• Latest
  • Trending
କେରଳର ୱାୟାନାଡ ମୃତ୍ୟୁ ସଂଖ୍ୟା ୩୪୪ରେ ପହଞ୍ଚିଛି

କେରଳର ୱାୟାନାଡ ମୃତ୍ୟୁ ସଂଖ୍ୟା ୩୪୪ରେ ପହଞ୍ଚିଛି

Aug-03-2024 06:04 PM IST
ଆଜିଠୁ ଆଧାର ରେ  ବଡ଼ ଧରଣର ଅପଡେଟ୍: ଜାଣନ୍ତୁ କଣ ରହିଛି ନୂଆ ନିୟମ ?

ଆଜିଠୁ ଆଧାର ରେ ବଡ଼ ଧରଣର ଅପଡେଟ୍: ଜାଣନ୍ତୁ କଣ ରହିଛି ନୂଆ ନିୟମ ?

Nov-01-2025 04:02 PM IST
କଲବଲ କରୁଛି ଚାକିରିରୁ ଛଟେଇ ଭୟ, ଆମାଜନ କର୍ମଚାରୀଙ୍କ ବିଗୁଡୁଛି ମାନସିକ ସ୍ୱାସ୍ଥ୍ୟ

କଲବଲ କରୁଛି ଚାକିରିରୁ ଛଟେଇ ଭୟ, ଆମାଜନ କର୍ମଚାରୀଙ୍କ ବିଗୁଡୁଛି ମାନସିକ ସ୍ୱାସ୍ଥ୍ୟ

Nov-01-2025 03:08 PM IST
ବିଜେଡି ଛାଡି ବିଜେପିରେ ମିଶିଲେ ନୂଆପଡାର ଅନେକ ବିଜେଡି ନେତା

ବିଜେଡି ଛାଡି ବିଜେପିରେ ମିଶିଲେ ନୂଆପଡାର ଅନେକ ବିଜେଡି ନେତା

Nov-01-2025 02:44 PM IST
ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ କାହିଁକି ହେଲା ଦଳାଚକଟା?  ୯ ଜଣଙ୍କ ମୃତ୍ୟୁ

ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ କାହିଁକି ହେଲା ଦଳାଚକଟା? ୯ ଜଣଙ୍କ ମୃତ୍ୟୁ

Nov-01-2025 02:24 PM IST
ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ଘରେ କାହିଁକି ହେଲା ରେଡ୍ ?

ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ଘରେ କାହିଁକି ହେଲା ରେଡ୍ ?

Nov-01-2025 10:11 AM IST
ନବୀନ ପଚାରିବେ କି ଯକ୍ଷ ପ୍ରଶ୍ନ…ଆପଣମାନେ ଖୁସି ତ ?

ନବୀନ ପଚାରିବେ କି ଯକ୍ଷ ପ୍ରଶ୍ନ…ଆପଣମାନେ ଖୁସି ତ ?

Nov-01-2025 09:17 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Nov-01-2025 08:59 AM IST
ବିହାର ନିର୍ବାଚନ : ୧ କୋଟି ସରକାରୀ ଚାକିରି ଦେବାର ପ୍ରତିଶ୍ରୁତି ଦେଲା ଏନଡିଏ

ବିହାର ନିର୍ବାଚନ : ୧ କୋଟି ସରକାରୀ ଚାକିରି ଦେବାର ପ୍ରତିଶ୍ରୁତି ଦେଲା ଏନଡିଏ

Oct-31-2025 12:42 PM IST
କେତେକ ଜିଲ୍ଲାରେ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି

କେତେକ ଜିଲ୍ଲାରେ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି

Oct-31-2025 10:18 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Oct-31-2025 09:43 AM IST
  • About
  • Careers
  • Contact Us
Saturday, November 1, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

କେରଳର ୱାୟାନାଡ ମୃତ୍ୟୁ ସଂଖ୍ୟା ୩୪୪ରେ ପହଞ୍ଚିଛି

by M M
Aug-03-2024 06:04 PM IST
in ଦେଶ ବିଦେଶ
0
କେରଳର ୱାୟାନାଡ ମୃତ୍ୟୁ ସଂଖ୍ୟା ୩୪୪ରେ ପହଞ୍ଚିଛି
491
SHARES
1.4k
VIEWS
Share on FacebookShare on Twitter

ଭୟଙ୍କର ଭୂସ୍ଖଳନ ପରେ ୱାୟନାଡରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୫ଦିନରେ ଉଦ୍ଧାର କାର୍ଯ୍ୟ ପହଞ୍ଚିଥିବା ବେଳେ ଏପର୍ଯ୍ୟନ୍ତ ୩୪୪ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ୧୩ଶହ ଉଦ୍ଧାରକାରୀ ଉଦ୍ଧାର କାମରେ ଲାଗିଛନ୍ତି। ମାଟି ପାହାଡ ଭିତରୁ ଅଧିକରୁ ଅଧିକ ଶବ ମିଳିବାରେ ଲାଗିଛି। ଏବେ ବି ପ୍ରାୟ ୨୦୦ରୁ ଅଧିକ ଲୋକ ନିଖୋଜ ରହିଛନ୍ତି। ଭୂସ୍ଖଳନ ପରେ ଏନ୍‌ଡିଆର୍‌ଏଫ୍‌ ସମେତ ଏକାଧିକ ଏଜେନ୍ସି ମେପାଡି ନିକଟସ୍ଥ ପାହାଡ଼ିଆ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କ ସହ ଏ ସଂକ୍ରାନ୍ତରେ କଥା ହୋଇଛନ୍ତି ଏବଂ ଏଲ୍‌ଡିଏଫ୍‌ ସରକାରଙ୍କୁ ସମସ୍ତ ସାହାଯ୍ୟ କରିବେ ବୋଲି ନିଶ୍ଚିତ କରିଛନ୍ତି। ଏଥିସହ ଦଳର କର୍ମୀମାନେ ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ  ବିଜେପି ମୁଖ୍ୟ ଜେପି ନାଡାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କହିଛନ୍ତି

 

Share196Tweet123
M M

M M

ଆଜିର ପାଗ

Bhubaneswar
November 1, 2025, 4:04 PM
 

WNW
Overcast
30°C
0.9 m/s
Apparent: 32°C
Pressure: 1010 mb
Humidity: 93%
Winds: 0.9 m/s WNW
Windgusts: 6.9 m/s
UV-Index: 0
Precip.: 2.5mm /75% / Rain
Sunrise: 5:48 AM
Sunset: 5:11 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଆଜିଠୁ ଆଧାର ରେ  ବଡ଼ ଧରଣର ଅପଡେଟ୍: ଜାଣନ୍ତୁ କଣ ରହିଛି ନୂଆ ନିୟମ ?

ଆଜିଠୁ ଆଧାର ରେ ବଡ଼ ଧରଣର ଅପଡେଟ୍: ଜାଣନ୍ତୁ କଣ ରହିଛି ନୂଆ ନିୟମ ?

November 1, 2025
କଲବଲ କରୁଛି ଚାକିରିରୁ ଛଟେଇ ଭୟ, ଆମାଜନ କର୍ମଚାରୀଙ୍କ ବିଗୁଡୁଛି ମାନସିକ ସ୍ୱାସ୍ଥ୍ୟ

କଲବଲ କରୁଛି ଚାକିରିରୁ ଛଟେଇ ଭୟ, ଆମାଜନ କର୍ମଚାରୀଙ୍କ ବିଗୁଡୁଛି ମାନସିକ ସ୍ୱାସ୍ଥ୍ୟ

November 1, 2025
ବିଜେଡି ଛାଡି ବିଜେପିରେ ମିଶିଲେ ନୂଆପଡାର ଅନେକ ବିଜେଡି ନେତା

ବିଜେଡି ଛାଡି ବିଜେପିରେ ମିଶିଲେ ନୂଆପଡାର ଅନେକ ବିଜେଡି ନେତା

November 1, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom