• Latest
  • Trending
ବିଧାନସଭାରେ ବିଧାୟକ ନେବେ ପ୍ରଶିକ୍ଷଣ ! କେନ୍ଦ୍ରମନ୍ତ୍ରୀଙ୍କୁ ଅତିଥି କରିବାକୁ ନେଇ ପ୍ରଶ୍ନ କଲା ବିଜେଡି

ବିଧାନସଭାରେ ବିଧାୟକ ନେବେ ପ୍ରଶିକ୍ଷଣ ! କେନ୍ଦ୍ରମନ୍ତ୍ରୀଙ୍କୁ ଅତିଥି କରିବାକୁ ନେଇ ପ୍ରଶ୍ନ କଲା ବିଜେଡି

Aug-14-2024 07:07 PM IST
ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

Oct-28-2025 07:47 PM IST
ବାତ୍ୟା ‘ମୋନ୍ଥା’କୁ ନେଇ ସତର୍କ ରହିବାକୁ ଅନୁରୋଧ କଲେ ନବୀନ ପଟ୍ଟନାୟକ

ବାତ୍ୟା ‘ମୋନ୍ଥା’କୁ ନେଇ ସତର୍କ ରହିବାକୁ ଅନୁରୋଧ କଲେ ନବୀନ ପଟ୍ଟନାୟକ

Oct-28-2025 01:21 PM IST
ନୂଆପଡ଼ାର ଉନ୍ନତି ମୋର ଏକମାତ୍ର ସଂକଳ୍ପ : ସ୍ନେହାଙ୍ଗିନୀ

ନୂଆପଡ଼ାର ଉନ୍ନତି ମୋର ଏକମାତ୍ର ସଂକଳ୍ପ : ସ୍ନେହାଙ୍ଗିନୀ

Oct-28-2025 11:59 AM IST
ଭୟଭୀତ ହେବା ନାହିଁ; ଧର୍ଯ୍ୟର ସହ ବାତ୍ୟାର ମୁକାବିଲା କରିବା : ମନମୋହନ ସାମଲ

ଭୟଭୀତ ହେବା ନାହିଁ; ଧର୍ଯ୍ୟର ସହ ବାତ୍ୟାର ମୁକାବିଲା କରିବା : ମନମୋହନ ସାମଲ

Oct-28-2025 11:38 AM IST
ସନ୍ଧ୍ୟା ପରେ ଆନ୍ଧ୍ର ଉପକୂଳ ଅତିକ୍ରମ କରି କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ମୋନ୍ଥା’

ସନ୍ଧ୍ୟା ପରେ ଆନ୍ଧ୍ର ଉପକୂଳ ଅତିକ୍ରମ କରି କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ମୋନ୍ଥା’

Oct-28-2025 10:50 AM IST
ମୋନ୍ଥା ପାଇଁ କେଉଁ ଟ୍ରେନ ବାତିଲ ଜାଣନ୍ତୁ

ମୋନ୍ଥା ପାଇଁ କେଉଁ ଟ୍ରେନ ବାତିଲ ଜାଣନ୍ତୁ

Oct-28-2025 09:30 AM IST
ବର୍ଷା ଆରମ୍ଭ : ରାଜ୍ୟ ସରକାର ପ୍ରସ୍ତୁତ

ବର୍ଷା ଆରମ୍ଭ : ରାଜ୍ୟ ସରକାର ପ୍ରସ୍ତୁତ

Oct-28-2025 09:25 AM IST
କ’ଣ ରହିଛି ଆପଣଙ୍କ ରାଶିଫଳ ?

କ’ଣ ରହିଛି ଆପଣଙ୍କ ରାଶିଫଳ ?

Oct-28-2025 09:23 AM IST
ନୂଆପଡ଼ାରେ ଜିତିବା ପାଇଁ ରଣନୀତି କରୁଛି ବିଜେପି, ଖରିଆର ରୋଡ଼ ଠାରେ ବିଜେପି ବୁଥ କାର୍ଯ୍ୟକର୍ତ୍ତାଙ୍କ ବୈଠକ

ନୂଆପଡ଼ାରେ ଜିତିବା ପାଇଁ ରଣନୀତି କରୁଛି ବିଜେପି, ଖରିଆର ରୋଡ଼ ଠାରେ ବିଜେପି ବୁଥ କାର୍ଯ୍ୟକର୍ତ୍ତାଙ୍କ ବୈଠକ

Oct-27-2025 07:44 PM IST
ରାପିଡୋ ଡ୍ରାଇଭର କଲେ ଏପରି କାମ, ପ୍ରଶଂସା କରୁଛନ୍ତି ସମସ୍ତେ

ରାପିଡୋ ଡ୍ରାଇଭର କଲେ ଏପରି କାମ, ପ୍ରଶଂସା କରୁଛନ୍ତି ସମସ୍ତେ

Oct-27-2025 07:03 PM IST
  • About
  • Careers
  • Contact Us
Tuesday, October 28, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ବିଧାନସଭାରେ ବିଧାୟକ ନେବେ ପ୍ରଶିକ୍ଷଣ ! କେନ୍ଦ୍ରମନ୍ତ୍ରୀଙ୍କୁ ଅତିଥି କରିବାକୁ ନେଇ ପ୍ରଶ୍ନ କଲା ବିଜେଡି

by M M
Aug-14-2024 07:07 PM IST
in ବଡ଼ ଖବର, ରାଜନୀତି, ରାଜ୍ୟ
0
ବିଧାନସଭାରେ ବିଧାୟକ ନେବେ ପ୍ରଶିକ୍ଷଣ ! କେନ୍ଦ୍ରମନ୍ତ୍ରୀଙ୍କୁ ଅତିଥି କରିବାକୁ ନେଇ ପ୍ରଶ୍ନ କଲା ବିଜେଡି
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ବର : ବିଧାୟକ ପ୍ରଶିକ୍ଷଣକୁ ନେଇ ରାଜନୀତି । କେନ୍ଦ୍ରମନ୍ତ୍ରୀଙ୍କୁ ଅତିଥି କରିବାକୁ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ବିଜେଡିର ବରିଷ୍ଠ ନେତା ତଥା ଦଳର ବରିଷ୍ଠ ମୁଖପାତ୍ର ତଥା ଦଳର ଉପମୁଖ୍ୟ ସଚେତକ ପ୍ରତାପ ଦେବ ଓ ବିଧାୟକ ଗଣେଶ୍ୱର ବେହେରା ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭଵନ ଠାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ  ବିଧାନସଭାରେ ଅନୁଷ୍ଠିତ ହେବାକୁ ଥିବା ବିଧାୟକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀଙ୍କୁ ଅତିଥି କରିବା ନିଷ୍ପତ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି ଏହା ଏକ ଅସଙ୍ଗତି ବୋଲି କହିଛନ୍ତି। ଶ୍ରୀ ଦେବ କହିଥିଲେ, ବିଧାନସଭାରେ ବିଧାୟକମାନଙ୍କୁ ନେଇ ହେଉଥିବା କାର୍ଯ୍ୟକ୍ରମର ସାଧାରଣତଃ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ଅତିଥି ଭାବେ ରହିଥାନ୍ତି। କିନ୍ତୁ ରାଜ୍ୟର ବିଜେପି ସରକାର ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିବା ବିଧାୟକମାନଙ୍କ ପାଇଁ ଅଗଷ୍ଟ ୧୭ ତାରିଖରେ ହେବାକୁ ଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଗଷ୍ଟ ୧୮ ତାରିଖରେ ଉଦଯାପନୀ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ ପି ନଡ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଉଭୟ ନେତା କେନ୍ଦ୍ର ମନ୍ତ୍ରୀ ହୋଇଥିଲେ ମଧ୍ୟ ସେ ବିଧାନସଭାର ସଦସ୍ୟ ନୁହଁନ୍ତି। ତେଣୁ ତାଙ୍କୁ ଅତିଥି କରିବା ଗୃହର ମର୍ଯ୍ୟଦାହାନି  ହେବା ସହ ଏହା ଏକ ଦଳୀୟ କାର୍ଯ୍ୟକ୍ରମ ପରି ମନେ ହେଉଛି। ତେଣୁ ରାଜ୍ୟ ସରକାର ଏଥିରୁ କ୍ଷାନ୍ତ ହୁଅନ୍ତୁ ଓ ପରମ୍ପରା ଭାଙ୍ଗନ୍ତୁ ନାହିଁ।

ବିଜେଡି ନେତା ତଥା କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା କହିଥିଲେ, ବିଧାନସଭା ପରିସରରେ କେନ୍ଦ୍ରମନ୍ତ୍ରୀଙ୍କୁ ଅତିଥି କରିବା ଏକ ବଡ଼ ଅସଙ୍ଗତି। ତାଛଡ଼ା ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଗୁତୁତ୍ୱ ଦିଆ ଯାଇନାହିଁ। ଏହି ପ୍ରଶିକ୍ଷଣ ବ୍ୟତୀତ, ବିଜେପିର ରାଜ୍ୟ ମୁଖ୍ୟାଳୟ ଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ବିଧାନସଭାର ବାଚସ୍ପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବାଚସ୍ପତି ଦଳୀୟ କାର୍ଯ୍ୟକ୍ରମରୁ ଉର୍ଦ୍ଧ୍ୱରେ ରହି କାର୍ଯ୍ୟ କରିବାର ପରମ୍ପରା ରହିଥିଲାବେଳେ ସେ ଦଳୀୟ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ଏକ ଅସଙ୍ଗତି ଓ ଏହା ତାଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି କରୁଛି।

Share196Tweet123
M M

M M

ଆଜିର ପାଗ

Bhubaneswar
October 28, 2025, 8:48 PM
 

ENE
Slight rain showers
25°C
2.1 m/s
Apparent: 31°C
Pressure: 1009 mb
Humidity: 93%
Winds: 2.1 m/s ENE
Windgusts: 10.3 m/s
UV-Index: 0
Precip.: 17.8mm /100% / Rain
Sunrise: 5:46 AM
Sunset: 5:14 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

October 28, 2025
ବାତ୍ୟା ‘ମୋନ୍ଥା’କୁ ନେଇ ସତର୍କ ରହିବାକୁ ଅନୁରୋଧ କଲେ ନବୀନ ପଟ୍ଟନାୟକ

ବାତ୍ୟା ‘ମୋନ୍ଥା’କୁ ନେଇ ସତର୍କ ରହିବାକୁ ଅନୁରୋଧ କଲେ ନବୀନ ପଟ୍ଟନାୟକ

October 28, 2025
ନୂଆପଡ଼ାର ଉନ୍ନତି ମୋର ଏକମାତ୍ର ସଂକଳ୍ପ : ସ୍ନେହାଙ୍ଗିନୀ

ନୂଆପଡ଼ାର ଉନ୍ନତି ମୋର ଏକମାତ୍ର ସଂକଳ୍ପ : ସ୍ନେହାଙ୍ଗିନୀ

October 28, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom