• Latest
  • Trending
ବିଜେପି ସରକାର ବିରୋଧରେ ରାଜଭବନ ଆଗରେ ବିଜେଡିର ବିକ୍ଷୋଭ

ବିଜେପି ସରକାର ବିରୋଧରେ ରାଜଭବନ ଆଗରେ ବିଜେଡିର ବିକ୍ଷୋଭ

Jul-18-2024 05:20 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-11-2025 06:11 AM IST
ବିଧାୟକଙ୍କ ଦରମା ଦେଶରେ ସର୍ବାଧିକ: ‘ବିଲ୍’ ପାସ୍ ପରେ ସାଧାରଣରେ ଅସନ୍ତୋଷ

ବିଧାୟକଙ୍କ ଦରମା ଦେଶରେ ସର୍ବାଧିକ: ‘ବିଲ୍’ ପାସ୍ ପରେ ସାଧାରଣରେ ଅସନ୍ତୋଷ

Dec-10-2025 11:01 PM IST
ସୋନିଆଙ୍କୁ ମୋକିମଙ୍କ ଚିଠି; ପିସିସି ସଭାପତିଙ୍କ ବିଫଳତାକୁ ନେଇ ରାଜ୍ୟ କଂଗ୍ରେସରେ କମ୍ପନ

ସୋନିଆଙ୍କୁ ମୋକିମଙ୍କ ଚିଠି; ପିସିସି ସଭାପତିଙ୍କ ବିଫଳତାକୁ ନେଇ ରାଜ୍ୟ କଂଗ୍ରେସରେ କମ୍ପନ

Dec-10-2025 10:19 PM IST
ଓଡ଼ିଶାର ବିକାଶ କରିବ ବିଜେପି

ଓଡ଼ିଶାର ବିକାଶ କରିବ ବିଜେପି

Dec-10-2025 10:02 PM IST
ବାସୁଦେବପୁରରେ ବିଜେଡିର ଗଡ଼ ଦୋହଲିଲା; ବିଷ୍ଣୁବ୍ରତ ରାଉତରାୟଙ୍କ ‘ସଙ୍ଗଠନ ବଞ୍ଚାଅ’ ଉଦ୍ୟମ

ବାସୁଦେବପୁରରେ ବିଜେଡିର ଗଡ଼ ଦୋହଲିଲା; ବିଷ୍ଣୁବ୍ରତ ରାଉତରାୟଙ୍କ ‘ସଙ୍ଗଠନ ବଞ୍ଚାଅ’ ଉଦ୍ୟମ

Dec-10-2025 11:45 AM IST
ଆୟୁଷ୍ମାନ ଭାରତ ଯୋଜନା: କାର୍ଡ ଥାଇ ବି ମାଗଣା ଚିକିତ୍ସା କେତେ ସମ୍ଭବ? ଜାଣନ୍ତୁ ୫ ଲକ୍ଷ ଟଙ୍କାର ସୀମା ଓ ନିୟମ

ଆୟୁଷ୍ମାନ ଭାରତ ଯୋଜନା: କାର୍ଡ ଥାଇ ବି ମାଗଣା ଚିକିତ୍ସା କେତେ ସମ୍ଭବ? ଜାଣନ୍ତୁ ୫ ଲକ୍ଷ ଟଙ୍କାର ସୀମା ଓ ନିୟମ

Dec-10-2025 11:23 AM IST

କ’ଣ କହୁଛି ଆଜିର ରାଶିଫଳ

Dec-10-2025 11:16 AM IST
ବାରବାଟୀରେ ଟିମ୍ ଇଣ୍ଡିଆର ବଡ଼ ବିଜୟ: ଦକ୍ଷିଣ ଆଫ୍ରିକାକୁ ହରାଇ ସିରିଜ୍‌ରେ ୧-୦ରେ ଅଗ୍ରଣୀ

ବାରବାଟୀରେ ଟିମ୍ ଇଣ୍ଡିଆର ବଡ଼ ବିଜୟ: ଦକ୍ଷିଣ ଆଫ୍ରିକାକୁ ହରାଇ ସିରିଜ୍‌ରେ ୧-୦ରେ ଅଗ୍ରଣୀ

Dec-09-2025 10:09 PM IST
ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଛି : ଗିଲ୍

ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଛି : ଗିଲ୍

Dec-09-2025 07:31 PM IST
ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ସାଉଥ ଆଫ୍ରିକା-ଭାରତ ପ୍ରଥମେ ବ୍ୟାଟିଂ କରିବ

ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ସାଉଥ ଆଫ୍ରିକା-ଭାରତ ପ୍ରଥମେ ବ୍ୟାଟିଂ କରିବ

Dec-09-2025 06:56 PM IST
  • About
  • Careers
  • Contact Us
Thursday, December 11, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଭିଡ଼ିଓ

ବିଜେପି ସରକାର ବିରୋଧରେ ରାଜଭବନ ଆଗରେ ବିଜେଡିର ବିକ୍ଷୋଭ

by M M
Jul-18-2024 05:20 PM IST
in ଭିଡ଼ିଓ, ମୁଖ୍ୟ ଖବର, ରାଜନୀତି
0
ବିଜେପି ସରକାର ବିରୋଧରେ ରାଜଭବନ ଆଗରେ ବିଜେଡିର ବିକ୍ଷୋଭ
491
SHARES
1.4k
VIEWS
Share on FacebookShare on Twitter

ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେପି ସରକାର ବିରୋଧରେ ରାଜଭବନ ଆଗରେ ବିକ୍ଷୋଭ କରିଛି ବିଜେଡି ଯୁବ ଛାତ୍ର ସଙ୍ଗଠନ । ବୈକୁଣ୍ଠକୁ ମାଡ ମାରିବା ଘଟଣାକୁ ୧୧ ଦିନ ବିତି ଯାଇଥିଲେ ମଧ୍ୟ ଏଯାଏଁ ରାଜ୍ୟପାଳଙ୍କ ପୁଅ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି ତାହାକୁ ନେଇ ପ୍ରଶ୍ନ କରିଛନ୍ତି ବିଜେଡିର ଯୁବ ଛାତ୍ର ନେତା । ଏହି ଘଟଣାରେ ରାଜ୍ୟ ସରକାର ଧ୍ରୁତରାଷ୍ଟ ସାଜିଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ।ଓଡ଼ିଆ ସରକାରୀ କର୍ମଚାରୀଙ୍କୁ ଜଣେ ଅଣ ଓଡ଼ିଆ ମାଡ ମାରିବା ଏବଂ ପୀଡ଼ିତଙ୍କୁ ନ୍ୟାୟ ନମିଳିବା ଓଡ଼ିଆ ଅସ୍ମିତା ପ୍ରତି ବିପଦ ବୋଲି ଦଳ କହିଛି। ଏହା ଓଡ଼ିଆ ସ୍ୱାଭିମାନ ପ୍ରତି କୁଠାରଘାତ ବୋଲି କହିଛନ୍ତି ଦେବୀରଞ୍ଜନ । ସେହିଭଳି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି, ନବୀନ ସରକାରରେ ଯିଏ ଭୁଲ କରୁଥିଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା । ଏବେ ଓଡ଼ିଆ ଅସ୍ମିତାର କଥା କହି ସରକାରକୁ ଆସିଥିବା ମୋହନ ସରକାର, ବୈକୁଣ୍ଠ ପ୍ରଧାନଙ୍କୁ ମାଡ ଘଟଣାରେ ନୀରବଦ୍ରଷ୍ଟା ସାଜିଛନ୍ତି । ଯଦି ବୈକୁଣ୍ଠକୁ ନ୍ୟାୟ ନ ମିଳେ ଏବଂ ରାଜ୍ୟପାଳଙ୍କ ପୁଅ ଗିରଫ ନ ହୁଅନ୍ତି ତେବେ ଏହି ବିକ୍ଷୋଭ ଓ ଗଣ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି କହିଛନ୍ତି ବ୍ୟୋମକେଶ ।

Tags: newsroomodisha
Share196Tweet123
M M

M M

ଆଜିର ପାଗ

Bhubaneswar
December 11, 2025, 6:17 AM
 

NW
Fog
12°C
1.1 m/s
Apparent: 11°C
Pressure: 1017 mb
Humidity: 99%
Winds: 1.1 m/s NW
Windgusts: 4.7 m/s
UV-Index: 0
Precip.: 0mm /0% / Rain
Sunrise: 6:11 AM
Sunset: 5:07 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

November 16, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

December 11, 2025
ବିଧାୟକଙ୍କ ଦରମା ଦେଶରେ ସର୍ବାଧିକ: ‘ବିଲ୍’ ପାସ୍ ପରେ ସାଧାରଣରେ ଅସନ୍ତୋଷ

ବିଧାୟକଙ୍କ ଦରମା ଦେଶରେ ସର୍ବାଧିକ: ‘ବିଲ୍’ ପାସ୍ ପରେ ସାଧାରଣରେ ଅସନ୍ତୋଷ

December 10, 2025
ସୋନିଆଙ୍କୁ ମୋକିମଙ୍କ ଚିଠି; ପିସିସି ସଭାପତିଙ୍କ ବିଫଳତାକୁ ନେଇ ରାଜ୍ୟ କଂଗ୍ରେସରେ କମ୍ପନ

ସୋନିଆଙ୍କୁ ମୋକିମଙ୍କ ଚିଠି; ପିସିସି ସଭାପତିଙ୍କ ବିଫଳତାକୁ ନେଇ ରାଜ୍ୟ କଂଗ୍ରେସରେ କମ୍ପନ

December 10, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom