• Latest
  • Trending
ଭିସ୍ତାରା ପକ୍ଷରୁ ବିମାନରେ ୱାଇ-ଫାଇ ସେବା ଆରମ୍ଭ

ଭିସ୍ତାରା ପକ୍ଷରୁ ବିମାନରେ ୱାଇ-ଫାଇ ସେବା ଆରମ୍ଭ

July 29, 2024
ଟ୍ରମ୍ପଙ୍କୁ ତେଲ ମାର ଫାଇଦା ନିଅ

ଟ୍ରମ୍ପଙ୍କୁ ତେଲ ମାର ଫାଇଦା ନିଅ

August 21, 2025

ଏହି 11ଟା ପ୍ରମାଣ ପତ୍ର ନଥିଲେ ଆପଣ ଦେଇପାରିବେନି ଭୋଟ

August 21, 2025

ମମତାଙ୍କ ଉପରେ ବର୍ଷିଲେ ମୋହନ

August 20, 2025

ଭୋଟ ଚୋରି ରୋକିବ କିଏ?

August 18, 2025
ମେଡିକାଲରୁ “ମୁଁ ଭଲ ଅଛି” କହିଲେ ନବୀନ

ମେଡିକାଲରୁ “ମୁଁ ଭଲ ଅଛି” କହିଲେ ନବୀନ

August 17, 2025

ସି.ପି. ରାଧାକୃଷ୍ଣନ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ

August 17, 2025

ଭାରତର ଯାତ୍ରା: ୧୯୪୭ରୁ ୨୦୨୫

August 17, 2025

ନୋବେଲ ପୁରସ୍କାର ପାଇଁ ଟ୍ରମ୍ପଙ୍କ ଲବି ଜୋରଦାର

August 17, 2025

ଯଦି ବିଜେଡି ନିଜକୁ ପୁନର୍ଜୀବିତ ନ କରେ, ଓଡ଼ିଶାରେ ଏକ ନୂତନ ଆଞ୍ଚଳିକ ମୋର୍ଚ୍ଚା ଏକ ସମ୍ଭାବନା ହୋଇପାରେ

August 13, 2025

ଭଲ ଖାଦ୍ୟ ଖାଉଥିଲେ, ମୋନିକାଙ୍କୁ କେମିତି ହେଲା କ୍ୟାନସର

August 13, 2025
  • About
  • Careers
  • Contact Us
Thursday, August 21, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଭିସ୍ତାରା ପକ୍ଷରୁ ବିମାନରେ ୱାଇ-ଫାଇ ସେବା ଆରମ୍ଭ

by M M
July 29, 2024
in ଦେଶ ବିଦେଶ, ଭିଡ଼ିଓ, ରାଜ୍ୟ
0
ଭିସ୍ତାରା ପକ୍ଷରୁ ବିମାନରେ ୱାଇ-ଫାଇ ସେବା ଆରମ୍ଭ
491
SHARES
1.4k
VIEWS
Share on FacebookShare on Twitter

ଏୟାରଲାଇନ୍‌ ଭିସ୍ତାରା ପକ୍ଷରୁ ବିମାନରେ ୱାଇ-ଫାଇ ସେବା ଆରମ୍ଭ କରାଯାଇଛି। ଏଭଳି ସେବା ପ୍ରଦାନ କରିବାରେ ଭିସ୍ତାରା ହେଉଛି ଦେଶରେ ପ୍ରଥମ। କମ୍ପାନି ଏହାର ବୋଇଂ ୭୮୭-୯ ଡ୍ରିମ୍‌ଲାଇନର୍‌ ଓ ଏୟାରବସ୍‌ ଏ୩୨୧ ନିଓ ଭଳି ଅନ୍ତର୍ଜାତୀୟ ବିମାନରେ ଯାତ୍ରୀମାନଙ୍କୁ ୨୦ ମିନିଟ୍‌ ପାଇଁ ମାଗଣାରେ ୱାଇ-ଫାଇ ବ୍ୟବହାର କରିବାର ସୁଯୋଗ ପ୍ରଦାନ କରୁଛି। କମ୍ପାନି ପକ୍ଷରୁ କୁହାଯାଇଛି ଯେ ଯାତ୍ରୀମାନେ ୨୦ ମିନିଟ୍‌ର ମାଗଣା ୱାଇ-ଫାଇ ବ୍ୟବହାର କରିପାରିବେ। ଯେଉଁମାନେ ଅଧିକ ସମୟ ସେହି ସୁବିଧା ବ୍ୟବହାର କରିବାକୁ ଚାହୁଛନ୍ତି ସେମାନେ ନିଜର ଡେବିଟ୍ କିମ୍ବା କ୍ରେଡିଟ୍‌ କାର୍ଡ ବ୍ୟବହାର କରି ବିଭିନ୍ନ ପ୍ଲାନ୍‌ କିଣିପାରିବେ।ନିଜର ଇ-ମେଲ୍ ଜରିଆରେ ଯାତ୍ରୀମାନଙ୍କୁ ଓଟିପି ମିଳିବ ଯାହାକୁ ବ୍ୟବହାର କରି ସେମାନେ ପ୍ଲାନ୍‌କୁ ସକ୍ରିୟ କରିପାରିବେ। ପ୍ରଥମ ଭାରତୀୟ ଏୟାରଲାଇନ୍ ଭାବେ ବିମାନରେ ୱାଇ-ଫାଇ ସେବା ଆରମ୍ଭ କରି ଆମେ ଆନନ୍ଦିତ ବୋଲି କମ୍ପାନିର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ଦୀପକ ରାଜାୱତ୍ କହିଛନ୍ତି।

Tags: newsroomodisha
Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଟ୍ରମ୍ପଙ୍କୁ ତେଲ ମାର ଫାଇଦା ନିଅ

ଟ୍ରମ୍ପଙ୍କୁ ତେଲ ମାର ଫାଇଦା ନିଅ

August 21, 2025

ଏହି 11ଟା ପ୍ରମାଣ ପତ୍ର ନଥିଲେ ଆପଣ ଦେଇପାରିବେନି ଭୋଟ

August 21, 2025

ମମତାଙ୍କ ଉପରେ ବର୍ଷିଲେ ମୋହନ

August 20, 2025

Weather

Bhubaneswar
August 21, 2025, 10:20 am
 

SW
Slight rain showers
29°C
1.8 m/s
Apparent: 34°C
Pressure: 1004 mb
Humidity: 93%
Winds: 1.8 m/s SW
Windgusts: 7.3 m/s
UV-Index: 0
Precip.: 10.2mm /85% / Rain
Sunrise: 5:28 am
Sunset: 6:11 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom