• Latest
  • Trending
ବଢ଼ିଲେ ୧.୫୪ ଲକ୍ଷ ମୋବାଇଲ ଗ୍ରାହକ

ବଢ଼ିଲେ ୧.୫୪ ଲକ୍ଷ ମୋବାଇଲ ଗ୍ରାହକ

Jul-21-2024 03:18 PM IST
ରାଷ୍ଟ୍ରପତି ମୁର୍ମୁଙ୍କ ସୁରକ୍ଷାରେ ବଡ଼ ତ୍ରୁଟି: ହେଲିକପ୍ଟର ଚକ ହେଲିପ୍ୟାଡରେ ପଶିଗଲା

ରାଷ୍ଟ୍ରପତି ମୁର୍ମୁଙ୍କ ସୁରକ୍ଷାରେ ବଡ଼ ତ୍ରୁଟି: ହେଲିକପ୍ଟର ଚକ ହେଲିପ୍ୟାଡରେ ପଶିଗଲା

Oct-22-2025 04:08 PM IST
ପୀତବାସ ପଣ୍ଡା ହତ୍ୟାକାଣ୍ଡ ପଛରେ- ରାଜନୈତିକ କାରଣ

ପୀତବାସ ପଣ୍ଡା ହତ୍ୟାକାଣ୍ଡ ପଛରେ- ରାଜନୈତିକ କାରଣ

Oct-22-2025 03:43 PM IST
ଅପରାଧିକ ମାମଲାର ସୂଚନା ଦେଇନାହାଁନ୍ତି ଘାସିରାମ

ଅପରାଧିକ ମାମଲାର ସୂଚନା ଦେଇନାହାଁନ୍ତି ଘାସିରାମ

Oct-22-2025 03:25 PM IST
ପୀତବାସ ପଣ୍ଡା ହତ୍ୟା ମାମଲା , ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା

ପୀତବାସ ପଣ୍ଡା ହତ୍ୟା ମାମଲା , ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା

Oct-22-2025 01:45 PM IST
ଆଜିଠୁ ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

ଆଜିଠୁ ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

Oct-22-2025 10:04 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Oct-22-2025 09:54 AM IST
ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ

ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ

Oct-22-2025 09:39 AM IST

ଆସୁଛି ବଡ଼ ବାତ୍ୟା, ସପ୍ତାହେ ଧରି ଛେଚିବ- କାଚିବ

Oct-21-2025 07:32 PM IST
ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

Oct-21-2025 05:15 PM IST
ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

Oct-21-2025 04:38 PM IST
  • About
  • Careers
  • Contact Us
Wednesday, October 22, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ବଢ଼ିଲେ ୧.୫୪ ଲକ୍ଷ ମୋବାଇଲ ଗ୍ରାହକ

by M M
Jul-21-2024 03:18 PM IST
in ଦେଶ ବିଦେଶ, ବଡ଼ ଖବର, ଭିଡ଼ିଓ
0
ବଢ଼ିଲେ ୧.୫୪ ଲକ୍ଷ ମୋବାଇଲ ଗ୍ରାହକ
491
SHARES
1.4k
VIEWS
Share on FacebookShare on Twitter

ମେ ମାସରେ ଓଡ଼ିଶାରେ ମୋବାଇଲ ଫୋନ ନେଟୱର୍କରେ ୧ ଲକ୍ଷ ୫୪ ହଜାର ୧୪୧ ନୂଆ ଗ୍ରାହକ ଯୋଡ଼ି ହୋଇଛନ୍ତି। ଏଥିଯୋଗୁ ରାଜ୍ୟରେ ମୋଟ ‌ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୩୮ ଲକ୍ଷ ୭୪ ହଜାର ୬୧୬ରେ ପହଞ୍ଚିଛି। ଏପ୍ରିଲ ମାସରେ ଏମାନଙ୍କ ସଂଖ୍ୟା ୩ କୋଟି ୩୭ ଲକ୍ଷ ୨୦ ହଜାର ୪୭୫ ରହିଥିଲା। ଭାରତୀୟ ଦୂରସଂଚାର ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟରୁ ଏହା ଜଣାଯାଇଛି।ମେ ମାସରେ ଓଡ଼ିଶାରେ ମୋବାଇଲ ଫୋନ ନେଟୱର୍କରେ ରିଲାଏନ୍ସ ଜିଓର ୧ ଲକ୍ଷ ୮୫ ହଜାର ୧୫୯ ଜଣ ଗ୍ରାହକ ଯୋଡ଼ି ହୋଇଛନ୍ତି। ଅନ୍ୟପକ୍ଷରେ ଏୟାରଟେଲ, ଭୋଡ଼ାଫୋନ ଏବଂ ବିଏସ୍‌ଏନ୍‌ଏଲ୍‌ର ଗ୍ରାହକଙ୍କ ସଂଖ୍ୟା ହ୍ରାସ ପାଇଛି। ଏୟାରଟେଲର ୧୨୧୦୮, ଭୋଡ଼ାଫୋନ ଆଇଡିଆର ୧୩୦୪୧ ଏବଂ ବିଏସ୍‌ଏନ୍‌ଏଲ୍‌ର ୫୮୬୯ ଜଣ ଗ୍ରାହକ ମେ ମାସରେ ରାଜ୍ୟରେ କମିଛନ୍ତି। ମେ ମାସରେ ଦେଶରେ ୨.୪୭ ନିୟୁତ ଟେଲିଫୋନ ଗ୍ରାହକ ବୃଦ୍ଧି ପାଇଛନ୍ତି। ଫଳରେ ମୋଟ ଗ୍ରାହକଙ୍କ ସଂଖ୍ୟା ୧୨୦.୩୭ କୋଟିରେ ପହଞ୍ଚିଛି। ଏଥିଯୋଗୁ ଦେଶରେ ଟେଲିସାନ୍ଦ୍ରତା ୮୫.୮୭ ପ୍ରତିଶତକୁ ବୃଦ୍ଧି ଘଟିଛି।

Tags: newsroomodisha
Share196Tweet123
M M

M M

ଆଜିର ପାଗ

Bhubaneswar
October 22, 2025, 4:22 PM
 

ENE
Partly cloudy
31°C
1.9 m/s
Apparent: 32°C
Pressure: 1011 mb
Humidity: 93%
Winds: 1.9 m/s ENE
Windgusts: 8 m/s
UV-Index: 0
Precip.: 0mm /18% / Rain
Sunrise: 5:44 AM
Sunset: 5:17 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ରାଷ୍ଟ୍ରପତି ମୁର୍ମୁଙ୍କ ସୁରକ୍ଷାରେ ବଡ଼ ତ୍ରୁଟି: ହେଲିକପ୍ଟର ଚକ ହେଲିପ୍ୟାଡରେ ପଶିଗଲା

ରାଷ୍ଟ୍ରପତି ମୁର୍ମୁଙ୍କ ସୁରକ୍ଷାରେ ବଡ଼ ତ୍ରୁଟି: ହେଲିକପ୍ଟର ଚକ ହେଲିପ୍ୟାଡରେ ପଶିଗଲା

October 22, 2025
ପୀତବାସ ପଣ୍ଡା ହତ୍ୟାକାଣ୍ଡ ପଛରେ- ରାଜନୈତିକ କାରଣ

ପୀତବାସ ପଣ୍ଡା ହତ୍ୟାକାଣ୍ଡ ପଛରେ- ରାଜନୈତିକ କାରଣ

October 22, 2025
ଅପରାଧିକ ମାମଲାର ସୂଚନା ଦେଇନାହାଁନ୍ତି ଘାସିରାମ

ଅପରାଧିକ ମାମଲାର ସୂଚନା ଦେଇନାହାଁନ୍ତି ଘାସିରାମ

October 22, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom