• Latest
  • Trending
ବିଧାୟକଙ୍କ ଦରମା ଦେଶରେ ସର୍ବାଧିକ: ‘ବିଲ୍’ ପାସ୍ ପରେ ସାଧାରଣରେ ଅସନ୍ତୋଷ

ବିଧାୟକଙ୍କ ଦରମା ଦେଶରେ ସର୍ବାଧିକ: ‘ବିଲ୍’ ପାସ୍ ପରେ ସାଧାରଣରେ ଅସନ୍ତୋଷ

Dec-10-2025 11:01 PM IST

ଆମେରିକା-ପାକିସ୍ତାନ ବୃହତ୍ ଅସ୍ତ୍ରଶସ୍ତ୍ର ଚୁକ୍ତି : F-16 ପୁଣି କିଣିବ ପାକିସ୍ତାନ

Dec-11-2025 07:38 PM IST
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି ପଛରେ କାରଣ କହିଲେ ସୂର୍ଯ୍ୟ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି ପଛରେ କାରଣ କହିଲେ ସୂର୍ଯ୍ୟ

Dec-11-2025 07:10 PM IST
ବାହାଘର ବାତିଲ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ମନ୍ଧାନା

ବାହାଘର ବାତିଲ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ମନ୍ଧାନା

Dec-11-2025 04:33 PM IST
ବନ୍ଦେ ମାତରମ୍‌ କିପରି ସ୍ୱାଧୀନତା ସଂଗ୍ରାମର ମହାମନ୍ତ୍ର ଥିଲା?

ବନ୍ଦେ ମାତରମ୍‌ କିପରି ସ୍ୱାଧୀନତା ସଂଗ୍ରାମର ମହାମନ୍ତ୍ର ଥିଲା?

Dec-11-2025 08:36 AM IST
ରାହୁଲଙ୍କ ‘ଖୋଲା ବିତର୍କ’ ଆହ୍ୱାନକୁ ଶାହଙ୍କ ପ୍ରତ୍ୟାଖ୍ୟାନ

ରାହୁଲଙ୍କ ‘ଖୋଲା ବିତର୍କ’ ଆହ୍ୱାନକୁ ଶାହଙ୍କ ପ୍ରତ୍ୟାଖ୍ୟାନ

Dec-11-2025 07:08 AM IST
ଓଡ଼ିଶାରେ ପ୍ରବଳ ଶୀତ ଲହରି; ଅନେକ ସ୍ଥାନରେ ୧୦°C ତଳେ ତାପମାତ୍ରା

ଓଡ଼ିଶାରେ ପ୍ରବଳ ଶୀତ ଲହରି; ଅନେକ ସ୍ଥାନରେ ୧୦°C ତଳେ ତାପମାତ୍ରା

Dec-11-2025 06:21 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-11-2025 06:11 AM IST
ସୋନିଆଙ୍କୁ ମୋକିମଙ୍କ ଚିଠି; ପିସିସି ସଭାପତିଙ୍କ ବିଫଳତାକୁ ନେଇ ରାଜ୍ୟ କଂଗ୍ରେସରେ କମ୍ପନ

ସୋନିଆଙ୍କୁ ମୋକିମଙ୍କ ଚିଠି; ପିସିସି ସଭାପତିଙ୍କ ବିଫଳତାକୁ ନେଇ ରାଜ୍ୟ କଂଗ୍ରେସରେ କମ୍ପନ

Dec-10-2025 10:19 PM IST
ଓଡ଼ିଶାର ବିକାଶ କରିବ ବିଜେପି

ଓଡ଼ିଶାର ବିକାଶ କରିବ ବିଜେପି

Dec-10-2025 10:02 PM IST
ବାସୁଦେବପୁରରେ ବିଜେଡିର ଗଡ଼ ଦୋହଲିଲା; ବିଷ୍ଣୁବ୍ରତ ରାଉତରାୟଙ୍କ ‘ସଙ୍ଗଠନ ବଞ୍ଚାଅ’ ଉଦ୍ୟମ

ବାସୁଦେବପୁରରେ ବିଜେଡିର ଗଡ଼ ଦୋହଲିଲା; ବିଷ୍ଣୁବ୍ରତ ରାଉତରାୟଙ୍କ ‘ସଙ୍ଗଠନ ବଞ୍ଚାଅ’ ଉଦ୍ୟମ

Dec-10-2025 11:45 AM IST
  • About
  • Careers
  • Contact Us
Thursday, December 11, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜନୀତି

ବିଧାୟକଙ୍କ ଦରମା ଦେଶରେ ସର୍ବାଧିକ: ‘ବିଲ୍’ ପାସ୍ ପରେ ସାଧାରଣରେ ଅସନ୍ତୋଷ

by M M
Dec-10-2025 11:01 PM IST
in ରାଜନୀତି, ରାଜ୍ୟ
0
ବିଧାୟକଙ୍କ ଦରମା ଦେଶରେ ସର୍ବାଧିକ: ‘ବିଲ୍’ ପାସ୍ ପରେ ସାଧାରଣରେ ଅସନ୍ତୋଷ
494
SHARES
1.4k
VIEWS
Share on FacebookShare on Twitter

 

ଭୁବନେଶ୍ୱର : ଓଡ଼ିଶା ବିଧାନସଭାରେ ବିଧାୟକଙ୍କ ଭତ୍ତା ଓ ପେନସନ୍ ବିଲ୍‌ ୨୦୨୫’ ପାରିତ ହୋଇଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।  ରାଜ୍ୟର ବିଧାୟକମାନେ ଦରମା ଓ ଭତ୍ତା ବାବଦକୁ ପାଇବାକୁ ଥିବା ମୋଟ ଅର୍ଥ ୩ ଲକ୍ଷ ୪୫ ହଜାର ଟଙ୍କାରେ ପହଞ୍ଚିଛି । ଯାହାକି ସମଗ୍ର ଦେଶରେ ସର୍ବାଧିକ ବୋଲି କୁହାଯାଉଛି। ଏହାକୁ ନେଇ ରାଜ୍ୟ ରାଜନୀତି ଓ ସାଧାରଣ ଜନତାଙ୍କ ମଧ୍ୟରେ ରାଜନେତାଙ୍କ ପ୍ରତି ଅସନ୍ତୋଷ ବଢ଼ିଛି ।  ଓଡ଼ିଶା ଭଳି ଗରିବ ରାଜ୍ୟରେ ଯେଉଁଠି ଲୋକେ କାମ ପାଇଁ ବାହାର ରାଜ୍ୟକୁ ହଜାର ହଜାର ସଂଖ୍ୟାରେ ଯାଉଛନ୍ତି । ରାଜ୍ୟର ଅର୍ଥନୀତି ଭଲ ନାହିଁ । ଋଣ ବଢ଼ି ବଢ଼ି ଚାଲିଛି । ଯୁବକମାନଙ୍କୁ ନିଯୁକ୍ତି ନାହିଁ । ସ୍କୁଲରେ ଶିକ୍ଷକ ନାହାଁନ୍ତି । ମେଡିକାଲରେ ଡାକ୍ତର ନାହାଁନ୍ତି । ସେଭଳି ପରିସ୍ଥିତିରେ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ସ୍ବାଭାବିକ ।

ବିଲ୍ ପାସ୍ ହେବା ପରେ ବିଧାୟକଙ୍କ ମୂଳ ଦରମା ୩୫ ହଜାରରୁ ବଢ଼ି ୯୦ ହଜାର ଟଙ୍କା ହୋଇଥିବା ବେଳେ, ମୋଟ ବୃଦ୍ଧି ଅଧିକାଂଶ ଭତ୍ତା ବାବଦରେ ଘଟିଛି। ବିଧାୟକଙ୍କ ମୋଟ ଦରମା ଓ ଭତ୍ତା: ୩ ଲକ୍ଷ ୪୫ ହଜାର ଟଙ୍କାରେ ପହଁଚିଛି । ବିଧାୟକମାନେ ବ୍ୟୟ ଭତ୍ତା (୯୬ ହଜାର), ଯାନବାହନ ଭତ୍ତା (୫୦ ହଜାର), ଗସ୍ତ ଖର୍ଚ୍ଚ (୭୫ ହଜାର), ଚିକିତ୍ସା ଖର୍ଚ୍ଚ (୩୫ ହଜାର) ଓ ବିଦ୍ୟୁତ ଦେୟ (୨୦ ହଜାର) ବାବଦରେ ଏହି ଅର୍ଥ ପାଇବେ।  ଏହି ବର୍ଦ୍ଧିତ ରାଶି ଝାଡ଼ଖଣ୍ଡ (୨.୯୦ ଲକ୍ଷ) ଏବଂ ଉତ୍ତରପ୍ରଦେଶ (୧.୮୭ ଲକ୍ଷ) ଭଳି ବଡ଼ ରାଜ୍ୟର ବିଧାୟକଙ୍କ ତୁଳନାରେ ବହୁତ ଅଧିକ।

ବିରୋଧ ଓ ସମାଲୋଚନା

ରାଜ୍ୟର ଅର୍ଥନୀତି ଏବଂ ଦାରିଦ୍ର୍ୟ ସ୍ଥିତିକୁ ଦେଖି ଏକାଥରକେ ଏତେ ପରିମାଣରେ ଦରମା ବୃଦ୍ଧି ଘଟିବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଯେତେବେଳେ 25 ବର୍ଷ ପରେ ସରକାର ପରିବର୍ତ୍ତନ ହେଲା, ଲୋକେ ଚାହୁଁଥିଲେ ସରକାର ଲୋକଙ୍କ ପାଇଁ କାମ କରିବେ । କିନ୍ତୁ ଏଭଳି ନିଷ୍ପତ୍ତିକୁ ଲୋକେ ସହଜରେ ଗ୍ରହଣ କରିପାରୁନାହାଁନ୍ତି । କେରଳ ବିଧାୟକଙ୍କୁ ମାତ୍ର ୭୦ ହଜାର ଟଙ୍କା ମିଳୁଛି, ସେଠାରେ ଓଡ଼ିଶାର ବିଧାୟକଙ୍କୁ ଦେଶରେ ସର୍ବାଧିକ ଅର୍ଥ ମିଳିବା ନୈତିକତା ଉପରେ ପ୍ରଶ୍ନ ଉଠାଉଛି। ବିରୋଧୀ ଦଳମାନେ ଏହାକୁ ବିରୋଧ କରିନାହାଁନ୍ତି । କାରଣ  ସେମାନେ ନିଜେ ମଧ୍ୟ ବର୍ଦ୍ଧିତ ଦରମାର ଲାଭ ନେବେ। ତେବେ ଏହା ସାଧାରଣ ଜନତାଙ୍କ ମଧ୍ୟରେ ଏକ ଭୁଲ୍ ଯାଉଛି । ରାଜନୀତି ସମୀକ୍ଷକ, ବୁଦ୍ଧିଜୀବୀ ମହଲରେ ସମାଲୋଚନା ହେଉଛି।

ବିଧାୟକମାନେ ଲୋକସେବା ଏବଂ ନିର୍ବାଚନମଣ୍ଡଳୀର କାର୍ଯ୍ୟ ତୁଲାଇବା ପାଇଁ ଏହି ବୃଦ୍ଧି ଆବଶ୍ୟକ ବୋଲି ଯୁକ୍ତି କରୁଥିଲେ ମଧ୍ୟ, ଏତେ ପରିମାଣର ବୃଦ୍ଧି ରାଜ୍ୟ ରାଜକୋଷ ଉପରେ ଚାପ ପକାଇବ ନିଶ୍ଚିତ ।

Share198Tweet124
M M

M M

ଆଜିର ପାଗ

Bhubaneswar
December 11, 2025, 10:57 PM
 

ESE
Clear sky
17°C
0.7 m/s
Apparent: 15°C
Pressure: 1016 mb
Humidity: 86%
Winds: 0.7 m/s ESE
Windgusts: 4.5 m/s
UV-Index: 0
Precip.: 0mm /0% / Rain
Sunrise: 6:11 AM
Sunset: 5:07 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

November 16, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ଆମେରିକା-ପାକିସ୍ତାନ ବୃହତ୍ ଅସ୍ତ୍ରଶସ୍ତ୍ର ଚୁକ୍ତି : F-16 ପୁଣି କିଣିବ ପାକିସ୍ତାନ

December 11, 2025
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି ପଛରେ କାରଣ କହିଲେ ସୂର୍ଯ୍ୟ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି ପଛରେ କାରଣ କହିଲେ ସୂର୍ଯ୍ୟ

December 11, 2025
ବାହାଘର ବାତିଲ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ମନ୍ଧାନା

ବାହାଘର ବାତିଲ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ମନ୍ଧାନା

December 11, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom