• Latest
  • Trending
ଗଂଜାମରେ ବର୍ଷା ଆଶଙ୍କା

ଗଂଜାମରେ ବର୍ଷା ଆଶଙ୍କା

Oct-29-2025 10:08 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Feb-05-2026 06:57 AM IST
ସବୁବେଳେ ପ୍ରଶାସନ ତପ୍ତର ରହୁ କେବଳ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କାହିଁକି ?

ସବୁବେଳେ ପ୍ରଶାସନ ତପ୍ତର ରହୁ କେବଳ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କାହିଁକି ?

Feb-05-2026 06:55 AM IST
ସଂସଦରେ ଶବ୍ଦର ଯୁଦ୍ଧ, ରାହୁଲ-ବିଟ୍ଟୁ ମୁହାଁମୁହିଁ, ‘ଗଦ୍ଦାର’ କିଏ ?

ସଂସଦରେ ଶବ୍ଦର ଯୁଦ୍ଧ, ରାହୁଲ-ବିଟ୍ଟୁ ମୁହାଁମୁହିଁ, ‘ଗଦ୍ଦାର’ କିଏ ?

Feb-05-2026 07:39 AM IST
ସ୍କୁଲ ଭିତରେ ନାବାଳିକାକୁ ଗଣଦୁଷ୍କର୍ମ

ସ୍କୁଲ ଭିତରେ ନାବାଳିକାକୁ ଗଣଦୁଷ୍କର୍ମ

Feb-04-2026 10:25 PM IST
ଭାରତ ଇତିହାସରେ ବିରଳ, ଓକିଲ ଆସନରେ ମୁଖ୍ୟମନ୍ତ୍ରୀ, ଖାରବେଳ କହିଲେ

ଭାରତ ଇତିହାସରେ ବିରଳ, ଓକିଲ ଆସନରେ ମୁଖ୍ୟମନ୍ତ୍ରୀ, ଖାରବେଳ କହିଲେ

Feb-04-2026 10:21 PM IST
ଅରୁଣଙ୍କ “ପୀଡା””ନୋଚାଲାଖି” କହୁଛି, ଗାଁର କାହାଣୀ..

ଅରୁଣଙ୍କ “ପୀଡା””ନୋଚାଲାଖି” କହୁଛି, ଗାଁର କାହାଣୀ..

Feb-04-2026 10:17 PM IST
WhatsAppକୁ ସୁପ୍ରିମ ତାଗିଦ ଆମ କଥା ମାନ, ନହେଲେ ଦେଶ ଛାଡ଼

WhatsAppକୁ ସୁପ୍ରିମ ତାଗିଦ ଆମ କଥା ମାନ, ନହେଲେ ଦେଶ ଛାଡ଼

Feb-03-2026 11:21 PM IST
ଭିଣୋଇଙ୍କ ଗୁଳିରେ, ବବି ଘାଇଲା….

ଭିଣୋଇଙ୍କ ଗୁଳିରେ, ବବି ଘାଇଲା….

Feb-03-2026 11:17 PM IST
କାହାକୁ ଆକ୍ଷେପ କଲେ ଅରିନ୍ଦମ ?ମୁଁ ମନା କରୁଛି, ମୋ ସାଙ୍ଗେ ଲାଗେନା, ଏବେ ନାମ ନେ

କାହାକୁ ଆକ୍ଷେପ କଲେ ଅରିନ୍ଦମ ?ମୁଁ ମନା କରୁଛି, ମୋ ସାଙ୍ଗେ ଲାଗେନା, ଏବେ ନାମ ନେ

Feb-03-2026 11:15 PM IST
ନରୱାଣେଙ୍କ ବିବାଦୀୟ ବହି ଯୁଦ୍ଧ କରିବୁକି ? ଉତ୍ତର ମିଳିଲା ନାହିଁ

ନରୱାଣେଙ୍କ ବିବାଦୀୟ ବହି ଯୁଦ୍ଧ କରିବୁକି ? ଉତ୍ତର ମିଳିଲା ନାହିଁ

Feb-03-2026 11:12 PM IST
  • About
  • Careers
  • Contact Us
Friday, February 6, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

ଗଂଜାମରେ ବର୍ଷା ଆଶଙ୍କା

by M M
Oct-29-2025 10:08 AM IST
in ରାଜ୍ୟ
0
ଗଂଜାମରେ ବର୍ଷା ଆଶଙ୍କା
493
SHARES
1.4k
VIEWS
Share on FacebookShare on Twitter

ଗଞ୍ଜାମ ଜିଲ୍ଲାରେ ଗତକାଲିଠାରୁ ବର୍ଷା ଲାଗି ରହିଛି । ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ବଢ଼ିବା ସାଙ୍ଗକୁ ପବନର ବେଗ ଅଧିକ ରହିଛି। ବର୍ଷା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚାଷୀମାନେ ଚିନ୍ତାରେ ଅଛନ୍ତି ।  ବିଶେଷକରି ସମୁଦ୍ର ଉପକୂଳବର୍ତ୍ତୀ ୫ଟି ବ୍ଲକ୍‌ ଗଞ୍ଜାମ, ଛତ୍ରପୁର, ଖଲ୍ଲିକୋଟ, ରଙ୍ଗେଇଲୁଣ୍ଡା ଓ ଚିକିଟି ବ୍ଲକ୍‌ରେ ପ୍ରଭାବ ଅଧିକ ରହିଛି। ଏହାସହ ପାତ୍ରପୁର, ଚିକିଟି, ଦିଗପହଣ୍ଡି, ପୋଲସରା, କବିସୂର୍ଯ୍ୟନଗର ଓ ଗୋପାଳପୁର ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିଛି।

ଗଞ୍ଜାମ ବ୍ଲକ୍‌ ପୋଡ଼ମ୍‌ପେଟାରେ ସମୁଦ୍ର କୂଳ ଲଂଘିଥିବା ବେଳେ ସେଠାରେ ଥିବା ୩ଟି ଦରଭଙ୍ଗା ଘରର ଭଗ୍ନାବଶେଷ ପୂରାପୂରି ‌ଧୋଇ ହୋଇଯାଇଛି। ୧୦ ବର୍ଷ ତଳେ ଏଠାରେ ରହୁଥିବା ଜନବସତିକୁ ସିଦ୍ଧାନ୍ତନଗରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ବର୍ତ୍ତମାନ କେହି ରହୁ ନାହାନ୍ତି। କୂଳ ଲଂଘିବା ଖବର ମିଳିବା ପରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସୁରକ୍ଷା ଦୃଷ୍ଟିକୋଣରୁ ପୋଡ଼ମ୍‌ପେଟାକୁ ଯିବା ପାଇଁ ରହିଥିବା ରାସ୍ତାକୁ ସିଲ୍‌ କରାଯାଇଛି। ଅନ୍ୟପକ୍ଷରେ ଜିଲ୍ଲା ପାଇଁ ଆଗାମୀ ୨୪ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ପବନର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ତଳିଆ ଓ ଦୁର୍ଗମ ସ୍ଥାନରୁ ଲୋକଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଦୁଇଦିନ ମଧ୍ୟରେ ଜିଲ୍ଲାର ୬ହଜାର ୨୮ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ୍‌ ସୂଚନା ଦେଇଛନ୍ତି। ସମସ୍ତଙ୍କ ପାଇଁ ରନ୍ଧାଖାଦ୍ୟ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ସେହିପରି ବିଭିନ୍ନ ସ୍ଥାନରୁ ୯୭୦ ଗର୍ଭବତୀଙ୍କୁ ଡାକ୍ତରଖାନାକୁ ନିଆଯାଇଥିବା ସୂଚନା ମିଳିଛି।

Share197Tweet123
M M

M M

ଆଜିର ପାଗ

Bhubaneswar
February 6, 2026, 2:48 AM
 
S
Clear sky
20°C
0.3 m/s
Apparent: 23°C
Pressure: 1018 mb
Humidity: 90%
Winds: 0.3 m/s S
Windgusts: 6.3 m/s
UV-Index: 0
Precip.: 0mm /0% / Rain
Sunrise: 6:20 AM
Sunset: 5:40 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0
 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0
ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

February 5, 2026
ସବୁବେଳେ ପ୍ରଶାସନ ତପ୍ତର ରହୁ କେବଳ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କାହିଁକି ?

ସବୁବେଳେ ପ୍ରଶାସନ ତପ୍ତର ରହୁ କେବଳ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କାହିଁକି ?

February 5, 2026
ସଂସଦରେ ଶବ୍ଦର ଯୁଦ୍ଧ, ରାହୁଲ-ବିଟ୍ଟୁ ମୁହାଁମୁହିଁ, ‘ଗଦ୍ଦାର’ କିଏ ?

ସଂସଦରେ ଶବ୍ଦର ଯୁଦ୍ଧ, ରାହୁଲ-ବିଟ୍ଟୁ ମୁହାଁମୁହିଁ, ‘ଗଦ୍ଦାର’ କିଏ ?

February 5, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom