• Latest
  • Trending
ବିବାହବେଳେ ଅଜବ ସର୍ତ୍ତ ରଖିଥିଲେ କାଜୋଲ

ବିବାହବେଳେ ଅଜବ ସର୍ତ୍ତ ରଖିଥିଲେ କାଜୋଲ

Jul-25-2024 05:57 PM IST
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

Dec-12-2025 07:14 AM IST

ଆମେରିକା-ପାକିସ୍ତାନ ବୃହତ୍ ଅସ୍ତ୍ରଶସ୍ତ୍ର ଚୁକ୍ତି : F-16 ପୁଣି କିଣିବ ପାକିସ୍ତାନ

Dec-11-2025 07:38 PM IST
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି ପଛରେ କାରଣ କହିଲେ ସୂର୍ଯ୍ୟ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି ପଛରେ କାରଣ କହିଲେ ସୂର୍ଯ୍ୟ

Dec-11-2025 07:10 PM IST
ବାହାଘର ବାତିଲ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ମନ୍ଧାନା

ବାହାଘର ବାତିଲ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ମନ୍ଧାନା

Dec-11-2025 04:33 PM IST
ବନ୍ଦେ ମାତରମ୍‌ କିପରି ସ୍ୱାଧୀନତା ସଂଗ୍ରାମର ମହାମନ୍ତ୍ର ଥିଲା?

ବନ୍ଦେ ମାତରମ୍‌ କିପରି ସ୍ୱାଧୀନତା ସଂଗ୍ରାମର ମହାମନ୍ତ୍ର ଥିଲା?

Dec-11-2025 08:36 AM IST
ରାହୁଲଙ୍କ ‘ଖୋଲା ବିତର୍କ’ ଆହ୍ୱାନକୁ ଶାହଙ୍କ ପ୍ରତ୍ୟାଖ୍ୟାନ

ରାହୁଲଙ୍କ ‘ଖୋଲା ବିତର୍କ’ ଆହ୍ୱାନକୁ ଶାହଙ୍କ ପ୍ରତ୍ୟାଖ୍ୟାନ

Dec-11-2025 07:08 AM IST
ଓଡ଼ିଶାରେ ପ୍ରବଳ ଶୀତ ଲହରି; ଅନେକ ସ୍ଥାନରେ ୧୦°C ତଳେ ତାପମାତ୍ରା

ଓଡ଼ିଶାରେ ପ୍ରବଳ ଶୀତ ଲହରି; ଅନେକ ସ୍ଥାନରେ ୧୦°C ତଳେ ତାପମାତ୍ରା

Dec-11-2025 06:21 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-11-2025 06:11 AM IST
ବିଧାୟକଙ୍କ ଦରମା ଦେଶରେ ସର୍ବାଧିକ: ‘ବିଲ୍’ ପାସ୍ ପରେ ସାଧାରଣରେ ଅସନ୍ତୋଷ

ବିଧାୟକଙ୍କ ଦରମା ଦେଶରେ ସର୍ବାଧିକ: ‘ବିଲ୍’ ପାସ୍ ପରେ ସାଧାରଣରେ ଅସନ୍ତୋଷ

Dec-10-2025 11:01 PM IST
ସୋନିଆଙ୍କୁ ମୋକିମଙ୍କ ଚିଠି; ପିସିସି ସଭାପତିଙ୍କ ବିଫଳତାକୁ ନେଇ ରାଜ୍ୟ କଂଗ୍ରେସରେ କମ୍ପନ

ସୋନିଆଙ୍କୁ ମୋକିମଙ୍କ ଚିଠି; ପିସିସି ସଭାପତିଙ୍କ ବିଫଳତାକୁ ନେଇ ରାଜ୍ୟ କଂଗ୍ରେସରେ କମ୍ପନ

Dec-10-2025 10:19 PM IST
  • About
  • Careers
  • Contact Us
Friday, December 12, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଭିଡ଼ିଓ

ବିବାହବେଳେ ଅଜବ ସର୍ତ୍ତ ରଖିଥିଲେ କାଜୋଲ

by M M
Jul-25-2024 05:57 PM IST
in ଭିଡ଼ିଓ, ମନୋରଞ୍ଜନ
0
ବିବାହବେଳେ ଅଜବ ସର୍ତ୍ତ ରଖିଥିଲେ କାଜୋଲ
491
SHARES
1.4k
VIEWS
Share on FacebookShare on Twitter

ବଲିଉଡ୍‌ର ଲୋକପ୍ରିୟ ଦମ୍ପତିଙ୍କ ମଧ୍ୟରୁ ଅଭିନେତା ଅଜୟ ଦେବ୍‌ଗନ୍‌ ଓ ଅଭିନେତ୍ରୀ କାଜୋଲ ଅନ୍ୟତାମ। ବ୍ୟକ୍ତିଗତ ଜୀବନକୁ ନେଇ ଏହି ଷ୍ଟାର ଦମ୍ପତି ଅନେକବାର ଚର୍ଚ୍ଚାରେ ରହିଥାନ୍ତି। ତେବେ ନିଜ ବିବାହକୁ ନେଇ ବୁଧବାର ଏକ ସାକ୍ଷାତ୍‌କାରରେ କାଜୋଲ ନୂତନ ଖୁଲାସା କରିଛନ୍ତି। ବିବାହ ପାଇଁ ସେ ଅଜୟଙ୍କ ସମ୍ମୁଖରେ ଏକ ଅଜବ ସର୍ତ୍ତ ରଖିଥିବା କହିଛନ୍ତି।

ରିଲିଜ୍‌ ହୋଇଥିବା ‘ପ୍ୟାର୍‌ ତୋ ହୋନା ହି ଥା’ ଫିଲ୍ମରେ ଉଭୟେ ଅଜୟ ଓ କାଜୋଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମର ଶୁଟିଂ ଚାଲିଥିବାବେଳେ ଅଜୟ କାଜୋଲଙ୍କୁ ପ୍ରପୋଜ କରିଥିଲେ ଓ ତାଙ୍କ ସହ ବିବାହ କରିବାକୁ ଚାହୁଁଥିବା ନେଇ ଇଚ୍ଛା ପ୍ରକାଶ କରିଥିଲେ। ତେବେ ଅଜୟଙ୍କ ପ୍ରପୋଜକୁ କାଜୋଲ ଏକ ସର୍ତ୍ତରେ ସ୍ବୀକାର କରିଥିଲେ। ଯଦି ‘ପ୍ୟାର୍‌ ତୋ ହୋନା ହି ଥା’ ଫିଲ୍ମ ହିଟ୍‌ ହୁଏ ତେବେ ଯାଇ ସେ ଏହି ବିବାହ ପାଇଁ ରାଜି ଥିବା କାଜୋଲ କହିଥିଲେ, ଅନ୍ୟଥା ବିବାହ ନେଇ ସେ କେବେ ମଧ୍ୟ ଆଲୋଚନା କରିବେ ନାହିଁ ବୋଲି ଅଜୟଙ୍କୁ ରୋକ୍‌ଠୋକ୍‌ ଶୁଣାଇଥିଲେ। ତେବେ ୧୫ ଜୁଲାଇ, ୧୯୯୮ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମଟି ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା। ଫିଲ୍ମରେ କାଜୋଲ ଓ ଅଜୟଙ୍କ ଯୋଡ଼ିକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ରିପୋର୍ଟ ଅନୁଯାୟୀ, ୭.୫୦ କୋଟି ଟଙ୍କା ବଜେଟରେ ନିର୍ମିତ ହୋଇଥିବା ଏହି ଫିଲ୍ମଟି ବକ୍ସ ଅଫିସରେ ୩୧.୫୫ କୋଟି ଟଙ୍କା ସଂଗ୍ରହକରି ସୁପରହିଟ୍‌ ହୋଇଥିଲା। ଏହାସହ ବିବାହ ପାଇଁ ଅଜୟଙ୍କ ସମ୍ମୁଖରେ କାଜୋଲ ରଖିଥିବା ସର୍ତ୍ତ ପୂରଣ ହୋଇଥିଲା। ଉଭୟେ ୨୪ ଫେବୃଆରୀ ୧୯୯୯ରେ ବିବାହ କରିଥିଲେ।

 

Share196Tweet123
M M

M M

ଆଜିର ପାଗ

Bhubaneswar
December 12, 2025, 10:39 AM
 

NNW
Clear sky
24°C
0.9 m/s
Apparent: 15°C
Pressure: 1015 mb
Humidity: 86%
Winds: 0.9 m/s NNW
Windgusts: 3.8 m/s
UV-Index: 0
Precip.: 0mm /0% / Rain
Sunrise: 6:12 AM
Sunset: 5:07 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

November 16, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025

ଆମେରିକା-ପାକିସ୍ତାନ ବୃହତ୍ ଅସ୍ତ୍ରଶସ୍ତ୍ର ଚୁକ୍ତି : F-16 ପୁଣି କିଣିବ ପାକିସ୍ତାନ

December 11, 2025
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି ପଛରେ କାରଣ କହିଲେ ସୂର୍ଯ୍ୟ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି ପଛରେ କାରଣ କହିଲେ ସୂର୍ଯ୍ୟ

December 11, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom