• Latest
  • Trending
ପୂର୍ବ ସରକାର ତାଲିକା ଦେଲେନି : ଘର ପାଇଲେନି ହିତାଧିକାରୀ

ପୂର୍ବ ସରକାର ତାଲିକା ଦେଲେନି : ଘର ପାଇଲେନି ହିତାଧିକାରୀ

July 31, 2024

ଆସନ୍ତା ୩ ବର୍ଷରେ ପ୍ରାଥମିକ ଶିକ୍ଷା ପାଇଁ ୪୫ ହଜାର ଶିକ୍ଷକ ନିଯୁକ୍ତ ହେବେ

August 21, 2025
ଟ୍ରମ୍ପଙ୍କୁ ତେଲ ମାର ଫାଇଦା ନିଅ

ଟ୍ରମ୍ପଙ୍କୁ ତେଲ ମାର ଫାଇଦା ନିଅ

August 21, 2025

ଏହି 11ଟା ପ୍ରମାଣ ପତ୍ର ନଥିଲେ ଆପଣ ଦେଇପାରିବେନି ଭୋଟ

August 21, 2025

ମମତାଙ୍କ ଉପରେ ବର୍ଷିଲେ ମୋହନ

August 20, 2025

ଭୋଟ ଚୋରି ରୋକିବ କିଏ?

August 18, 2025
ମେଡିକାଲରୁ “ମୁଁ ଭଲ ଅଛି” କହିଲେ ନବୀନ

ମେଡିକାଲରୁ “ମୁଁ ଭଲ ଅଛି” କହିଲେ ନବୀନ

August 17, 2025

ସି.ପି. ରାଧାକୃଷ୍ଣନ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ

August 17, 2025

ଭାରତର ଯାତ୍ରା: ୧୯୪୭ରୁ ୨୦୨୫

August 17, 2025

ନୋବେଲ ପୁରସ୍କାର ପାଇଁ ଟ୍ରମ୍ପଙ୍କ ଲବି ଜୋରଦାର

August 17, 2025

ଯଦି ବିଜେଡି ନିଜକୁ ପୁନର୍ଜୀବିତ ନ କରେ, ଓଡ଼ିଶାରେ ଏକ ନୂତନ ଆଞ୍ଚଳିକ ମୋର୍ଚ୍ଚା ଏକ ସମ୍ଭାବନା ହୋଇପାରେ

August 13, 2025
  • About
  • Careers
  • Contact Us
Thursday, August 21, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଭିଡ଼ିଓ

ପୂର୍ବ ସରକାର ତାଲିକା ଦେଲେନି : ଘର ପାଇଲେନି ହିତାଧିକାରୀ

by M M
July 31, 2024
in ଭିଡ଼ିଓ, ମୁଖ୍ୟ ଖବର, ରାଜ୍ୟ
0
ପୂର୍ବ ସରକାର ତାଲିକା ଦେଲେନି : ଘର ପାଇଲେନି ହିତାଧିକାରୀ
491
SHARES
1.4k
VIEWS
Share on FacebookShare on Twitter

ପୁଣି ପୂର୍ବ ବିଜେଡି ସରକାର ଉପରେ ଦୋଷ ଲଦିଲେ ମନ୍ତ୍ରୀ। ତତ୍କାଳୀନ ବିଜେଡି ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନ ଦେବାରୁ ଘର ଖଣ୍ଡେ ପାଇଲେନି ଲୋକେ । ପୂର୍ବ ସଦରୀୀକାରଙ୍କ ବେପରୁଆ କାମ ଯୋଗୁଁ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରିଯାଇଥିବା ବିଭାଗୀୟ ମନ୍ତ୍ରୀ ରବି ନାୟକ ସୂଚନା ଦେଇଛନ୍ତି।ବିଧାନସଭାରେ ବିଜେପି ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଉତ୍ତର ରଖି ପଞ୍ଚୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି, ୨୦୧୬ରୁ ୨୦୨୪ ମଧ୍ୟରେ ତତ୍କାଳୀନ ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦେଇନାହାନ୍ତି। ଫଳରେ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରି ଯାଇଛି। ୨୦୧୪ରୁ ବର୍ତ୍ତମାନ ସୁଦ୍ଧା ୩୬ ଲକ୍ଷ ୫୭ ହଜାର ୮୪୭ ପକ୍କା ଘର ନିର୍ମାଣ ଶେଷ ହୋଇଥିବା ବେଳେ ୫ ଲକ୍ଷ ୨୭ ହଜାର ୬୦୪ ଗୃହ ନିର୍ମାଣଧୀନ ରହିଛି। ଏହା ବାଦ୍ ମଞ୍ଜୁର ହୋଇଥିବା ୩୨ ହଜାର ୯୧୩ ପକ୍କା ଘର କାମ ଆରମ୍ଭ ହୋଇପାରି ନାହିଁ। ବର୍ତ୍ତମାନ ସୁଦ୍ଧା ଓଡିଶାକୁ ୪୨ ଲକ୍ଷ ୧୮ ହଜାର ୩୬୪ ପକ୍କା ଘର ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର। ଏବେ ବି ୧ ଲକ୍ଷ ୨୬ ହଜାର ୭୧୯ ପରିବାର ଆବାସ ପାଇଁ ଆବେଦନ କରି ଘର ଅପେକ୍ଷାରେ ଅଛନ୍ତି।

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ଆସନ୍ତା ୩ ବର୍ଷରେ ପ୍ରାଥମିକ ଶିକ୍ଷା ପାଇଁ ୪୫ ହଜାର ଶିକ୍ଷକ ନିଯୁକ୍ତ ହେବେ

August 21, 2025
ଟ୍ରମ୍ପଙ୍କୁ ତେଲ ମାର ଫାଇଦା ନିଅ

ଟ୍ରମ୍ପଙ୍କୁ ତେଲ ମାର ଫାଇଦା ନିଅ

August 21, 2025

ଏହି 11ଟା ପ୍ରମାଣ ପତ୍ର ନଥିଲେ ଆପଣ ଦେଇପାରିବେନି ଭୋଟ

August 21, 2025

Weather

Bhubaneswar
August 21, 2025, 8:13 pm
 

SW
Thunderstorm
27°C
0.7 m/s
Apparent: 34°C
Pressure: 1004 mb
Humidity: 95%
Winds: 0.7 m/s SW
Windgusts: 7.7 m/s
UV-Index: 0
Precip.: 17.8mm /90% / Rain
Sunrise: 5:28 am
Sunset: 6:10 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom