• Latest
  • Trending
ଆଜିଠୁ ଆଧାର ରେ  ବଡ଼ ଧରଣର ଅପଡେଟ୍: ଜାଣନ୍ତୁ କଣ ରହିଛି ନୂଆ ନିୟମ ?

ଆଜିଠୁ ଆଧାର ରେ ବଡ଼ ଧରଣର ଅପଡେଟ୍: ଜାଣନ୍ତୁ କଣ ରହିଛି ନୂଆ ନିୟମ ?

Nov-01-2025 04:02 PM IST
NDA  ମେଣ୍ଟ ମୋଟ୍ ଭୋଟରଙ୍କ ମଧ୍ୟରୁ ୪୧ ପ୍ରତିଶତରୁ ୪୩ ପ୍ରତିଶତ ଭୋଟ୍ ପାଇବା ସମ୍ଭାବନା

NDA  ମେଣ୍ଟ ମୋଟ୍ ଭୋଟରଙ୍କ ମଧ୍ୟରୁ ୪୧ ପ୍ରତିଶତରୁ ୪୩ ପ୍ରତିଶତ ଭୋଟ୍ ପାଇବା ସମ୍ଭାବନା

Nov-02-2025 01:14 PM IST
ହସିନାଙ୍କ ସମେତ ୨୬୦ ଜଣ ପଳାତକ ଘୋଷିତ

ହସିନାଙ୍କ ସମେତ ୨୬୦ ଜଣ ପଳାତକ ଘୋଷିତ

Nov-02-2025 11:29 AM IST
ଓଡ଼ିଶା ପୁଲିସ SI ସ୍କାମ୍, ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ

ଓଡ଼ିଶା ପୁଲିସ SI ସ୍କାମ୍, ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ

Nov-02-2025 11:21 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Nov-02-2025 11:18 AM IST
ମୃତ୍ୟୁ ପୂର୍ବରୁ ୪୦ ଜୀବନ ବଞ୍ଚାଇଲେ ଡ୍ରାଇଭର ଶରତ ମାର୍ଥା

ମୃତ୍ୟୁ ପୂର୍ବରୁ ୪୦ ଜୀବନ ବଞ୍ଚାଇଲେ ଡ୍ରାଇଭର ଶରତ ମାର୍ଥା

Nov-01-2025 08:21 PM IST
ଆନ୍ଧ୍ରପ୍ରଦେଶ ମନ୍ଦିର ଦଳାଚକଟାରେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ

ଆନ୍ଧ୍ରପ୍ରଦେଶ ମନ୍ଦିର ଦଳାଚକଟାରେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ

Nov-01-2025 07:53 PM IST
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସ୍ବେଦେଶୀ କୁକୁର

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସ୍ବେଦେଶୀ କୁକୁର

Nov-01-2025 07:08 PM IST
କଲବଲ କରୁଛି ଚାକିରିରୁ ଛଟେଇ ଭୟ, ଆମାଜନ କର୍ମଚାରୀଙ୍କ ବିଗୁଡୁଛି ମାନସିକ ସ୍ୱାସ୍ଥ୍ୟ

କଲବଲ କରୁଛି ଚାକିରିରୁ ଛଟେଇ ଭୟ, ଆମାଜନ କର୍ମଚାରୀଙ୍କ ବିଗୁଡୁଛି ମାନସିକ ସ୍ୱାସ୍ଥ୍ୟ

Nov-01-2025 03:08 PM IST
ବିଜେଡି ଛାଡି ବିଜେପିରେ ମିଶିଲେ ନୂଆପଡାର ଅନେକ ବିଜେଡି ନେତା

ବିଜେଡି ଛାଡି ବିଜେପିରେ ମିଶିଲେ ନୂଆପଡାର ଅନେକ ବିଜେଡି ନେତା

Nov-01-2025 02:44 PM IST
ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ କାହିଁକି ହେଲା ଦଳାଚକଟା?  ୯ ଜଣଙ୍କ ମୃତ୍ୟୁ

ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ କାହିଁକି ହେଲା ଦଳାଚକଟା? ୯ ଜଣଙ୍କ ମୃତ୍ୟୁ

Nov-01-2025 02:24 PM IST
  • About
  • Careers
  • Contact Us
Sunday, November 2, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଆଜିଠୁ ଆଧାର ରେ ବଡ଼ ଧରଣର ଅପଡେଟ୍: ଜାଣନ୍ତୁ କଣ ରହିଛି ନୂଆ ନିୟମ ?

by M M
Nov-01-2025 04:02 PM IST
in ବଡ଼ ଖବର
0
ଆଜିଠୁ ଆଧାର ରେ  ବଡ଼ ଧରଣର ଅପଡେଟ୍: ଜାଣନ୍ତୁ କଣ ରହିଛି ନୂଆ ନିୟମ ?
492
SHARES
1.4k
VIEWS
Share on FacebookShare on Twitter

ଆପଣ ଆଧାର ଅପଡେଟ୍ କରିବାକୁ ଚାହୁଁଛନ୍ତି କି?  ତେବେ ଆଉ ଅପେକ୍ଷା କାହିଁକି , ଘରେ ବସି ମୋବାଇଲରେ ଆପଣ ଅନେକ ସୂଚନା ଅପଡେଟ କରିପାରିବେ । ଆଧାର ଅପଡେଟ୍ କରିବାରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଜିଠୁ କରାଯାଉଛି। ଯାହା ଦ୍ୱାରା ଆଧାର ଅପଡେଟ୍ ପ୍ରକ୍ରିୟା ସହଜ ଓ ଅଧିକ ସୁରକ୍ଷିତ ହୋଇପାରିବ ବୋଲି କୁହାଯାଉଛି ।

ଆଧାରରେ ଏବେ ନାମ, ଠିକଣା, ଜନ୍ମ ତାରିଖ ଏବଂ ମୋବାଇଲ୍ ନମ୍ବର ଭଳି ଡେମୋଗ୍ରାଫିକ୍ ସୂଚନାଗୁଡ଼ିକୁ ପରିବର୍ତ୍ତନ କରିବା ସହଜ କରାଯାଇଛି । ଏଥିପାଇଁ ଆଉ ଆଧାର ସେବା କେନ୍ଦ୍ରକୁ (Aadhaar Seva Kendra) ଯିବାକୁ ପଡ଼ିବ ନାହିଁ ।  myAadhaar’ ପୋର୍ଟାଲ୍  ମାଧ୍ୟମରେ ଅନଲାଇନରେ ଆପଣ ଏସବୁ ଅପଡେଟ୍ କରିପାରିବେ। ଏଥିପାଇଁ ଆଧାର ସହିତ ସଂଯୁକ୍ତ ମୋବାଇଲ୍ ନମ୍ବର ସକ୍ରିୟ ରହିଥିବା ଆବଶ୍ୟକ। Automated Verificationରେ ଆସୁଥିବା କୋଡ୍  ଅପଡେଟ୍ କରି ଏହି ପରିବର୍ତ୍ତନ କରାଯାଇପାରିବ । କେବଳ ବାୟୋମେଟ୍ରିକ୍ ଅପଡେଟ୍ ପାଇଁ ଆଧାର କେନ୍ଦ୍ର ଯିବା ଆବଶ୍ୟକ । ଯେଉଁଠି ଫିଙ୍ଗରପ୍ରିଣ୍ଟ୍, ଆଇରିସ୍ କିମ୍ବା ଫଟୋଗ୍ରାଫ୍ ଭଳି ବାୟୋମେଟ୍ରିକ୍ ଅପଡେଟ୍ ପାଇଁ ସୁବିଧା ରହିଛି ।

କେତେ ଟଙ୍କା ଦେବାକୁ ପଡ଼ିବ

ଆପଣ ଯଦି ବାୟୋମେଟ୍ରିକ୍ ଅପଡେଟ୍ (Biometric Update) କରିବାକୁ ଚାହୁଁଛନ୍ତି ତେବେ  ₹125 ଟଙ୍କା ଯେକୈାଣସି ୟୁପିଆଇ ମାଧ୍ୟମରେ ଦେବାକୁ ପଡ଼ିବ । ଡେମୋଗ୍ରାଫିକ୍ ଅପଡେଟ୍ (Demographic Update) ପାଇଁ  ₹75 ଟଙ୍କା ଦେବାକୁ ପଡ଼ିବ । ଡକ୍ୟୁମେଣ୍ଟ୍ ଅପଡେଟ୍ (Document Update) ପାଇଁ ମାଇଁ ଆଧାର ପୋର୍ଟାଲରେ (myAadhaar ) ଏକ ନିର୍ଦ୍ଦିଷ୍ଟ ତାରିଖ ପର୍ଯ୍ୟନ୍ତ ମାଗଣା କରିପାରିବେ ।

PAN ଲିଙ୍କିଂ PAN (Permanent Account Number) ସହିତ ଆଧାରକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଂଯୋଗ କରିବା ଉପରେ ଟଙ୍କା ଦେବାକୁ ପଡ଼ିବ ନାହିଁ ।

କେତେ ସୁରକ୍ଷିତ ଆପଣଙ୍କ ତଥ୍ୟ?

ଏବେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI), ବ୍ଲକ୍‌ଚେନ୍ (Blockchain), କ୍ୱାଣ୍ଟମ୍ କମ୍ପ୍ୟୁଟିଂ (Quantum Computing), ଏବଂ ଉନ୍ନତ ଏନକ୍ରିପ୍ସନ୍ (Advanced Encryption) ଭଳି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରି ଆଧାରକୁ ଅଧିକ ସୁରକ୍ଷିତ ରଖାଯାଇଛି । ଯାହା ଫଳରେ ସାଇବର ସୁରକ୍ଷା ବିପଦରୁ ରକ୍ଷା କରିହେବ ।

Share197Tweet123
M M

M M

ଆଜିର ପାଗ

Bhubaneswar
November 2, 2025, 2:45 PM
 

NNW
Partly cloudy
31°C
2.5 m/s
Apparent: 32°C
Pressure: 1008 mb
Humidity: 90%
Winds: 2.5 m/s NNW
Windgusts: 7.7 m/s
UV-Index: 0
Precip.: 0mm /23% / Rain
Sunrise: 5:48 AM
Sunset: 5:11 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
NDA  ମେଣ୍ଟ ମୋଟ୍ ଭୋଟରଙ୍କ ମଧ୍ୟରୁ ୪୧ ପ୍ରତିଶତରୁ ୪୩ ପ୍ରତିଶତ ଭୋଟ୍ ପାଇବା ସମ୍ଭାବନା

NDA  ମେଣ୍ଟ ମୋଟ୍ ଭୋଟରଙ୍କ ମଧ୍ୟରୁ ୪୧ ପ୍ରତିଶତରୁ ୪୩ ପ୍ରତିଶତ ଭୋଟ୍ ପାଇବା ସମ୍ଭାବନା

November 2, 2025
ହସିନାଙ୍କ ସମେତ ୨୬୦ ଜଣ ପଳାତକ ଘୋଷିତ

ହସିନାଙ୍କ ସମେତ ୨୬୦ ଜଣ ପଳାତକ ଘୋଷିତ

November 2, 2025
ଓଡ଼ିଶା ପୁଲିସ SI ସ୍କାମ୍, ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ

ଓଡ଼ିଶା ପୁଲିସ SI ସ୍କାମ୍, ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ

November 2, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom