• Latest
  • Trending
ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

Nov-16-2025 11:51 AM IST
odisha.newsroom.in

ସାଙ୍ଘାତିକ ଝଟକା…ଟ୍ରମ୍ପଙ୍କ ଯୁଦ୍ଧ ନୀତିକୁ ପାଗଳାମି କହିଲା ୟୁଏସ ସିନେଟ

Mar-27-2026 06:25 PM IST
odisha.newsroom.in

ଲିଭ୍-ଇନ୍ ରିଲେସନ ଉପରେ ହାଇକୋର୍ଟ ଦେଲେ ବଡ଼ ରାୟ, କହିଲେ…

Mar-27-2026 04:41 PM IST
odisha.newsroom.in

ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ଭୟଙ୍କର ସର୍ତ୍ତ

Mar-27-2026 03:57 PM IST
odisha.newsroom.in

ସାମ୍ନାକୁ ଆସିଲା ଖାମନେଇଙ୍କ ମୃତ୍ୟୁର କିଛି ସମୟ ପୂର୍ବର ଫଟୋ

Mar-27-2026 02:34 PM IST
odisha.newsroom.in

ଏମିତି କରନ୍ତୁ ଶୋଇବା ଘର ଡିଜାଇନ…ନିଶ୍ଚୟ ଆସିବ ସୁଖନିଦ୍ରା

Mar-27-2026 01:07 PM IST
odisha.newsroom.in

ମହଳାଙ୍କୁ ହୋଟେଲ ନେଇ କହିଲା, ମୁଁ ଶିବଙ୍କ ଅବତାର ଆଉ ତୁମେ ସାକ୍ଷାତ ପାର୍ବତୀ…ତାପରେ…

Mar-27-2026 12:37 PM IST
odisha.newsroom.in

ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା…ସତର୍କ ସୂଚନା ଜାରି

Mar-27-2026 12:09 PM IST
odisha.newsroom.in

ଆଜି ରାମନବମୀ…ସାରା ଜଗତ ରାମମୟ…ଶୁଭୁଛି ଜୟ ଶ୍ରୀରାମ ନାରା

Mar-27-2026 11:46 AM IST
odisha.newsroom.in

ପେଟ୍ରୋଲ ଓ ଡିଜେଲ ଉପରୁ ସରକାର କମାଇଲେ ଟ୍ୟାକ୍ସ, କମିବ ଦର ?

Mar-27-2026 11:22 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-27-2026 08:32 AM IST
  • About
  • Careers
  • Contact Us
Saturday, March 28, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

by M M
Nov-16-2025 11:51 AM IST
in ଦେଶ ବିଦେଶ, ରାଜନୀତି
0
ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ
491
SHARES
1.4k
VIEWS
Share on FacebookShare on Twitter

ପାଟନା: ବିହାର ବିଧାନସଭା ନିର୍ବାଚନରେ ବିଜୟ ପରେ ରାଜ୍ୟ ଏବେ ନୂଆ ସରକାର ଗଠନକୁ ଅପେକ୍ଷା କରିଛି। ସାମ୍ବିଧାନିକ ଦୃଷ୍ଟିକୋଣରୁ ନୂଆ ସରକାର ଗଠନ ନଭେମ୍ବର ୨୪, ୨୦୨୫ ସୁଦ୍ଧା ହେବା ଆବଶ୍ୟକ ଥିବାବେଳେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶୀଘ୍ର କାର୍ଯ୍ୟଭାର ସମ୍ଭାଳିବାକୁ ପ୍ରସ୍ତୁତି କରୁଛନ୍ତି। ତେବେ ଆସନ୍ତାକାଲି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର କୁହାଯାଉଛି ।

ନୂଆ ସରକାରର ମୁଖ୍ୟ ଭାବରେ ନୀତୀଶ କୁମାରଙ୍କ ନାମ ସ୍ଥିର ହୋଇଛି। ଯଦି ସେ ଶପଥ ଗ୍ରହଣ କରନ୍ତି, ତେବେ ଏହା ତାଙ୍କର ରେକର୍ଡ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ । ସରକାର ଗଠନକୁ ନେଇ ଜେଡିୟୁର ଶୀର୍ଷ ନେତାମାନେ ଦିଲ୍ଲୀରେ ଡେରା ପକାଇଛନ୍ତି। ଖବର ମିଳିଛି ଯେ କେନ୍ଦ୍ର ମନ୍ତ୍ରୀ ରାଜୀବ ରଞ୍ଜନ ଓରଫ ଲଲନ ସିଂହ ଏବଂ ଜେଡିୟୁର କାର୍ଯ୍ୟକାରୀ ଅଧ୍ୟକ୍ଷ ସଞ୍ଜୟ ଝା ଶନିବାର ଦିନ ହିଁ ଦିଲ୍ଲୀରେ ପହଞ୍ଚିଛନ୍ତି। NDA ମେଣ୍ଟ ଭିତରେ ଆସନ ବଣ୍ଟନ ଓ ମନ୍ତ୍ରୀମଣ୍ଡଳର ସ୍ୱରୂପ ଉପରେ ଏହି ନେତାମାନଙ୍କ ମଧ୍ୟରେ ଆଲୋଚନା ଚାଲିଛି।

ସୋମବାର ଦିନ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ ଏବଂ ଏହା ପରେ ସମସ୍ତ ବିଧାୟକ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିବେ।  ଏହା ପରେ ମୁଖ୍ୟମନ୍ତ୍ରୀ ଆବାସରେ NDAର ବିଧାୟକ ଦଳ ବୈଠକ ହେବ। ଏହି ବୈଠକରେ ବିଧାୟକ ଦଳର ନେତା ଭାବେ ନୀତୀଶ କୁମାରଙ୍କୁ ପୁଣି ଥରେ ଚୟନ କରାଯିବ।  ନେତା ଚୟନ ପରେ ନୀତୀଶ କୁମାର ରାଜଭବନ ଯାଇ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ।  ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଳମ୍ବ ନ କରି ନଭେମ୍ବର ୨୦ ରୁ ୨୨ ତାରିଖ ମଧ୍ୟରେ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରି କାର୍ଯ୍ୟ ଆରମ୍ଭ କରିପାରନ୍ତି।

ବିହାରର ଜନତା NDAକୁ ଯେଉଁ ବିପୁଳ ଜନମତ ଦେଇଛନ୍ତି, ତାହାର ସମ୍ମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନୀତୀଶ କୁମାର ଉଭୟ ରଖିବେ। ମୋଦି ଏପରି କରିବେ ନାହିଁ ଯାହା ବିହାରବାସୀଙ୍କୁ ଅସନ୍ତୁଷ୍ଟ କରିବ । ତେଣୁ ନୀତିଶଙ୍କୁ ବିଜେପି ସମର୍ଥନ କରିବ । ଏହା ଏକ ପ୍ରକାର ସ୍ଥିର ହୋଇଛି ଯେ ବିହାରରେ ନୂଆ ସରକାର ନୀତୀଶ କୁମାରଙ୍କ ନେତୃତ୍ୱରେ ହିଁ ଗଠିତ ହେବାକୁ ଯାଉଛି। ଯାହା କି ପୂର୍ବରୁ ମୋଦି-ଶାହ ଅନେକ ଥର କହିଛନ୍ତି ।  ଉପମୁଖ୍ୟମନ୍ତ୍ରୀ ବିଜେପିରୁ ହୋଇପାରନ୍ତି ।  ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟମାନଙ୍କ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଖୁବ୍ ଶୀଘ୍ର ନିଆଯିବ।

Share196Tweet123
M M

M M

ଆଜିର ପାଗ

Bhubaneswar
March 28, 2026, 5:00 AM
 

SSE
Partly cloudy
24°C
1.1 m/s
Apparent: 31°C
Pressure: 1007 mb
Humidity: 87%
Winds: 1.1 m/s SSE
Windgusts: 9.7 m/s
UV-Index: 0
Precip.: 0mm /43% / Rain
Sunrise: 5:43 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom