• Latest
  • Trending
ଶିକ୍ଷକଙ୍କ ଅଭିନବ ପ୍ରତିବାଦ; ବିଦ୍ୟାଳୟରେ ପାଠପଢ଼ା ଚାଲିବ କେମିତି ?

ଶିକ୍ଷକଙ୍କ ଅଭିନବ ପ୍ରତିବାଦ; ବିଦ୍ୟାଳୟରେ ପାଠପଢ଼ା ଚାଲିବ କେମିତି ?

Dec-08-2025 10:15 AM IST
ବାସୁଦେବପୁରରେ ବିଜେଡିର ଗଡ଼ ଦୋହଲିଲା; ବିଷ୍ଣୁବ୍ରତ ରାଉତରାୟଙ୍କ ‘ସଙ୍ଗଠନ ବଞ୍ଚାଅ’ ଉଦ୍ୟମ

ବାସୁଦେବପୁରରେ ବିଜେଡିର ଗଡ଼ ଦୋହଲିଲା; ବିଷ୍ଣୁବ୍ରତ ରାଉତରାୟଙ୍କ ‘ସଙ୍ଗଠନ ବଞ୍ଚାଅ’ ଉଦ୍ୟମ

Dec-10-2025 11:45 AM IST
ଆୟୁଷ୍ମାନ ଭାରତ ଯୋଜନା: କାର୍ଡ ଥାଇ ବି ମାଗଣା ଚିକିତ୍ସା କେତେ ସମ୍ଭବ? ଜାଣନ୍ତୁ ୫ ଲକ୍ଷ ଟଙ୍କାର ସୀମା ଓ ନିୟମ

ଆୟୁଷ୍ମାନ ଭାରତ ଯୋଜନା: କାର୍ଡ ଥାଇ ବି ମାଗଣା ଚିକିତ୍ସା କେତେ ସମ୍ଭବ? ଜାଣନ୍ତୁ ୫ ଲକ୍ଷ ଟଙ୍କାର ସୀମା ଓ ନିୟମ

Dec-10-2025 11:23 AM IST

କ’ଣ କହୁଛି ଆଜିର ରାଶିଫଳ

Dec-10-2025 11:16 AM IST
ବାରବାଟୀରେ ଟିମ୍ ଇଣ୍ଡିଆର ବଡ଼ ବିଜୟ: ଦକ୍ଷିଣ ଆଫ୍ରିକାକୁ ହରାଇ ସିରିଜ୍‌ରେ ୧-୦ରେ ଅଗ୍ରଣୀ

ବାରବାଟୀରେ ଟିମ୍ ଇଣ୍ଡିଆର ବଡ଼ ବିଜୟ: ଦକ୍ଷିଣ ଆଫ୍ରିକାକୁ ହରାଇ ସିରିଜ୍‌ରେ ୧-୦ରେ ଅଗ୍ରଣୀ

Dec-09-2025 10:09 PM IST
ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଛି : ଗିଲ୍

ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଛି : ଗିଲ୍

Dec-09-2025 07:31 PM IST
ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ସାଉଥ ଆଫ୍ରିକା-ଭାରତ ପ୍ରଥମେ ବ୍ୟାଟିଂ କରିବ

ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ସାଉଥ ଆଫ୍ରିକା-ଭାରତ ପ୍ରଥମେ ବ୍ୟାଟିଂ କରିବ

Dec-09-2025 06:56 PM IST
ମହାପ୍ରଭୁଙ୍କ ଦର୍ଶନ କଲେ ସୂର୍ଯ୍ୟକୁମାର, ଗମ୍ଭୀରଙ୍କ ସହ ଅନ୍ୟ ଖେଳାଳି

ମହାପ୍ରଭୁଙ୍କ ଦର୍ଶନ କଲେ ସୂର୍ଯ୍ୟକୁମାର, ଗମ୍ଭୀରଙ୍କ ସହ ଅନ୍ୟ ଖେଳାଳି

Dec-09-2025 04:30 PM IST
ବାରବାଟୀରେ କିଏ ମାରିବ ବାଜି ?

ବାରବାଟୀରେ କିଏ ମାରିବ ବାଜି ?

Dec-09-2025 04:22 PM IST
ନାଗରିକତା ହାସଲ କରିବା ପୂର୍ବରୁ ଭୋଟର ତାଲିକାରେ ନାମ ପ୍ରସଙ୍ଗରେ ସୋନିଆ ଗାନ୍ଧୀଙ୍କୁ କୋର୍ଟର ନୋଟିସ

ନାଗରିକତା ହାସଲ କରିବା ପୂର୍ବରୁ ଭୋଟର ତାଲିକାରେ ନାମ ପ୍ରସଙ୍ଗରେ ସୋନିଆ ଗାନ୍ଧୀଙ୍କୁ କୋର୍ଟର ନୋଟିସ

Dec-09-2025 04:09 PM IST
ଶୀତ ଅଧିବେଶନରେ ମୋଟ ୧୧ ଦିନ ଚାଲିଲା ଗୃହକାର୍ଯ୍ୟ

ଶୀତ ଅଧିବେଶନରେ ମୋଟ ୧୧ ଦିନ ଚାଲିଲା ଗୃହକାର୍ଯ୍ୟ

Dec-09-2025 03:49 PM IST
  • About
  • Careers
  • Contact Us
Wednesday, December 10, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଶିକ୍ଷକଙ୍କ ଅଭିନବ ପ୍ରତିବାଦ; ବିଦ୍ୟାଳୟରେ ପାଠପଢ଼ା ଚାଲିବ କେମିତି ?

by M M
Dec-08-2025 10:15 AM IST
in ବଡ଼ ଖବର, ରାଜ୍ୟ
0
ଶିକ୍ଷକଙ୍କ ଅଭିନବ ପ୍ରତିବାଦ; ବିଦ୍ୟାଳୟରେ ପାଠପଢ଼ା ଚାଲିବ କେମିତି ?
494
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର : ବର୍ଷ ବର୍ଷ ଧରି ଶିକ୍ଷକମାନେ ବିଭିନ୍ନ ଦାବିନେଇ ରାଜଧାନୀକୁ ଆସି ଆନ୍ଦୋଳନ କରୁଛନ୍ତି । ସରକାର ସେମାନଙ୍କୁ ବୁଝାଇ, ପ୍ରତିଶ୍ରୁତି ଦେଇ ବିଦା କରୁଛନ୍ତି । ପୁଣି କିଛି ଦିନ ପରେ ଶିକ୍ଷକମାନେ ରାଜଧାନୀ ଆସି ଧାରଣାରେ ବସୁଛନ୍ତି । ଏହା ଏବେ ପ୍ରତିବର୍ଷ ଦେଖିବାକୁ ମିଳୁଛି ।  ଚାକିରି ନିୟମିତ କରିବା ଏବଂ ୪୨୦୦ ଟଙ୍କା ଗ୍ରେଡ୍ ପେ’ ଭଳି ଦାବି ମାନିନେବାକୁ ଶିକ୍ଷକମାନେ ଦାବି କରୁଛନ୍ତି । ବିଭିନ୍ନ ଦାବିନେଇ ବିଦ୍ୟାଳୟ ଛାଡି ରାଜଧାନୀରେ ଏବେ ଶିକ୍ଷକ ଧାରଣାରେ ବସିଛନ୍ତି । ପ୍ରାଥମିକ ଶିକ୍ଷକମାନେ ରାଜଧାନୀର ଲୋୟର ପିଏମ୍‌ଜି ଠାରେ ଧାରଣାରେ ବସିଛନ୍ତି। ଶୁକ୍ରବାରରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ହଜାର ହଜାର ଶିକ୍ଷକ ସାମିଲ୍ ହୋଇଛନ୍ତି। ଶିକ୍ଷକମାନେ ନିଜ ନିଜ ସ୍କୁଲ୍ ଛାଡ଼ି ଆସିଥିବାରୁ ରାଜ୍ୟର ଅନେକ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ସବୁଠୁ ବଡ଼ କଥା ହେଲା ରାଜ୍ୟର ଆର୍ଥିକ ସ୍ଥିତି ଯାହା ସେଥିରେ ଶିକ୍ଷକମାନଙ୍କ ଦାବି ପୂରଣ ହୋଇପାରିବ କି ? ବିଦ୍ୟାଳୟ ଛାଡି , ପାଠପଢ଼ା ଛାଡି ଧାରଣାରେ ବସିବା କେତେଦୂର ଠିକ୍ ? ଏହି ପ୍ରଶ୍ନର ସାଧାରଣରେ ଆଲୋଚନା ହେଉଛି ।

ଏଥର ଶିକ୍ଷକମାନେ ନିଜର ଦାବି ପୂରଣ ପାଇଁ ଏକ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ସେମାନେ ନିଜେ ଭକ୍ତ ଓ ନିଜେ ପୂଜକ ସାଜି ରାସ୍ତା ମଝିରେ ଦୀପ, ଧୂପକାଠି ଜାଳି କଳସ ସ୍ଥାପନା କରି ଭଗବାନଙ୍କ ନିକଟରେ ନିଜ ଦୁଃଖ ଜଣାଉଛନ୍ତି। ଶିକ୍ଷକଙ୍କ କହିବା କଥା ଯେ ୨୦୧୭ ମସିହାରୁ ଏହି ଦାବି କରିଆସୁଥିଲେ ମଧ୍ୟ ସରକାର ପ୍ରତିଶ୍ରୁତି ଦେଇ କାର୍ଯ୍ୟକାରୀ କରୁନାହାନ୍ତି। ସରକାର କାହଁକି କରୁନାହାଁନ୍ତି ଏହି ପ୍ରଶ୍ନ ପଚାରୁଛନ୍ତି ଶିକ୍ଷକ ।

ଶୁକ୍ରବାର ଠାରୁ ଏହି ଆନ୍ଦୋଳନ ଜାରି ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କେବଳ ଅନୁରୋଧ କରାଯାଇଛି ।

ଗଣଶିକ୍ଷା ମନ୍ତ୍ରୀ ଶିକ୍ଷକମାନଙ୍କୁ ଆନ୍ଦୋଳନରୁ ଓହରିବା ପାଇଁ ଅନୁରୋଧ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ସରକାର ଶିକ୍ଷକଙ୍କ ସହ ଅଛନ୍ତି ଏବଂ ଦାବି ପୂରଣ ପାଇଁ ବିଚାର କରୁଛନ୍ତି। ମନ୍ତ୍ରୀ କହିବା କଥା “ବିଦ୍ୟାଳୟରେ ତାଲା ପଡ଼ି ରହିବା କାରଣରୁ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ତେଣୁ ଶିକ୍ଷକମାନେ ନିଜର ଦାବି ପ୍ରତି ଦୃଷ୍ଟି ଦେବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ପ୍ରାଥମିକତା ଦେବା ଉଚିତ୍।” ମନ୍ତ୍ରୀ ଆହୁରି କହିଛନ୍ତି ଯେ ଶିକ୍ଷକଙ୍କ ଦାବିଗୁଡ଼ିକ ବିଚାରାଧୀନ ରହିଛି। ଦାବି ପୂରଣ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ଆଇନଗତ ପ୍ରକ୍ରିୟା ଏବଂ ଆର୍ଥିକ ବିଚାରର ଆବଶ୍ୟକତା ରହିଛି। ତୁରନ୍ତ ଏହାର ସମାଧାନ ସମ୍ଭବ ନୁହେଁ, କିନ୍ତୁ ଆମେ ଏହା ଉପରେ କାମ କରୁଛୁ। ଦାବିଗୁଡ଼ିକର ସମୀକ୍ଷା କରିବା ପାଇଁ ସରକାର ଖୁବ୍ ଶୀଘ୍ର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିବେ, ଯାହା ଶିକ୍ଷକ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବ। ତେଣୁ, ଦୟାକରି ଆନ୍ଦୋଳନରୁ ଓହରି ଆଲୋଚନାକୁ ଆସନ୍ତୁ।” ଏଭଳି କହିଛନ୍ତି ଗଣ ଶିକ୍ଷାମନ୍ତ୍ରୀ ।

ହଜାର ହଜାର ପ୍ରାଥମିକ ଶିକ୍ଷକ ଏକାଠି ହୋଇ ରାଜଧାନୀରେ ବସି ରହିବା ଫଳରେ ଗାଁ ଗହଳିର ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି।  ଶିକ୍ଷକମାନଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ଦାବିଗୁଡ଼ିକ କେବେ ପୂରଣ ହେବ? ତାହା କୁହାଯାଇପାରିବ ନାହିଁ । ଯଦି ଶିକ୍ଷକମାନେ ଘୋଷଣା ଅନୁଯାୟୀ ଆନ୍ଦୋଳନ ଜାରି ରଖନ୍ତି, ତେବେ ଛୋଟ ପିଲାମାନଙ୍କର ଭବିଷ୍ୟତ କେଉଁଆଡ଼କୁ ଯିବ ?  ଶିକ୍ଷକ ବିନା ବିଦ୍ୟାଳୟରେ ନିୟମିତ ପାଠପଢ଼ା ଚାଲିବ କେମିତି? ଶିକ୍ଷକ ଏବଂ ସରକାରଙ୍କ ମଧ୍ୟରେ ତୁରନ୍ତ ଆଲୋଚନା ଓ ସମାଧାନ ହେବା ନିତାନ୍ତ ଜରୁରୀ।

 

Share198Tweet124
M M

M M

ଆଜିର ପାଗ

Bhubaneswar
December 10, 2025, 7:03 PM
 

NNW
Partly cloudy
21°C
0.8 m/s
Apparent: 18°C
Pressure: 1016 mb
Humidity: 80%
Winds: 0.8 m/s NNW
Windgusts: 6.3 m/s
UV-Index: 0
Precip.: 0mm /0% / Rain
Sunrise: 6:11 AM
Sunset: 5:07 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

November 16, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ବାସୁଦେବପୁରରେ ବିଜେଡିର ଗଡ଼ ଦୋହଲିଲା; ବିଷ୍ଣୁବ୍ରତ ରାଉତରାୟଙ୍କ ‘ସଙ୍ଗଠନ ବଞ୍ଚାଅ’ ଉଦ୍ୟମ

ବାସୁଦେବପୁରରେ ବିଜେଡିର ଗଡ଼ ଦୋହଲିଲା; ବିଷ୍ଣୁବ୍ରତ ରାଉତରାୟଙ୍କ ‘ସଙ୍ଗଠନ ବଞ୍ଚାଅ’ ଉଦ୍ୟମ

December 10, 2025
ଆୟୁଷ୍ମାନ ଭାରତ ଯୋଜନା: କାର୍ଡ ଥାଇ ବି ମାଗଣା ଚିକିତ୍ସା କେତେ ସମ୍ଭବ? ଜାଣନ୍ତୁ ୫ ଲକ୍ଷ ଟଙ୍କାର ସୀମା ଓ ନିୟମ

ଆୟୁଷ୍ମାନ ଭାରତ ଯୋଜନା: କାର୍ଡ ଥାଇ ବି ମାଗଣା ଚିକିତ୍ସା କେତେ ସମ୍ଭବ? ଜାଣନ୍ତୁ ୫ ଲକ୍ଷ ଟଙ୍କାର ସୀମା ଓ ନିୟମ

December 10, 2025

କ’ଣ କହୁଛି ଆଜିର ରାଶିଫଳ

December 10, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom