• Latest
  • Trending
ନୀତି ଆୟୋଗ ବୈଠକରେ ମୋଦିଙ୍କ ଆଗରେ ଦାବି ରଖିଲେ ମୋହନ

ନୀତି ଆୟୋଗ ବୈଠକରେ ମୋଦିଙ୍କ ଆଗରେ ଦାବି ରଖିଲେ ମୋହନ

July 27, 2024
ଟ୍ରମ୍ପଙ୍କୁ ତେଲ ମାର ଫାଇଦା ନିଅ

ଟ୍ରମ୍ପଙ୍କୁ ତେଲ ମାର ଫାଇଦା ନିଅ

August 21, 2025

ଏହି 11ଟା ପ୍ରମାଣ ପତ୍ର ନଥିଲେ ଆପଣ ଦେଇପାରିବେନି ଭୋଟ

August 21, 2025

ମମତାଙ୍କ ଉପରେ ବର୍ଷିଲେ ମୋହନ

August 20, 2025

ଭୋଟ ଚୋରି ରୋକିବ କିଏ?

August 18, 2025
ମେଡିକାଲରୁ “ମୁଁ ଭଲ ଅଛି” କହିଲେ ନବୀନ

ମେଡିକାଲରୁ “ମୁଁ ଭଲ ଅଛି” କହିଲେ ନବୀନ

August 17, 2025

ସି.ପି. ରାଧାକୃଷ୍ଣନ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ

August 17, 2025

ଭାରତର ଯାତ୍ରା: ୧୯୪୭ରୁ ୨୦୨୫

August 17, 2025

ନୋବେଲ ପୁରସ୍କାର ପାଇଁ ଟ୍ରମ୍ପଙ୍କ ଲବି ଜୋରଦାର

August 17, 2025

ଯଦି ବିଜେଡି ନିଜକୁ ପୁନର୍ଜୀବିତ ନ କରେ, ଓଡ଼ିଶାରେ ଏକ ନୂତନ ଆଞ୍ଚଳିକ ମୋର୍ଚ୍ଚା ଏକ ସମ୍ଭାବନା ହୋଇପାରେ

August 13, 2025

ଭଲ ଖାଦ୍ୟ ଖାଉଥିଲେ, ମୋନିକାଙ୍କୁ କେମିତି ହେଲା କ୍ୟାନସର

August 13, 2025
  • About
  • Careers
  • Contact Us
Thursday, August 21, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ନୀତି ଆୟୋଗ ବୈଠକରେ ମୋଦିଙ୍କ ଆଗରେ ଦାବି ରଖିଲେ ମୋହନ

by M M
July 27, 2024
in ବଡ଼ ଖବର, ଭିଡ଼ିଓ, ରାଜନୀତି
0
491
SHARES
1.4k
VIEWS
Share on FacebookShare on Twitter

ନୀତି ଆୟୋଗ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଭିନ୍ନ ଦାବି ରଖିଛନ୍ତି ।  ରାଜ୍ୟରେ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳ ପ୍ରତିଷ୍ଠା ପାଇଁ ସହାୟତା ଲୋଡ଼ିଛନ୍ତି ।  ଧାମରା ଓ ଗୋପାଳପୁରରେ ଶିଳ୍ପାଞ୍ଚଳ ଗଠନ ଦାବି କରିଛନ୍ତି। ଏହାସହ ବିପର୍ୟ୍ୟୟ ଓ ଭିତ୍ତିଭୂମି ପ୍ରକଳ୍ପକୁ ତୁରନ୍ତ କେନ୍ଦ୍ରୀୟ ମଞ୍ଜୁରୀ ପାଇଁ ଦାବି ରଖିଛନ୍ତି ।  ବ୍ୟାଙ୍କ ନଥିବା ପଞ୍ଚାୟତରେ ବ୍ୟାଙ୍କ ଓ ଏଟିଏମ୍ ଖୋଲିବାକୁ କେନ୍ଦ୍ରକୁ ସହାୟତା ମାଗିଛି ରାଜ୍ୟ। ରାଜ୍ୟରେ ରେଳ ସଂଯୋଗ ବଢ଼ାଇବା ସହ କାର୍ବନ ନିର୍ଗମନ କିପରି କମ୍ କରାଯାଇପାରିବ, ସେଥିପାଇଁ ସହାୟତା ଲୋଡ଼ିଛନ୍ତି ରାଜ୍ୟ ସରକାର।

Tags: newsroomodishapolitics
Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଟ୍ରମ୍ପଙ୍କୁ ତେଲ ମାର ଫାଇଦା ନିଅ

ଟ୍ରମ୍ପଙ୍କୁ ତେଲ ମାର ଫାଇଦା ନିଅ

August 21, 2025

ଏହି 11ଟା ପ୍ରମାଣ ପତ୍ର ନଥିଲେ ଆପଣ ଦେଇପାରିବେନି ଭୋଟ

August 21, 2025

ମମତାଙ୍କ ଉପରେ ବର୍ଷିଲେ ମୋହନ

August 20, 2025

Weather

Bhubaneswar
August 21, 2025, 1:36 pm
 

SSW
Overcast
28°C
0.6 m/s
Apparent: 34°C
Pressure: 1004 mb
Humidity: 93%
Winds: 0.6 m/s SSW
Windgusts: 7.3 m/s
UV-Index: 0
Precip.: 12.7mm /85% / Rain
Sunrise: 5:28 am
Sunset: 6:11 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom