• Latest
  • Trending
ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ପରିବର୍ତ୍ତନ ହେବନି: ମୁଖ୍ୟମନ୍ତ୍ରୀ

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ପରିବର୍ତ୍ତନ ହେବନି: ମୁଖ୍ୟମନ୍ତ୍ରୀ

Jul-21-2024 11:46 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Oct-25-2025 09:07 AM IST
ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ ମ୍ୟାଚ

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ ମ୍ୟାଚ

Oct-25-2025 09:02 AM IST

ଜୀବନ ହାରିଲେ… ପାପୁଲିରେ ଲେଖିଲେ ସୁଇସାଇଡ୍ ନୋଟ୍

Oct-24-2025 05:56 PM IST
ବାତ୍ୟା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ: ସୁରେଶ ପୂଜାରୀ

ବାତ୍ୟା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ: ସୁରେଶ ପୂଜାରୀ

Oct-24-2025 05:32 PM IST
କୋର୍ଟରେ ବିକ୍ରମ ପଣ୍ଡାଙ୍କ ନିର୍ଦ୍ଦୋଷ ପାଇଁ ଲଢ଼ିବେ ୪୪ ଓକିଲ

କୋର୍ଟରେ ବିକ୍ରମ ପଣ୍ଡାଙ୍କ ନିର୍ଦ୍ଦୋଷ ପାଇଁ ଲଢ଼ିବେ ୪୪ ଓକିଲ

Oct-24-2025 04:08 PM IST
ଜେଲରୁ ବାହାରିଲେ ଅମରେଶ, କୋଳେଇ ନେଲେ ଜଗା- ଆଗକୁ କ’ଣ ହେବ ?

ଜେଲରୁ ବାହାରିଲେ ଅମରେଶ, କୋଳେଇ ନେଲେ ଜଗା- ଆଗକୁ କ’ଣ ହେବ ?

Oct-24-2025 03:29 PM IST
ବିହାରରେ ଜଙ୍ଗଲରାଜ ଆଉ ଆବଶ୍ୟକତା ନାହିଁ, ଲାଲୁ ପରିବାରଙ୍କୁ ଟାର୍ଗେଟ କଲେ ମୋଦି

ବିହାରରେ ଜଙ୍ଗଲରାଜ ଆଉ ଆବଶ୍ୟକତା ନାହିଁ, ଲାଲୁ ପରିବାରଙ୍କୁ ଟାର୍ଗେଟ କଲେ ମୋଦି

Oct-24-2025 03:02 PM IST
ଜଳିଗଲା ଚଳନ୍ତା ବସ, 20 ଜୀବନ୍ତ ଦଗ୍ଧ

ଜଳିଗଲା ଚଳନ୍ତା ବସ, 20 ଜୀବନ୍ତ ଦଗ୍ଧ

Oct-24-2025 10:18 AM IST
କ’ଣ କହୁଛି ଆପଣଙ୍କ ଭାଗ୍ୟଫଳ

କ’ଣ କହୁଛି ଆପଣଙ୍କ ଭାଗ୍ୟଫଳ

Oct-24-2025 09:40 AM IST
ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ

Oct-24-2025 09:36 AM IST
  • About
  • Careers
  • Contact Us
Saturday, October 25, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ପରିବର୍ତ୍ତନ ହେବନି: ମୁଖ୍ୟମନ୍ତ୍ରୀ

by M M
Jul-21-2024 11:46 AM IST
in ବଡ଼ ଖବର
0
ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ପରିବର୍ତ୍ତନ ହେବନି: ମୁଖ୍ୟମନ୍ତ୍ରୀ
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାମ ପରିବର୍ତ୍ତନ ହେବନି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ରାଜ୍ୟସ୍ତରରେ କୃତୀ କୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ଭାବେ ପ୍ରଦାନ କରାଯାଉଥିବା ଏହି କ୍ରୀଡ଼ା ପୁରସ୍କାରର ନାମ ପରିବର୍ତ୍ତନ କରାଯାଇ ରାଜ୍ୟ କ୍ରୀଡ଼ା ପୁରସ୍କାର କରାଯିବ ବୋଲି ଚର୍ଚ୍ଚା ହେଉଥିଲା । ଯାହାକୁ ନେଇ ସ୍ପଷ୍ଟ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଏଭଳି ଆଲୋଚନା ସମ୍ପୂର୍ଣ୍ଣ ଭିତ୍ତିହୀନ କିଛି ସତ୍ୟତା ନାହିଁ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଯୋଜନା ନାହିଁ । ବିଜେପି ସରକାର ରାଜ୍ୟର ବରପୁତ୍ରମାନଙ୍କୁ ସମ୍ମାନ ପ୍ରଦାନ କରିଥାନ୍ତି । ପୂର୍ବପରି ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଜାରି ରହିବ । ଅଗଷ୍ଟ ୨୯ରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଏହି ପୁରସ୍କାର ଚାରୋଟି ଭିନ୍ନ ଶ୍ରେଣୀରେ କ୍ରୀଡା ଏବଂ ଖେଳର ଉଲ୍ଲେଖନୀୟ ପ୍ରଦର୍ଶନ, କ୍ରୀଡ଼ା ଏବଂ ଖେଳର ପ୍ରୋତ୍ସାହନରେ ଆଜୀବନ ସଫଳତା, କୋଚିଂରେ ଉତ୍କର୍ଷତା ଏବଂ କ୍ରୀଡ଼ା ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷତା ପାଇଁ ପ୍ରଦାନ କରାଯାଉଥିବା ବେଳେ ନୂଆ ସରକାର ଆସିବା ପରେ ଏଭଳି ଚର୍ଚ୍ଚା ଗଣମାଧ୍ୟମରେ ହେଉଥିଲା ।

Tags: bjdbjpnewsodiaodishapolitics
Share196Tweet123
M M

M M

ଆଜିର ପାଗ

Bhubaneswar
October 25, 2025, 9:12 AM
 

NE
Mainly clear
29°C
2.3 m/s
Apparent: 32°C
Pressure: 1010 mb
Humidity: 92%
Winds: 2.3 m/s NE
Windgusts: 7.1 m/s
UV-Index: 0
Precip.: 2.5mm /75% / Rain
Sunrise: 5:45 AM
Sunset: 5:15 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

October 25, 2025
ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ ମ୍ୟାଚ

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ ମ୍ୟାଚ

October 25, 2025

ଜୀବନ ହାରିଲେ… ପାପୁଲିରେ ଲେଖିଲେ ସୁଇସାଇଡ୍ ନୋଟ୍

October 24, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom