• Latest
  • Trending

ମନୁ ଭାକରଙ୍କୁ ବିବାହ କରିବେ କି ନୀରଜ ?

Aug-13-2024 05:43 PM IST
odisha.newsroom.in

ବଙ୍ଗଳା ଓ ଆସାମରେ ବିଜେପିର ଦବଦବା…ତାମିଲନାଡୁରେ ବିଜୟଙ୍କ ‘ବ୍ଲକବଷ୍ଟର’ ଏଣ୍ଟ୍ରି

May-04-2026 06:52 PM IST
odisha.newsroom.in

ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ କିଏ ? ଚର୍ଚ୍ଚାରେ ଏହି ନେତାଙ୍କ ନାମ…

May-04-2026 06:12 PM IST
odisha.newsroom.in

ତାମିଲନାଡୁରେ ଅଟୋ ଚାଳକଙ୍କ କମାଲ…ବଡ଼ ନେତାଙ୍କୁ ହରାଇଦେଲେ

May-04-2026 05:13 PM IST
odisha.newsroom.in

TMC କାର୍ଯ୍ୟାଳୟ ଖାଁ ଖାଁ…ମମତାଙ୍କ ଘର ଆଗରେ ‘ଜୟ ଶ୍ରୀରାମ’ ନାରା

May-04-2026 03:02 PM IST
odisha.newsroom.in

ପୁଡୁଚେରୀ ନିର୍ବାଚନ ଫଳାଫଳ: ପୁଣି ଥରେ କ୍ଷମତା ଆଡ଼କୁ ବିଜେପି ମେଣ୍ଟ, ପଛରେ ପଡ଼ିଲା କଂଗ୍ରେସ

May-04-2026 12:42 PM IST
odisha.newsroom.in

ତାମିଲନାଡୁରେ’TVK’ ମ୍ୟାଜିକ୍: ବିଜୟଙ୍କ ଘର ଆଗରେ ପୋଲିସ୍ ଛାଉଣୀ କାହିଁକି ?

May-04-2026 12:18 PM IST
odisha.newsroom.in

କେରଳରେ ବଡ଼ ବିଜୟ ଆଡ଼କୁ UDF…LDF କର୍ମୀଙ୍କ ମଧ୍ୟରେ ନିରାଶା…

May-04-2026 11:58 AM IST
odisha.newsroom.in

ତାମିଲନାଡୁରେ ବିଜୟଙ୍କ ଦବଦବା…ଛତ୍ରଭଙ୍ଗ ଦେଲେଣି DMK କର୍ମୀ

May-04-2026 11:20 AM IST
odisha.newsroom.in

ବେଙ୍ଗଲରେ ବିଜେପି ଆଗରେ, ତାମିଲନାଡୁରେ ବିଜୟଙ୍କ TVK ର କମାଲ

May-04-2026 10:37 AM IST
odisha.newsroom.in

ପ୍ରାରମ୍ଭିକ ଟ୍ରେଣ୍ଡରେ ମମତାଙ୍କୁ ପଛରେ ପକାଇଲେ ଶୁଭେନ୍ଦୁ ଅଧିକାରୀ

May-04-2026 09:54 AM IST
  • About
  • Careers
  • Contact Us
Monday, May 4, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଖେଳ

ମନୁ ଭାକରଙ୍କୁ ବିବାହ କରିବେ କି ନୀରଜ ?

by M M
Aug-13-2024 05:43 PM IST
in ଖେଳ, ଦେଶ ବିଦେଶ, ଭିଡ଼ିଓ
0
491
SHARES
1.4k
VIEWS
Share on FacebookShare on Twitter

ଦୁଇ ଷ୍ଟାରଙ୍କ ବିବାହକୁ ନେଇ ଚର୍ଚା । ଅଲମ୍ପିକ୍ସରେ ବାଜି ମାରିଥିବା ମନୁ ଭାକରଙ୍କୁ ବିବାହ କରିବେ ନୀରଜ ଚୋପ୍ରା। ଏଭଳି ଚର୍ଚା ଏବେ ଖାଲି ଭାରତରେ ନୁହେଁ ସାରା ବିଶ୍ବରେ ଚାଲିଛି ।  ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ଶେଷ ସନ୍ଧ୍ୟାରେ ପିସ୍ତଲ ସୁଟର ମନୁ ଭାକର ଏବଂ ଭାରତର ଲୋକପ୍ରିୟ ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରାଙ୍କୁ ସାଥିରେ ଦେଖିବା ପରେ ଆରମ୍ଭ ହୋଇଛି ଏଭଳି ଚର୍ଚ୍ଚା। ନୀରଜ ଉଭୟ ମନୁ ଓ ତାଙ୍କ ସହ ହସି ହସି କଥା ହେଉଥିବା ବେଳେ ୩ଜଣ ପ୍ୟାରିସ୍ ଅଲିମ୍ପିକ୍ସର ଶେଷ ସନ୍ଧ୍ୟାକୁ ଉପଭୋଗ କରିଥିଲେ। ଏହି ସମୟର ଭିଡିଓ ସାମ୍ନାକୁ ଆସିବା ପରେ ଦୁହେଁ ଖୁବଶୀଘ୍ର ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଏମଧ୍ୟରେ ମନୁଙ୍କ ବାପା ଏହି ଚର୍ଚ୍ଚା ଉପରେ ନିଜର ପ୍ରତିକ୍ରିୟା  ରଖିଛନ୍ତି।ସେ କହିଛନ୍ତି ‌ଯେ, “ମନୁ ଏବେ ବହୁତ ଛୋଟ ଅଛନ୍ତି। ତାଙ୍କର ବିବ‌ାହ କରିବାର ବୟସ ହୋଇନାହିଁ। ବର୍ତ୍ତମାନ ସୁଦ୍ଧା ଆମେ ଏ ବିଷୟରେ ଚିନ୍ତା କରୁନାହୁଁ।” ତେବେ ସେ ବିବାହ ଖବରକୁ ଖାରଜ କରିଥିଲେ ବି ନୀରଜଙ୍କ ସହ ମନୁଙ୍କ ସମ୍ପର୍କ ବିଷୟରେ କିଛି କହିନଥିବାରୁ ଦୁହିଁଙ୍କ ମଧ୍ୟରେ ନିଶ୍ଚିତ ଭାବରେ ପ୍ରେମ ସମ୍ପର୍କ ଥିବା କଥା ଲୋକେ କହିବା ଆରମ୍ଭ କରିଛନ୍ତି।

Tags: newsroomodisha
Share196Tweet123
M M

M M

ଆଜିର ପାଗ

Bhubaneswar
May 4, 2026, 6:54 PM
 

S
Overcast
29°C
4.1 m/s
Apparent: 31°C
Pressure: 1007 mb
Humidity: 97%
Winds: 4.1 m/s S
Windgusts: 12 m/s
UV-Index: 0
Precip.: 0mm /45% / Rain
Sunrise: 5:15 AM
Sunset: 6:11 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom