• Latest
  • Trending
ହୁଡ଼ି ପିନ୍ଧି ଅଫିସ୍ ଗଲେ ଚାକିରି ଯିବ !

ହୁଡ଼ି ପିନ୍ଧି ଅଫିସ୍ ଗଲେ ଚାକିରି ଯିବ !

Nov-06-2025 04:33 PM IST
odisha.newsroom.in

ବଙ୍ଗଳା ଓ ଆସାମରେ ବିଜେପିର ଦବଦବା…ତାମିଲନାଡୁରେ ବିଜୟଙ୍କ ‘ବ୍ଲକବଷ୍ଟର’ ଏଣ୍ଟ୍ରି

May-04-2026 06:52 PM IST
odisha.newsroom.in

ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ କିଏ ? ଚର୍ଚ୍ଚାରେ ଏହି ନେତାଙ୍କ ନାମ…

May-04-2026 06:12 PM IST
odisha.newsroom.in

ତାମିଲନାଡୁରେ ଅଟୋ ଚାଳକଙ୍କ କମାଲ…ବଡ଼ ନେତାଙ୍କୁ ହରାଇଦେଲେ

May-04-2026 05:13 PM IST
odisha.newsroom.in

TMC କାର୍ଯ୍ୟାଳୟ ଖାଁ ଖାଁ…ମମତାଙ୍କ ଘର ଆଗରେ ‘ଜୟ ଶ୍ରୀରାମ’ ନାରା

May-04-2026 03:02 PM IST
odisha.newsroom.in

ପୁଡୁଚେରୀ ନିର୍ବାଚନ ଫଳାଫଳ: ପୁଣି ଥରେ କ୍ଷମତା ଆଡ଼କୁ ବିଜେପି ମେଣ୍ଟ, ପଛରେ ପଡ଼ିଲା କଂଗ୍ରେସ

May-04-2026 12:42 PM IST
odisha.newsroom.in

ତାମିଲନାଡୁରେ’TVK’ ମ୍ୟାଜିକ୍: ବିଜୟଙ୍କ ଘର ଆଗରେ ପୋଲିସ୍ ଛାଉଣୀ କାହିଁକି ?

May-04-2026 12:18 PM IST
odisha.newsroom.in

କେରଳରେ ବଡ଼ ବିଜୟ ଆଡ଼କୁ UDF…LDF କର୍ମୀଙ୍କ ମଧ୍ୟରେ ନିରାଶା…

May-04-2026 11:58 AM IST
odisha.newsroom.in

ତାମିଲନାଡୁରେ ବିଜୟଙ୍କ ଦବଦବା…ଛତ୍ରଭଙ୍ଗ ଦେଲେଣି DMK କର୍ମୀ

May-04-2026 11:20 AM IST
odisha.newsroom.in

ବେଙ୍ଗଲରେ ବିଜେପି ଆଗରେ, ତାମିଲନାଡୁରେ ବିଜୟଙ୍କ TVK ର କମାଲ

May-04-2026 10:37 AM IST
odisha.newsroom.in

ପ୍ରାରମ୍ଭିକ ଟ୍ରେଣ୍ଡରେ ମମତାଙ୍କୁ ପଛରେ ପକାଇଲେ ଶୁଭେନ୍ଦୁ ଅଧିକାରୀ

May-04-2026 09:54 AM IST
  • About
  • Careers
  • Contact Us
Monday, May 4, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ହୁଡ଼ି ପିନ୍ଧି ଅଫିସ୍ ଗଲେ ଚାକିରି ଯିବ !

by M M
Nov-06-2025 04:33 PM IST
in ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ
0
ହୁଡ଼ି ପିନ୍ଧି ଅଫିସ୍ ଗଲେ ଚାକିରି ଯିବ !
491
SHARES
1.4k
VIEWS
Share on FacebookShare on Twitter

ଆମେରିକାର ଜଣେ ଉଦ୍ୟୋଗୀଙ୍କ ବୟାନକୁ ନେଇ ସୋସିଆଲ ଭିଡିଆରେ ବିତର୍କ ଆରମ୍ଭ ହୋଇଛି ।  ଆମେରିକାର ଜଣେ ଉଦ୍ୟୋଗୀ ପ୍ରକାଶ କରିଛନ୍ତି ଯେ, ସେ ଜଣେ କର୍ମଚାରୀଙ୍କୁ ବାରମ୍ବାର ଚେତାବନୀ ଦେବା ପରେ ମଧ୍ୟ ସେ ଲଗାତାର ହୁଡି ପିନ୍ଧୁଥିଲେ । ସେଥିାଇଁ ସେ କର୍ମଚାରୀଙ୍କୁ କାମରୁ ବାହାର କରିଦେଇଥିଲେ। ସେ ଏହି ଘଟଣାକୁ ନେଇ ଏକ ଭାଇରାଲ୍ ଇନଷ୍ଟାଗ୍ରାମ୍ ପୋଷ୍ଟରେ ଆଲୋଚନା କରିଥିଲେ, ଯାହାକି ଅଫିସରେ ତାଙ୍କର ସଂସ୍କୃତି ଏବଂ ଡ୍ରେସ୍ କୋଡ୍ ନୀତି ଉପରେ ଏକ ବଡ଼ ବିତର୍କ ସୃଷ୍ଟି କରିଛି।

ୱିସକନସିନ୍ ଭିତ୍ତିକ ଉଦ୍ୟୋଗୀ ଷ୍ଟେସି ଟସ୍ଚଲ୍  କ୍ୟାପ୍ସନରେ ଲେଖିଛନ୍ତି ଯେ ପ୍ରାୟ ଦଶ ବର୍ଷ ପୂର୍ବେ ଘଟିଥିବା ଏହି ଘଟଣା ତାଙ୍କୁ ବହୁତ କିଛି ଶିଖାଇଛି ଏବଂ ସେ ସମାନ ନିଷ୍ପତ୍ତି “ବାରମ୍ବାର” ନେଇଥାନ୍ତେ।

ଅଫିସରେ ଡ୍ରେସ କୋଡ୍ ମାନୁନଥିବା କର୍ମଚାରୀଙ୍କ ଚାକିରି ହରାଇବାକୁ ନେଇ ଅନେକ ୟୁଜର ଅନେକ କଥା ଲେଖିଛନ୍ତି । ଆମେରିକାର ଜଣେ ମାଲିକ ତାଙ୍କ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବାର କାରଣ ନେଇ  ଇନଷ୍ଟାଗ୍ରାମ୍ ପୋଷ୍ଟରେ ଆଲୋଚନା କରିଛନ୍ତି, ଯାହାକି ତାଙ୍କ କମ୍ପାନିର ସଂସ୍କୃତି ଏବଂ ଡ୍ରେସ୍ କୋଡ୍ ନୀତି ଉପରେ ଏକ ବଡ଼ ବିତର୍କ ସୃଷ୍ଟି କରିଛି। ୱିସକନସିନ୍-ଭିତ୍ତିକ ଉଦ୍ୟୋଗୀ ଷ୍ଟେସି ଟସ୍ଚଲ୍ କ୍ୟାପ୍ସନରେ ଲେଖିଛନ୍ତି ଯେ ଡ୍ରେସ କୋଡ୍ ପାଇଁ ଜଣେ କର୍ମଚାରୀଙ୍କ ଚାକିରି ଗଲା ।  ଟସ୍ଚଲ୍ ଭିଡିଓରେ ବୁଝାଇଛନ୍ତି ଯେ କର୍ମଚାରୀଙ୍କୁ ଚାକିରି ପୂର୍ବରୁ ଡ୍ରେସ୍ କୋଡ୍ ନିୟମ ବିଷୟରେ ଜଣାଇ ଦିଆଯାଇଥିଲା। ଏଥିରେ ଜୁମ୍ କଲ୍ ସମୟରେ ହୁଡି ନ ପିନ୍ଧିବା ମଧ୍ୟ ସାମିଲ୍ ଥିଲା। ତେବେ, କର୍ମଚାରୀ ଜଣକ ବାରମ୍ବାର ଏହି ନିୟମକୁ ଅବମାନନା କରି ଚାଲିଲେ, ଯେଉଁଥିପାଇଁ ତାଙ୍କ ମ୍ୟାନେଜରଙ୍କ ସହ ଆଲୋଚନା କରିବାକୁ ପଡିଲା। ଶେଷରେ କର୍ମଚାରୀଙ୍କୁ କାମରୁ ବାହାର କରାଗଲା।

ଏହି ପୋଷ୍ଟଟି ବେଶ୍ ଭାଇରାଲ ହେଉଛି । ଏହାକୁ ନେଇ ହଜାର ହଜାର ୟୁଜର ମତାମତ ଦେଉଛନ୍ତି ।  କେତେକ ଟସ୍ଚଲଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଥିବା ବେଳେ ଅନ୍ୟମାନେ ଏହି ଦଣ୍ଡକୁ ଅତ୍ୟଧିକ କଠୋର ବୋଲି ଯୁକ୍ତି ବାଢ଼ିଛନ୍ତି।

ଜଣେ ଲେଖିଛନ୍ତି, “ପ୍ରଥମେ ମୁଁ ଭାବିଲି, ହୁଡି ପାଇଁ ଏତେ ବଡ଼ ଦଣ୍ଡ! କିନ୍ତୁ ନିୟମ ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇଥିଲା। ତେଣୁ ଏହା କେବଳ ଜାଣିଶୁଣି ଅବହେଳା।” ଅନ୍ୟ ଜଣେ ଲେଖିଛନ୍ତି, “ମୁଁ ଏହାକୁ ପସନ୍ଦ କରେ କାରଣ ମୋର ଜଣେ ସହକର୍ମୀ ଥିଲେ ଯିଏ ପ୍ରତିଦିନ ୨ ରୁ ୩ ଘଣ୍ଟା ବିଳମ୍ବରେ ଆସୁଥିଲେ। ଆମ ସମସ୍ତଙ୍କୁ ତାଙ୍କ କାମ କରିବାକୁ ପଡୁଥିଲା।” ଆଉ ଜଣେ ଲେଖିଛନ୍ତି “ଆପଣ କାହିଁକି ଏତେ ଖୁସି ଏବଂ ଗର୍ବିତ ଯେ ଆପଣ ଲୋକଙ୍କୁ ଏତେ ଶୀଘ୍ର ଚାକିରିରୁ ବାହାର କରି ଦେଉଛନ୍ତି।” ଅନ୍ୟ ଜଣେ ସମାନ ଘଟଣା ବିଷୟରେ ଆଲୋଚନା କରି କହିଛନ୍ତି , କିଛି କର୍ମଚାରୀ ଅଛନ୍ତି ଯେଉଁମାନେ କାମ କଲା ବେଳେ କିଛି ନୀତି ନିୟମକୁ ମାନିବାକୁ ଚାହିଁନଥାନ୍ତି

Share196Tweet123
M M

M M

ଆଜିର ପାଗ

Bhubaneswar
May 4, 2026, 8:53 PM
 

S
Partly cloudy
27°C
2.9 m/s
Apparent: 31°C
Pressure: 1007 mb
Humidity: 97%
Winds: 2.9 m/s S
Windgusts: 11 m/s
UV-Index: 0
Precip.: 5.1mm /45% / Rain
Sunrise: 5:15 AM
Sunset: 6:11 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom