• Latest
  • Trending
ବିହାର ନିର୍ବାଚନ: ଶେଷରେ ମହାଗଠବନ୍ଧନକୁ ମିଳିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ବିହାର ନିର୍ବାଚନ: ଶେଷରେ ମହାଗଠବନ୍ଧନକୁ ମିଳିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

Oct-23-2025 01:04 PM IST
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

Mar-09-2026 08:48 PM IST
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

Mar-03-2026 11:05 PM IST
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

Mar-03-2026 11:02 PM IST
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

Mar-03-2026 10:59 PM IST
ଜାଣନ୍ତୁ ରାଶି ଅନୁସାରେ  କପରି କଟିବ ଆଜିର ଦିନ

ଜାଣନ୍ତୁ ରାଶି ଅନୁସାରେ କପରି କଟିବ ଆଜିର ଦିନ

Mar-03-2026 02:01 PM IST
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

Mar-03-2026 01:50 PM IST
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

Mar-03-2026 01:25 PM IST
ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

Mar-03-2026 12:58 PM IST
କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

Mar-03-2026 12:55 PM IST
BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

Mar-02-2026 07:56 PM IST
  • About
  • Careers
  • Contact Us
Tuesday, March 10, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ବିହାର ନିର୍ବାଚନ: ଶେଷରେ ମହାଗଠବନ୍ଧନକୁ ମିଳିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

by M M
Oct-23-2025 01:04 PM IST
in ଦେଶ ବିଦେଶ, ବଡ଼ ଖବର
0
ବିହାର ନିର୍ବାଚନ: ଶେଷରେ ମହାଗଠବନ୍ଧନକୁ ମିଳିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
502
SHARES
1.4k
VIEWS
Share on FacebookShare on Twitter

୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ଆରଜେଡି ନେତା ତେଜସ୍ୱୀ ଯାଦବ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ମତଦାନ ଏବଂ ଫଳାଫଳ ଘୋଷଣା ପୂର୍ବରୁ ଶେଷରେ ମେଣ୍ଟ ଦଳମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ସ୍ବୀକାର କରିଛନ୍ତି ।  ବିହାର ନିର୍ବାଚନ ତାରିଖ ଘୋଷଣା ପରେ କିଏ ମହାଗଠବନ୍ଧନର ପ୍ରାର୍ଥୀ ବୋଲି ଏନଡିଏ ପକ୍ଷରୁ ପ୍ରଶ୍ନ କରାଯାଉଥିଲା ।  ପାଟନାରେ ମହାଗଠବନ୍ଧନର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଆଜି ତେଜସ୍ବୀଙ୍କ ନାମ  ଘୋଷଣା କରାଯାଇଛି ।  ମହାଗଠବନ୍ଧନର ସମସ୍ତ ନେତା କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ, ଏକ ପୋଷ୍ଟର ଆଲୋଚନାର ବିଷୟ ପାଲଟିଥିଲା। ଯେଉଁଥିରେ କେବଳ ତେଜସ୍ବୀ ହିଁ ଫଟୋରେ ଥିଲେ ।

ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଜାରି ହୋଇଥିବା ପୋଷ୍ଟରରେ, ତେଜସ୍ୱୀ ଯାଦବଙ୍କୁ ଏକ ରାଜକୀୟ ଚୌକିରେ ଏକା ବସିଥିବା ଦେଖାଯାଇଥିଲା । ଚେୟାରର ଉଭୟ ହ୍ୟାଣ୍ଡେଲରେ ସିଂହ ମୂର୍ତ୍ତି ଦେଖାଯାଉଛି। ତେଜସ୍ୱୀ ଯାଦବ ଧଳା କୁର୍ତ୍ତା, ପାଇଜାମା ଏବଂ କଳା ଚପଲ ପିନ୍ଧିଥିବା ଦେଖାଯାଉଛି। ପୋଷ୍ଟରରେ ତେଜସ୍ୱୀ ଯାଦବ ହସୁଥିବା ଦେଖାଯାଉଛି। ପ୍ରଥମ ନଜରରେ, ଏହା ଦେଖାଯାଉଛି ଯେପରି ତେଜସ୍ୱୀ ଯାଦବ ନିଜକୁ ମୁଖ୍ୟମନ୍ତ୍ରୀ ବୋଲି ଭାବୁଛନ୍ତି।

ପୋଷ୍ଟରରେ ସ୍ଲୋଗାନ ଦିଆଯାଇଛି: “ବିହାର ଚାହୁଁଛି ତେଜସ୍ୱୀ ସରକାର ।”  ସୂଚନାଯୋଗ୍ୟ ଯେ ମହାଗଠବନ୍ଧନରେ ଅନ୍ୟ ଦଳଗୁଡ଼ିକ  କଂଗ୍ରେସ, ବାମପନ୍ଥୀ ଏବଂ ଭିଆଇପି ଅଛନ୍ତି । ଅନ୍ୟପକ୍ଷରେ, NDA ପୋଷ୍ଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଚିରାଗ ପାଶୱାନ, ଜିତନ ମାଞ୍ଝି, ଉପେନ୍ଦ୍ର କୁଶୱାହା ଇତ୍ୟାଦି ନେତାଙ୍କ  ଫଟୋ ରହିଛି। ମହାମେଣ୍ଟ ପକ୍ଷରୁ ୨୫୨ ସିଟରେ ପ୍ରାର୍ଥୀ ଦିଆଯାଇଛି । ଆରଜେଡି ୧୪୩, କଂଗ୍ରେସ ୬୧, ସିପିଆଇ ଏମଏଲ ୨୦, ସିପିଆଇ ୯, ସିପିଏମ ୪, ଭିଆଇପି ୧୫ ପ୍ରାର୍ଥୀ ରହିଛନ୍ତି । ଆରଜେଡି-କଂଗ୍ରେସ ୫ ସିଟରେ ଓ କଂଗ୍ରେସ-ସିପିଆଇ ୪ ସିଟରେ ମୁହାଁମୁହିଁ ହୋଇଛନ୍ତି  ।

ମଞ୍ଚରେ ତେଜସ୍ବୀ ଯାଦବ, ସିପିଆଇ ଏମଏଲ ର ଦୀପଙ୍କର ଭଟ୍ଟାଚାର୍ଯ୍ୟ, ଭିଆଇପିର ମୁକେଶ ସହାନି, ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ । ଏହି ସମୟରେ ମୁକେଶ ସହାନି କହିଛନ୍ତି, ମୁଁ ସାଢେ ତିନି ବର୍ଷ ହେଲା ଏହି ଦିନକୁ ଅପେକ୍ଷା କରିଥିଲି । ଏବେ ସେହି ସମୟ ଆସିଯାଇଛି ।

କଂଗ୍ରେସର ପ୍ରଦେଶ ସଭାପତି ରାଜେଶ ରାମ କହିଛନ୍ତି ମହାମେଣ୍ଟ ମଜବୁତ ରହିଛି । ଆମର ହିଁ ସରକାର ଗଠନ ହେବ । ଦୀପଙ୍କର କହିଛନ୍ତି, ମହାମେଣ୍ଟରେ ୭ଟି ଦଳ ରହିଛି । ବିହାରରେ ଏଥର ସରକାର ପରିବର୍ତ୍ତନ ହେବ । ଅଶୋକ ଗେହଲଟ କହିଛନ୍ତି, ବିହାରରେ ଗଣତନ୍ତ୍ର ବିପଦରେ ରହିଛି । ବିହାରବାସୀ ପରିବର୍ତ୍ତନ ଚାହୁଁଛନ୍ତି ।

Share201Tweet126
M M

M M

ଆଜିର ପାଗ

Bhubaneswar
March 10, 2026, 6:27 AM
 
ESE
Overcast
24°C
0.7 m/s
Apparent: 28°C
Pressure: 1014 mb
Humidity: 89%
Winds: 0.7 m/s ESE
Windgusts: 8.2 m/s
UV-Index: 0.05
Precip.: 0mm /3% / Rain
Sunrise: 5:59 AM
Sunset: 5:54 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

March 9, 2026
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

March 3, 2026
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

March 3, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom