• Latest
  • Trending
ଆଜିଠୁ ଥାଲାପତି ବିଜୟ ସରକାର, ୧୦ଟାରେ ନେବେ ଶପଥ

ଆଜିଠୁ ଥାଲାପତି ବିଜୟ ସରକାର, ୧୦ଟାରେ ନେବେ ଶପଥ

May-10-2026 08:55 AM IST
ସାବଧାନ ! ସାବୁନରେ ଧୋଉଛନ୍ତି କି ମୁଣ୍ଡ ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ସାବଧାନ ! ସାବୁନରେ ଧୋଉଛନ୍ତି କି ମୁଣ୍ଡ ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

May-10-2026 10:58 AM IST
ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ

ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ

May-10-2026 10:31 AM IST
ସମ୍ଭାବ୍ୟ ବାତ୍ୟାକୁ ନେଇ ଆସିଲା ବଡ଼ ଖବର, ଜାଣନ୍ତୁ ଓଡ଼ିଶା ଉପରେ କଣ ରହିବ ଏହାର ପ୍ରଭାବ ?

ସମ୍ଭାବ୍ୟ ବାତ୍ୟାକୁ ନେଇ ଆସିଲା ବଡ଼ ଖବର, ଜାଣନ୍ତୁ ଓଡ଼ିଶା ଉପରେ କଣ ରହିବ ଏହାର ପ୍ରଭାବ ?

May-10-2026 10:16 AM IST
ପଞ୍ଚମ ଥର ପାଇଁ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ହେବେ ରଙ୍ଗା ସ୍ୱାମୀ, ମେ ୧୩ରେ ନେବେ ଶପଥ

ପଞ୍ଚମ ଥର ପାଇଁ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ହେବେ ରଙ୍ଗା ସ୍ୱାମୀ, ମେ ୧୩ରେ ନେବେ ଶପଥ

May-10-2026 09:31 AM IST
ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ପଢନ୍ତୁ…

ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ପଢନ୍ତୁ…

May-10-2026 08:15 AM IST
ବାତ୍ୟା ଦ୍ୱନ୍ଦ୍ୱ ମଧ୍ୟରେ ସୃଷ୍ଚି ହେଲା ଘୂର୍ଣ୍ଣିବଳୟ, ଦିନକ ପରେ ନେବ ଲଘୁଚାପର ରୂପ

ବାତ୍ୟା ଦ୍ୱନ୍ଦ୍ୱ ମଧ୍ୟରେ ସୃଷ୍ଚି ହେଲା ଘୂର୍ଣ୍ଣିବଳୟ, ଦିନକ ପରେ ନେବ ଲଘୁଚାପର ରୂପ

May-09-2026 03:55 PM IST
‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ !

‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ !

May-09-2026 03:42 PM IST
ଭାତ ଖାଇଲେ ବଢ଼େ କି ମୋଟା ପଣ , ଜାଣନ୍ତୁ ଏହା ପଛର ସତ ?

ଭାତ ଖାଇଲେ ବଢ଼େ କି ମୋଟା ପଣ , ଜାଣନ୍ତୁ ଏହା ପଛର ସତ ?

May-09-2026 01:22 PM IST
ଶୁଭେନ୍ଦୁ ଅଧିକାରୀଙ୍କ ସହିତ ଶପଥ ନେଇଥିବା ପାଞ୍ଚ ଜଣ ମନ୍ତ୍ରୀ କିଏ ?

ଶୁଭେନ୍ଦୁ ଅଧିକାରୀଙ୍କ ସହିତ ଶପଥ ନେଇଥିବା ପାଞ୍ଚ ଜଣ ମନ୍ତ୍ରୀ କିଏ ?

May-09-2026 01:08 PM IST
ପଶ୍ଚିମବଙ୍ଗରେ ଚାଲିଥିଲା ଶପଥ ଗ୍ରହଣ ଉତ୍ସବ; ପାଦ ଛୁଇଁ ମୁଣ୍ଡିଆ ମାରିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ସେ କିଏ?

ପଶ୍ଚିମବଙ୍ଗରେ ଚାଲିଥିଲା ଶପଥ ଗ୍ରହଣ ଉତ୍ସବ; ପାଦ ଛୁଇଁ ମୁଣ୍ଡିଆ ମାରିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ସେ କିଏ?

May-09-2026 01:02 PM IST
  • About
  • Careers
  • Contact Us
Sunday, May 10, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଆଜିଠୁ ଥାଲାପତି ବିଜୟ ସରକାର, ୧୦ଟାରେ ନେବେ ଶପଥ

by M M
May-10-2026 08:55 AM IST
in ଦେଶ ବିଦେଶ
0
ଆଜିଠୁ ଥାଲାପତି ବିଜୟ ସରକାର, ୧୦ଟାରେ ନେବେ ଶପଥ
491
SHARES
1.4k
VIEWS
Share on FacebookShare on Twitter

୫ ଦିନର କସରତ ପରେ ଥାଲାପତି ବିଜୟ ଶେଷରେ ସଂଖ୍ୟା ଖେଳରେ ଜିତିଛନ୍ତି । ବିଜୟଙ୍କ ଦଳ ଟିଭିକେ (ତାମିଲଗା ଭେଟ୍ରି କାଝାଗମ୍) ବହୁମତ ସଂଖ୍ୟା ହାସଲ କରିବା ପରେ ରାଜ୍ୟପାଳ ତାଙ୍କୁ ସରକାର ଗଠନ ପାଇଁ ଅନୁମତି ଦେଇଛନ୍ତି। ଆଜି ସକାଳ ୧୦ଟାରେ ଚେନ୍ନାଇର ନେହରୁ ଷ୍ଟାଡିୟମରେ ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏଥିସହ ବିଜୟଙ୍କୁ ବୁଧବାର ଅର୍ଥାତ ୧୩ ତାରିଖ ସୁଦ୍ଧା ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିବ ବୋଲି ଲୋକଭବନ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ।

ଟିଭିକେକୁ ଗତକାଲି ଡିଏମ୍କେ ସହଯୋଗୀ ଭିସିକେ (ବିଦୁଥଲାଇ ଚିରୁଥିଗଲ କାଚି) ଏବଂ ଆଇୟୁଏମ୍ଏଲ ସମର୍ଥନ ଦେବା ପରେ ଏହାର ସଂଖ୍ୟା ୧୨୦ରେ ପହଞ୍ଚିଛି। ସଂଖ୍ୟାଗରିଷ୍ଠତା ହାସଲ ପରେ ବିଜୟ ତାଙ୍କ ଦଳର ବରିଷ୍ଠ ନେତାମାନଙ୍କ ସହ ମିଶି ଗତକାଲି ଚତୁର୍ଥ ଥର ପାଇଁ ରାଜ୍ୟପାଳଙ୍କୁ ଭେଟି ୧୨୦ ବିଧାୟକଙ୍କ ସମର୍ଥନପତ୍ର ଦେଇଥିଲେ । ରାଜ୍ୟପାଳ ଏହାକୁ ଗ୍ରହଣ କରି ବିଜୟଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ। ପୂର୍ବରୁ ୩ ଥର ବିଜୟଙ୍କୁ ଲୋକଭବନରୁ ଫେରାଇଥିବା ରାଜ୍ୟପାଳ ବିଜୟଙ୍କୁ ଭେଟିବା ପାଇଁ ତାଙ୍କ କେରଳ ଗସ୍ତକୁ ବାତିଲ କରିଥିଲେ। 

ବିଜୟଙ୍କୁ ଭେଟିବା ପାଇଁ ରାଜ୍ୟପାଳ ପ୍ରଥମେ ମନା କରିଦେଇଥିଲେ। ଏଭଳି ଏକ ଘଡ଼ିସନ୍ଧି ସମୟରେ ରାଜ୍ୟପାଳଙ୍କ ଅନୁପସ୍ଥିତି ଆଗକୁ ବଡ଼ ଜଟିଳ ସ୍ଥିତି ଆଣିପାରେ ବୋଲି ଭୟ ସୃଷ୍ଟି ହୋଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ରାଜ୍ୟପାଳ ତାଙ୍କ କେରଳ ଗସ୍ତ ବାତିଲ କରି ବିଜୟଙ୍କୁ ଲୋକଭବନରେ ସାକ୍ଷାତ କରିଥିଲେ। ତାମିଲନାଡ଼ୁରେ ସରକାର ଗଠନ ପାଇଁ ବାଟ ଫିଟିବା ପରେ ଟିଭିକେ ସମର୍ଥକମାନେ ଚେନ୍ନାଇସ୍ଥିତ ଦଳୀୟ ମୁଖ୍ୟାଳୟ ବାହାରେ ବାଣ ଫୁଟାଇ ଉତ୍ସବ ମନାଇଥିଲେ।

Share196Tweet123
M M

M M

ଆଜିର ପାଗ

Bhubaneswar
May 10, 2026, 11:25 AM
 
SSE
Mainly clear
32°C
1.9 m/s
Apparent: 32°C
Pressure: 1010 mb
Humidity: 90%
Winds: 1.9 m/s SSE
Windgusts: 9.2 m/s
UV-Index: 0
Precip.: 10.2mm /77% / Rain
Sunrise: 5:12 AM
Sunset: 6:13 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom