆଳ; ମୋହନ ସରକାରରେ ମହିଳା ଶକ୍ତିର ପ୍ରଭାବ

Dec-26-2025 07:56 PM IST
ବିଜେଡିରେ ଝଡ଼ : ଶୀର୍ଷ ନେତାଙ୍କୁ ପ୍ରଭାତଙ୍କ ଖୋଲା ଚେତାବନୀ

ବିଜେଡିରେ ଝଡ଼ : ଶୀର୍ଷ ନେତାଙ୍କୁ ପ୍ରଭାତଙ୍କ ଖୋଲା ଚେତାବନୀ

Dec-26-2025 05:12 PM IST
ଶହେ ବର୍ଷ ଯାଏଁ ରହିବ ବିଜେଡି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଶହେ ବର୍ଷ ଯାଏଁ ରହିବ ବିଜେଡି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

Dec-26-2025 04:37 PM IST
ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ, ଶୋକ ପ୍ରକାଶ କଲେ ବରିଷ୍ଠ ନେତା

ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ, ଶୋକ ପ୍ରକାଶ କଲେ ବରିଷ୍ଠ ନେତା

Dec-26-2025 04:21 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-26-2025 06:56 AM IST
କଣ ରହିଛି ଆଜିର ରାଶିଫଳ

କଣ ରହିଛି ଆଜିର ରାଶିଫଳ

Dec-25-2025 09:36 AM IST
ଲଣ୍ଡନରେ ଓଡ଼ିଆ ପ୍ରବାସୀ ଶ୍ୱେତା ମହାନ୍ତି ଓ ପାର୍ଥସାରଥୀ ପଣ୍ଡାଙ୍କ ପ୍ରୟାସ: ଆୟୋଜିତ ହେଲା ‘ମୋଦୀ ୩.୦’ କଳା ପ୍ରଦର୍ଶନୀ

ଲଣ୍ଡନରେ ଓଡ଼ିଆ ପ୍ରବାସୀ ଶ୍ୱେତା ମହାନ୍ତି ଓ ପାର୍ଥସାରଥୀ ପଣ୍ଡାଙ୍କ ପ୍ରୟାସ: ଆୟୋଜିତ ହେଲା ‘ମୋଦୀ ୩.୦’ କଳା ପ୍ରଦର୍ଶନୀ

Dec-25-2025 09:20 AM IST
ଆଜି ମଧ୍ୟରାତ୍ରିରେ ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ

ଆଜି ମଧ୍ୟରାତ୍ରିରେ ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ

Dec-24-2025 09:09 AM IST

ଆଜିଠୁ ଆରମ୍ଭ ହେଉଛି ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ,ମଥୁରା ନଗରୀ ସାଜିଛି ବରଗଡ଼

Dec-24-2025 08:57 AM IST
ଆଦିବାସୀଙ୍କ ଜମିପଟ୍ଟା ଓଡ଼ିଆ ଓ ଇଂରାଜୀରେ ଲେଖାଯିବ : ମୁଖ୍ୟମନ୍ତ୍ରୀ

ଆଦିବାସୀଙ୍କ ଜମିପଟ୍ଟା ଓଡ଼ିଆ ଓ ଇଂରାଜୀରେ ଲେଖାଯିବ : ମୁଖ୍ୟମନ୍ତ୍ରୀ

Dec-24-2025 08:43 AM IST
  • About
  • Careers
  • Contact Us
Saturday, December 27, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home Uncategorized

୨ ନୂଆ ଯୋଜନାକୁ କ୍ୟାବିନେଟ୍ ମୋହର

by M M
Nov-13-2024 11:28 PM IST
in Uncategorized, ବଡ଼ ଖବର, ରାଜ୍ୟ
0
୨ ନୂଆ ଯୋଜନାକୁ କ୍ୟାବିନେଟ୍ ମୋହର
491
SHARES
1.4k
VIEWS
Share on FacebookShare on Twitter

ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମୋଟ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

ରାଜ୍ୟ ସରକାରଙ୍କ ବିଭିନ୍ନ ନିଯୁକ୍ତି ଏଜେନ୍ସୀ ଦ୍ୱାରା ଆୟୋଜିତ ପରୀକ୍ଷାରେ ଅନିୟମିତତାକୁ ନେଇ ବାରମ୍ବାର ବିବାଦ ଦେଖାଦେବା ପରେ ମୋହନ ମାଝୀ ସରକାର କଠୋର ଆଭିମୁଖ୍ୟ ଆପଣାଇଛନ୍ତି । ଏଣିକି ପରୀକ୍ଷା ପ୍ରକ୍ରିୟାରେ ଅନିୟମିତତା କଲେ ଅପରାଧୀଙ୍କୁ ୩ରୁ ୫ବର୍ଷ ଜେଲଦଣ୍ଡ ସହ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନ ଦେବାକୁ ପଡ଼ିବ । ଏଥିପାଇଁ ଓଡ଼ିଶା ସାର୍ବଜନୀନ ପରୀକ୍ଷା(ଅନୁଚିତ୍ ସାଧନ ନିବାରଣ) ଆଇନ-୨୦୨୪କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ ଲୋକସେବା ଭବନରେ ଆୟୋଜିତ କ୍ୟାବିନେଟ୍ ବୈଠକରେ ମୋଟ ୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ୫ଟି, ସାଧାରଣ ପ୍ରଶାସନ ବିଭାଗର ଗୋଟିଏ ଓ ଜଳସମ୍ପଦ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ରହିଥିବାବେଳେ ବିଧାନସଭା ଅଧିବେଶନ ଆହୂତ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ମିଳିଛି । ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟ ସରକାରୀ ଚାକିରି ଚୟନ ପରୀକ୍ଷାରେ ପାରଦର୍ଶିତା ଆଣିବା ପାଇଁ ‘ଓଡ଼ିଶା ସାର୍ବଜନୀନ ପରୀକ୍ଷା(ଅନୁଚିତ୍ ସାଧନ ନିବାରଣ) ଆଇନ-୨୦୨୪’କୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।

ରାଜ୍ୟ ଯୋଜନା ‘ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା’ ଅନ୍ତର୍ଗତ ‘କୁକୁଟ୍ଟ ଉନ୍ନୟନ’ ଉପଯୋଜନାରେ ୨୦୨୪-୨୫ରୁ ୨୦୨୮-୨୯ ମସିହା ପର୍ଯ୍ୟନ୍ତ ୫ବର୍ଷ ପାଇଁ ମୋଟ ୧୦୩୧.୧୯କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରେ ୩ଲକ୍ଷ ୭୩ହଜାର ୯୨୮ଜଣ ଚାଷୀ ଓ ମହିଳା ଏସଏଚଜି ଉପକୃତ ହେବେ ଏବଂ ରାଜ୍ୟରେ ଅତିରିକ୍ତ ଭାବେ ବାର୍ଷିକ ୯୫.୫୮ ଏମଟିଏମ୍ କୁକୁଡ଼ା ମାଂସ ଓ ଦୈନିକ ୫.୫ଲକ୍ଷ ଅଣ୍ଡା ଉତ୍ପାଦନ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ସେହିପରି ନୂଆ ରାଜ୍ୟ ଯୋଜନା ଗୋମାତା(ଗୋଲ୍ ଫର ମ୍ୟାନେଜମେଂଟ ଆଣ୍ଡ ଟ୍ରିଟମେଂଟ ଅଫ ଆନିମଲ)କୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ୨୦୨୪-୨୫ରୁ ୨୦୨୬-୨୭ ମସିହା ପର୍ଯ୍ୟନ୍ତ ୩ବର୍ଷ ପାଇଁ ଏହି ଯୋଜନାରେ ମୋଟ ୩୪୨.୬୫କୋଟି ଟଙ୍କା ବ୍ୟୟବରାଦ ରହିଛି । ଏହି ଯୋଜନାରେ ରାଜ୍ୟ ଚାଷୀମାନଙ୍କୁ ପ୍ରାଣୀ ଚିକିତ୍ସାଳୟ, ପ୍ରାଣୀଧନ ସହାୟତା କେନ୍ଦ୍ର ଓ ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ସେବା ମାଧ୍ୟମରେ ଚିକିତ୍ସା, ଟୀକାକରଣ, ରୋଗ ନିୟନ୍ତ୍ରଣ ଆଦି ସେବା ଯୋଗାଇ ଦିଆଯିବ । ଏହି ଯୋଜନାରେ ବାର୍ଷିକ ଅଢ଼େଇ କୋଟି ଟୀକାକରଣ ଓ ବାର୍ଷିକ ୧.୩୦କୋଟି ପ୍ରାଣୀଧନର ଚିକିତ୍ସା କରାଯାଇପାରିବ ।

Share196Tweet123
M M

M M

ଆଜିର ପାଗ

Bhubaneswar
December 27, 2025, 4:52 AM
 

NNE
Fog
15°C
1.2 m/s
Apparent: 17°C
Pressure: 1014 mb
Humidity: 97%
Winds: 1.2 m/s NNE
Windgusts: 5.3 m/s
UV-Index: 0
Precip.: 0mm /0% / Rain
Sunrise: 6:20 AM
Sunset: 5:14 PM
© 2025 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଅନୁ ଗର୍ଗ: ଓଡ଼ିଶା ପ୍ରଶାସନର ନୂଆ ମଙ୍ଗୁଆଳ; ମୋହନ ସରକାରରେ ମହିଳା ଶକ୍ତିର ପ୍ରଭାବ

ଅନୁ ଗର୍ଗ: ଓଡ଼ିଶା ପ୍ରଶାସନର ନୂଆ ମଙ୍ଗୁଆଳ; ମୋହନ ସରକାରରେ ମହିଳା ଶକ୍ତିର ପ୍ରଭାବ

December 26, 2025
ବିଜେଡିରେ ଝଡ଼ : ଶୀର୍ଷ ନେତାଙ୍କୁ ପ୍ରଭାତଙ୍କ ଖୋଲା ଚେତାବନୀ

ବିଜେଡିରେ ଝଡ଼ : ଶୀର୍ଷ ନେତାଙ୍କୁ ପ୍ରଭାତଙ୍କ ଖୋଲା ଚେତାବନୀ

December 26, 2025
ଶହେ ବର୍ଷ ଯାଏଁ ରହିବ ବିଜେଡି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଶହେ ବର୍ଷ ଯାଏଁ ରହିବ ବିଜେଡି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

December 26, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom