• Latest
  • Trending
ନୂଆପଡ଼ାରେ ବିଜେପିର ପ୍ରଚାର

ନୂଆପଡ଼ାରେ ବିଜେପିର ପ୍ରଚାର

Nov-05-2025 11:34 AM IST
ରାହୁଲଙ୍କ ଏଚ୍ ବମ୍: ୨୫ ଲକ୍ଷ ‘ଜାଲ୍’ ଭୋଟ୍ ଚୋରି ଅଭିଯୋଗ ଆଣିଲେ

ରାହୁଲଙ୍କ ଏଚ୍ ବମ୍: ୨୫ ଲକ୍ଷ ‘ଜାଲ୍’ ଭୋଟ୍ ଚୋରି ଅଭିଯୋଗ ଆଣିଲେ

Nov-05-2025 04:25 PM IST
୫୦୦ ଟଙ୍କା ଧାର ନେଇ କିଣିଲେ ଲଟେରି ଟିକେଟ, ଜିତିଲେ ୧୧ କୋଟି

୫୦୦ ଟଙ୍କା ଧାର ନେଇ କିଣିଲେ ଲଟେରି ଟିକେଟ, ଜିତିଲେ ୧୧ କୋଟି

Nov-05-2025 03:45 PM IST

ଗଙ୍ଗାସ୍ନାନ କରିବାକୁ ଯାଉଥିବା ମହିଳାଙ୍କୁ ଧକ୍କାଦେଲା ଏକ୍ସପ୍ରେସ, ଚାଲିଗଲା 7 ଜୀବନ

Nov-05-2025 11:58 AM IST

ଆଜିଠୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା :ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

Nov-05-2025 11:44 AM IST
ଜୟ ଢୋଲକିଆ ନିଜ ସ୍ୱାର୍ଥ ପାଇଁ କୌଣସି ଦଳକୁ ବି ଯାଇପାରିବେ: ବିଜେଡି

ଜୟ ଢୋଲକିଆ ନିଜ ସ୍ୱାର୍ଥ ପାଇଁ କୌଣସି ଦଳକୁ ବି ଯାଇପାରିବେ: ବିଜେଡି

Nov-05-2025 11:11 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Nov-05-2025 11:05 AM IST
ବେଇମାନି ଆଖ୍ୟାରୁ ବର୍ତ୍ତିବା ପାଇଁ ଜୟ ମିଛ କହୁଛନ୍ତି: ବିଜେଡି

ବେଇମାନି ଆଖ୍ୟାରୁ ବର୍ତ୍ତିବା ପାଇଁ ଜୟ ମିଛ କହୁଛନ୍ତି: ବିଜେଡି

Nov-04-2025 07:17 PM IST
ବିଳାସପୁରରେ ମେମୁ ସହ ମାଲଗାଡ଼ି ମୁହାଁମୁହିଁ ଧକ୍କା: ଛଅ ଯାତ୍ରୀ ମୃତ

ବିଳାସପୁରରେ ମେମୁ ସହ ମାଲଗାଡ଼ି ମୁହାଁମୁହିଁ ଧକ୍କା: ଛଅ ଯାତ୍ରୀ ମୃତ

Nov-04-2025 06:51 PM IST

ନବୀନ କାହାକୁ କହିଲେ ବେଇମାନ ?

Nov-04-2025 06:31 PM IST
ବିମାନ ଟିକେଟ୍ ବାତିଲ୍ ପାଇଁ ୪୮ ଘଣ୍ଟାର ‘ଲୁକ୍-ଇନ୍-ଅପ୍ସନ୍’ ପ୍ରସ୍ତାବ

ବିମାନ ଟିକେଟ୍ ବାତିଲ୍ ପାଇଁ ୪୮ ଘଣ୍ଟାର ‘ଲୁକ୍-ଇନ୍-ଅପ୍ସନ୍’ ପ୍ରସ୍ତାବ

Nov-04-2025 05:56 PM IST
  • About
  • Careers
  • Contact Us
Wednesday, November 5, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜନୀତି

ନୂଆପଡ଼ାରେ ବିଜେପିର ପ୍ରଚାର

ବିଜେପିରେ ମିଶୁଛନ୍ତି ଅନ୍ୟ ଦଳର ନେତା

by M M
Nov-05-2025 11:34 AM IST
in ରାଜନୀତି, ରାଜ୍ୟ
0
ନୂଆପଡ଼ାରେ ବିଜେପିର ପ୍ରଚାର
491
SHARES
1.4k
VIEWS
Share on FacebookShare on Twitter

ନୂଆପଡ଼ା ତେଲିପଡା ଚା’ ଖଟିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ପ୍ରଚାର କଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

ନୂଆପଡା, ୪।୧୧ : ସ୍ଵାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଆଜି ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ନିର୍ବାଚନ ପ୍ରଚାର ରେ ଯାଇ ନୂଆପଡ଼ା ତେଲିପଡାରେ ଏକ ଚା’ ଖଟିରେ “ଚାଏ ପେ ଚର୍ଚ୍ଚା” ମାଧ୍ୟମରେ ଭୋଟର ମାନଙ୍କୁ ବିଜେପି କୁ ଭୋଟ ଦେବାକୁ ସଚେତନ କରାଇଛନ୍ତି।
ମନ୍ତ୍ରୀ ଚା’ ଖଟିରେ ପହଞ୍ଚିବା କ୍ଷଣି ସେଠାରେ ଲୋକଙ୍କ ଭିଡ ଜମିଥିଲା। ସେମାନଙ୍କ ସାଙ୍ଗରେ ମନ୍ତ୍ରୀ ଚା ପିଇବା ସହ ରାଜ୍ୟର ବିକାଶ ସହ ନୂଆପଡ଼ା ନିର୍ବାଚନ ମଣ୍ଡଳୀକୁ ବିକଶିତ କରିବା ପାଇଁ ବିଜେପି ର ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ପଦ୍ମ ଚିହ୍ନରେ ବିଜୟୀ କରାଇଵାକୁ ନିବେଦନ କରିଥିଲେ ।

ବିଭିନ୍ନ ଦଳର ନେତା ଓ କର୍ମୀମାନେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଉଛନ୍ତି

ନୂଆପଡ଼ା ନିର୍ବାଚନ ମଣ୍ଡଳୀ କୋମନା ବ୍ଲକର ସିଆଲଟି ପଞ୍ଚାୟତ ବାଲିଖମାର ଗ୍ରାମ ନିବାସୀ ଧବଳେଶ୍ଵର ମାଝୀ ତାଙ୍କର ସମର୍ଥକମାନଙ୍କ ଗହଣରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଏବଂ ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ବିଜେପି ରାଜ୍ୟ ଉପସଭାପତି ଅଶୋକ ମିଶ୍ରଙ୍କ ଉପସ୍ଥିତିରେ ଆଜି ନୂଆପଡ଼ା ଜିଲ୍ଲା କାର୍ଯ୍ୟାଳୟ ରେ ଆନୁଷ୍ଠାନିକ ଭାଵେ ସମାଜଵାଦୀ ପାର୍ଟି ଛାଡ଼ି ବିଜେପି ରେ ଯୋଗ ଦେଇଛନ୍ତି। କେନ୍ଦ୍ରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଆଦର୍ଶ ଓ କାର୍ଯ୍ୟ ଶୈଳୀ ତଥା ରାଜ୍ୟ ରେ ମୋହନ ମାଝୀ ସରକାରଙ୍କ ବିକାଶ ଅଭିଯାନ ଓ ଆଦିବାସୀ ସମାଜର ହିତ ସାଧନ କଲାଭଳି କାର୍ଯ୍ୟରେ ଆକର୍ଷିତ ହୋଇ ବିଜେପି ରେ ଯୋଗ ଦେଇଥିବା ଶ୍ରୀ ଧବଳେଶ୍ଵର ମାଝୀ କହିଛନ୍ତି। ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ବିଜେପିର ଭବାନୀପାଟଣା ନଗର ମଣ୍ଡଳ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସ, ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘର ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ଆଦିବାସୀ ନେତା ଗଙ୍ଗାଧର ମାଝୀ ଉପସ୍ଥିତ ଥିଲେ।

Share196Tweet123
M M

M M

ଆଜିର ପାଗ

Bhubaneswar
November 5, 2025, 6:43 PM
 

N
Clear sky
25°C
0.5 m/s
Apparent: 25°C
Pressure: 1009 mb
Humidity: 89%
Winds: 0.5 m/s N
Windgusts: 5.4 m/s
UV-Index: 0
Precip.: 0mm /0% / Rain
Sunrise: 5:50 AM
Sunset: 5:09 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ରାହୁଲଙ୍କ ଏଚ୍ ବମ୍: ୨୫ ଲକ୍ଷ ‘ଜାଲ୍’ ଭୋଟ୍ ଚୋରି ଅଭିଯୋଗ ଆଣିଲେ

ରାହୁଲଙ୍କ ଏଚ୍ ବମ୍: ୨୫ ଲକ୍ଷ ‘ଜାଲ୍’ ଭୋଟ୍ ଚୋରି ଅଭିଯୋଗ ଆଣିଲେ

November 5, 2025
୫୦୦ ଟଙ୍କା ଧାର ନେଇ କିଣିଲେ ଲଟେରି ଟିକେଟ, ଜିତିଲେ ୧୧ କୋଟି

୫୦୦ ଟଙ୍କା ଧାର ନେଇ କିଣିଲେ ଲଟେରି ଟିକେଟ, ଜିତିଲେ ୧୧ କୋଟି

November 5, 2025

ଗଙ୍ଗାସ୍ନାନ କରିବାକୁ ଯାଉଥିବା ମହିଳାଙ୍କୁ ଧକ୍କାଦେଲା ଏକ୍ସପ୍ରେସ, ଚାଲିଗଲା 7 ଜୀବନ

November 5, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom