• Latest
  • Trending
କଲବଲ କରୁଛି ଚାକିରିରୁ ଛଟେଇ ଭୟ, ଆମାଜନ କର୍ମଚାରୀଙ୍କ ବିଗୁଡୁଛି ମାନସିକ ସ୍ୱାସ୍ଥ୍ୟ

କଲବଲ କରୁଛି ଚାକିରିରୁ ଛଟେଇ ଭୟ, ଆମାଜନ କର୍ମଚାରୀଙ୍କ ବିଗୁଡୁଛି ମାନସିକ ସ୍ୱାସ୍ଥ୍ୟ

Nov-01-2025 03:08 PM IST
NDA  ମେଣ୍ଟ ମୋଟ୍ ଭୋଟରଙ୍କ ମଧ୍ୟରୁ ୪୧ ପ୍ରତିଶତରୁ ୪୩ ପ୍ରତିଶତ ଭୋଟ୍ ପାଇବା ସମ୍ଭାବନା

NDA  ମେଣ୍ଟ ମୋଟ୍ ଭୋଟରଙ୍କ ମଧ୍ୟରୁ ୪୧ ପ୍ରତିଶତରୁ ୪୩ ପ୍ରତିଶତ ଭୋଟ୍ ପାଇବା ସମ୍ଭାବନା

Nov-02-2025 01:14 PM IST
ହସିନାଙ୍କ ସମେତ ୨୬୦ ଜଣ ପଳାତକ ଘୋଷିତ

ହସିନାଙ୍କ ସମେତ ୨୬୦ ଜଣ ପଳାତକ ଘୋଷିତ

Nov-02-2025 11:29 AM IST
ଓଡ଼ିଶା ପୁଲିସ SI ସ୍କାମ୍, ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ

ଓଡ଼ିଶା ପୁଲିସ SI ସ୍କାମ୍, ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ

Nov-02-2025 11:21 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Nov-02-2025 11:18 AM IST
ମୃତ୍ୟୁ ପୂର୍ବରୁ ୪୦ ଜୀବନ ବଞ୍ଚାଇଲେ ଡ୍ରାଇଭର ଶରତ ମାର୍ଥା

ମୃତ୍ୟୁ ପୂର୍ବରୁ ୪୦ ଜୀବନ ବଞ୍ଚାଇଲେ ଡ୍ରାଇଭର ଶରତ ମାର୍ଥା

Nov-01-2025 08:21 PM IST
ଆନ୍ଧ୍ରପ୍ରଦେଶ ମନ୍ଦିର ଦଳାଚକଟାରେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ

ଆନ୍ଧ୍ରପ୍ରଦେଶ ମନ୍ଦିର ଦଳାଚକଟାରେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ

Nov-01-2025 07:53 PM IST
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସ୍ବେଦେଶୀ କୁକୁର

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସ୍ବେଦେଶୀ କୁକୁର

Nov-01-2025 07:08 PM IST
ଆଜିଠୁ ଆଧାର ରେ  ବଡ଼ ଧରଣର ଅପଡେଟ୍: ଜାଣନ୍ତୁ କଣ ରହିଛି ନୂଆ ନିୟମ ?

ଆଜିଠୁ ଆଧାର ରେ ବଡ଼ ଧରଣର ଅପଡେଟ୍: ଜାଣନ୍ତୁ କଣ ରହିଛି ନୂଆ ନିୟମ ?

Nov-01-2025 04:02 PM IST
ବିଜେଡି ଛାଡି ବିଜେପିରେ ମିଶିଲେ ନୂଆପଡାର ଅନେକ ବିଜେଡି ନେତା

ବିଜେଡି ଛାଡି ବିଜେପିରେ ମିଶିଲେ ନୂଆପଡାର ଅନେକ ବିଜେଡି ନେତା

Nov-01-2025 02:44 PM IST
ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ କାହିଁକି ହେଲା ଦଳାଚକଟା?  ୯ ଜଣଙ୍କ ମୃତ୍ୟୁ

ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ କାହିଁକି ହେଲା ଦଳାଚକଟା? ୯ ଜଣଙ୍କ ମୃତ୍ୟୁ

Nov-01-2025 02:24 PM IST
  • About
  • Careers
  • Contact Us
Sunday, November 2, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

କଲବଲ କରୁଛି ଚାକିରିରୁ ଛଟେଇ ଭୟ, ଆମାଜନ କର୍ମଚାରୀଙ୍କ ବିଗୁଡୁଛି ମାନସିକ ସ୍ୱାସ୍ଥ୍ୟ

by M M
Nov-01-2025 03:08 PM IST
in ଦେଶ ବିଦେଶ, ବଡ଼ ଖବର
0
କଲବଲ କରୁଛି ଚାକିରିରୁ ଛଟେଇ ଭୟ, ଆମାଜନ କର୍ମଚାରୀଙ୍କ ବିଗୁଡୁଛି ମାନସିକ ସ୍ୱାସ୍ଥ୍ୟ
491
SHARES
1.4k
VIEWS
Share on FacebookShare on Twitter

ଆମାଜନ (Amazon) କର୍ମଚାରୀମାନଙ୍କ ମଧ୍ୟରେ ଲାଗିରହିଛି ଚାକିରି ଛଟେଇର ଭୟ । ଯାହା କି ହଜାର ହଜାର କର୍ମଚାରୀଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପଡୁଛି ପ୍ରଭାବ । ଏ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ୍ ହେବା ପରେ ଏବେ ଏହି ପ୍ରସଙ୍ଗରେ ବ୍ୟାପକ ଆଲୋଚନା ଆରମ୍ଭ ହୋଇଯାଇଛି। କମ୍ପାନୀ ବିଶ୍ୱବ୍ୟାପୀ ପ୍ରାୟ ୧୪,୦୦୦ କର୍ପୋରେଟ୍ ଚାକିରି ହ୍ରାସ କରିବାକୁ ଯୋଜନା କରିଥିବା ଘୋଷଣା କରିବା ପରେ କର୍ମଚାରୀମାନେ ଭୟରେ ଅଛନ୍ତି ।  ଏହି ସମୟରେ, ରେଡିଟ୍ (Reddit) ରେ ଜଣେ ଉପଭୋକ୍ତା ତାଙ୍କର ଜଣେ ବନ୍ଧୁଙ୍କ ଅନୁଭୂତି ବର୍ଣ୍ଣନା କରିଛନ୍ତି, ଯିଏ ବର୍ତ୍ତମାନ ଆମାଜନରେ କାର୍ଯ୍ୟ କରୁଛନ୍ତି।

ସେ ଲେଖିଛନ୍ତି”ଯେଉଁ ଲୋକ ନିଜ କାମକୁ ଭଲପାଏ, ତାକୁ  ଛଟେଇର ଚିନ୍ତା ବହୁତ ପ୍ରଭାବିତ କରିଥାଏ । ତାଙ୍କ ବନ୍ଧୁ ଜଣକ ଏବେ ସର୍ବଦା ଭୟ ଓ ଚିନ୍ତାରେ ରହୁଛନ୍ତି। ବନ୍ଧୁ ଜଣକ କମ୍ପାନିର ଜଣେ ଅତ୍ୟନ୍ତ ପ୍ରତିଭାଶାଳୀ ବ୍ୟକ୍ତି ହୋଇଥିଲେ ମଧ୍ୟ ଛଟେଇ ଖବର ବ୍ୟାପିବା ଦିନଠାରୁ ସେ ଭୟରେ ଅଛନ୍ତି।

ପୋଷ୍ଟ ଅନୁଯାୟୀ, ଉକ୍ତ ବ୍ୟକ୍ତି ଜଣକ ବିଲକୁଲ୍ ଶୋଇପାରୁନାହାଁନ୍ତି । କେବେ କାଳେ ତାଙ୍କ ପାଖକୁ ଚାକିରି ଛଟେଇ  ଇମେଲକୁ ଆସିଯିବ ସେ ମେଲ ବାରମ୍ବାର ଚେକ କରୁଛନ୍ତି ।  ଆହୁରି ମଧ୍ୟ ଲେଖିଛନ୍ତି, “ସେ ବହୁତ କମ୍ ଶୁଅନ୍ତି, ହୁଏତ ରାତିକୁ ୨ କିମ୍ବା ୩ ଘଣ୍ଟା ମାତ୍ର। ପୂର୍ବରୁ ଛଟେଇ ହୋଇଥିବା ଲୋକମାନେ ଅଧ ରାତି କିମ୍ବା ସକାଳୁ ଇମେଲ୍ ପାଇଥିଲେ। ତେଣୁ ସେହି ନୋଟିଫିକେସନର କାଳେ ରାତିରେ ଆସିଯିବ ଯାହା ତାଙ୍କୁ ଶୋଇବାରେ ବ୍ୟାଘାତ ହୋଇପାରେ ।

ଏହି ପୋଷ୍ଟ ଭାଇରାଲ୍ ହେବା ପରେ, ଅନେକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ନିଜର ଅନୁଭୂତି ଲେଖିଛନ୍ତି ।  ଜଣେ କହିଛନ୍ତି, “ମୁଁ ଏହି ସମସ୍ୟା ଦେଇ ଗତି କରିଛି। ସେତେବେଳେ ମୋତେ ଖାଇବାକୁ ଇଚ୍ଛା ହେଉନଥିଲା  ।

ଅନ୍ୟ କିଛି ଲୋକ ଉକ୍ତ ଆମାଜନ କର୍ମଚାରୀଙ୍କୁ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ। ଜଣେ ଲେଖିଛନ୍ତି, “ଯଦି ସେ ଆମାଜନ ସାକ୍ଷାତକାର ପାସ୍ କରିପାରିଛନ୍ତି, ତେବେ ସେ ଅନ୍ୟ କମ୍ପାନୀର ମଧ୍ୟ କରିପାରିବେ। ଟଙ୍କା ରଖନ୍ତୁ ଏବଂ ଜୀବନ ଉପଭୋଗ କରନ୍ତୁ।” ଆଉ ଜଣେ ମନ୍ତବ୍ୟ ଦେଇଛନ୍ତି ଯେ, “ଯଦି ସେ ପ୍ରକୃତରେ ପ୍ରତିଭାଶାଳୀ, ତେବେ ସେ ଅନ୍ୟ ଭଲ କମ୍ପାନୀରୁ ସହଜରେ ଚାକିରି ପାଇପାରିବେ।”

ଆମାଜନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଆଣ୍ଡି ଜାସି (Andy Jassy) କମ୍ପାନୀ ଅର୍ଥକାଟ କରୁଛନ୍ତି ।  ଅଧିକ କୁଶଳୀ ଶ୍ରମିକ ରଖିବାକୁ ଚାହୁଁଛନ୍ତି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)କୁ ବ୍ୟବହାର କରିବାକୁ ଚାହୁଁଛନ୍ତି । ଏସବୁର ଅଧିକ ବ୍ୟବହାର କରିବା ଉଦ୍ଦେଶ୍ୟରେ ଏହି ଛଟେଇ କରୁଥିବା ଜଣାପଡିଛି।

 

 

Share196Tweet123
M M

M M

ଆଜିର ପାଗ

Bhubaneswar
November 2, 2025, 2:41 PM
 

NNW
Partly cloudy
31°C
2.5 m/s
Apparent: 32°C
Pressure: 1008 mb
Humidity: 90%
Winds: 2.5 m/s NNW
Windgusts: 7.7 m/s
UV-Index: 0
Precip.: 0mm /23% / Rain
Sunrise: 5:48 AM
Sunset: 5:11 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
NDA  ମେଣ୍ଟ ମୋଟ୍ ଭୋଟରଙ୍କ ମଧ୍ୟରୁ ୪୧ ପ୍ରତିଶତରୁ ୪୩ ପ୍ରତିଶତ ଭୋଟ୍ ପାଇବା ସମ୍ଭାବନା

NDA  ମେଣ୍ଟ ମୋଟ୍ ଭୋଟରଙ୍କ ମଧ୍ୟରୁ ୪୧ ପ୍ରତିଶତରୁ ୪୩ ପ୍ରତିଶତ ଭୋଟ୍ ପାଇବା ସମ୍ଭାବନା

November 2, 2025
ହସିନାଙ୍କ ସମେତ ୨୬୦ ଜଣ ପଳାତକ ଘୋଷିତ

ହସିନାଙ୍କ ସମେତ ୨୬୦ ଜଣ ପଳାତକ ଘୋଷିତ

November 2, 2025
ଓଡ଼ିଶା ପୁଲିସ SI ସ୍କାମ୍, ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ

ଓଡ଼ିଶା ପୁଲିସ SI ସ୍କାମ୍, ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ

November 2, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom