• Latest
  • Trending

ଦୁଇ ରାଜ୍ୟରେ ନିର୍ବାଚନ ,ବିଜେପି ପାଇଁ ଅଗ୍ନି ପରୀକ୍ଷା

Aug-17-2024 01:40 PM IST
odisha.newsroom.in

ସାନି ମତଦାନ ବେଳେ ବେଙ୍ଗଲରେ ଭୟଙ୍କର ହିଂସା…TMC – BJP କର୍ମୀ ହାତାହାତି

May-02-2026 05:59 PM IST
odisha.newsroom.in

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ …ଜାଣିବାକୁ ଏହି Link ରେ କ୍ଲିକ କରନ୍ତୁ…

May-02-2026 04:27 PM IST
odisha.newsroom.in

ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରେ ବଡ଼ ଝଟ୍‌କା…ଆବେଦନ ଖାରଜ…

May-02-2026 03:51 PM IST
odisha.newsroom.in

ଆପଣଙ୍କ ମୋବାଇଲକୁ ଆସିଲା କି ଏମର୍ଜେନ୍ସି ଆଲର୍ଟ ? ଭୟଭୀତ ହୁଅନ୍ତୁନି…

May-02-2026 12:44 PM IST
odisha.newsroom.in

ମାଡ଼ି ଆସୁଛି ବଡ଼ ଲଘୁଚାପ: ଅଧିକ ଘନୀଭୂତ ହୋଇ ନେଇପାରେ ବାତ୍ୟାର ରୂପ…

May-02-2026 12:20 PM IST
odisha.newsroom.in

EVM ଟାମ୍ପରିଂ ଅଭିଯୋଗ…ପଶ୍ଚିମବଙ୍ଗର ୧୫ଟି ବୁଥରେ ପୁନଃ ମତଦାନ ଆରମ୍ଭ…

May-02-2026 11:45 AM IST
odisha.newsroom.in

ବଲାଙ୍ଗିର ଜିଲ୍ଲାରେ ଭୂକମ୍ପ ଝଟକା…ଭୟରେ ଘରୁ ବାହାରି ଆସିଲେ ଲୋକେ…

May-02-2026 11:24 AM IST
Horoscope 2026 May 02: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 May 02: ଜାଣନ୍ତୁ ଆଜିର ରାଶିଫଳ…

May-02-2026 10:53 AM IST
odisha.newsroom.in

‘ଡିଜିଟାଲ୍ ଆରେଷ୍ଟ’ର କଳା କାହାଣୀ…ଜଳୁଥିଲା ଜୁଇ, ବାଜୁଥିଲା ଫୋନ୍…

May-01-2026 05:53 PM IST
odisha.newsroom.in

ଶିକ୍ଷା ବ୍ୟବସ୍ଥାରେ ନୂଆ ଅଧ୍ୟାୟ…୩ ଦିନରେ ୩ ଲକ୍ଷ ପରୀକ୍ଷାଖାତା ଦେଖିଲା AI…

May-01-2026 04:27 PM IST
  • About
  • Careers
  • Contact Us
Sunday, May 3, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଦୁଇ ରାଜ୍ୟରେ ନିର୍ବାଚନ ,ବିଜେପି ପାଇଁ ଅଗ୍ନି ପରୀକ୍ଷା

by M M
Aug-17-2024 01:40 PM IST
in ଦେଶ ବିଦେଶ, ବଡ଼ ଖବର, ଭିଡ଼ିଓ, ରାଜନୀତି
0
491
SHARES
1.4k
VIEWS
Share on FacebookShare on Twitter

ଦୁଇ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି । ସାଧାରଣ ନିର୍ବାଚନ ପରେ ଏହି ଦୁଇ ରାଜ୍ୟର ଫଳାଫଳ ବିଜେପି ପାଇଁ ଅଗ୍ନି ପରୀକ୍ଷା ହୋଇପାରେ । କାରଣ ଏହା ପରେ ବଡ଼ ବଡ଼ ରାଜ୍ୟରେ ନିର୍ବାଚନ ହେବ । ଏବେ ହରିୟାନା ଏବଂ ଜାମ୍ମୁ ଓ କାଶ୍ମୀରରେ ନିର୍ବାଚନ ତାରିଖ ଘୋଷଣା ହୋଇଛି । ଜାମ୍ମୁକାଶ୍ମୀରରେ ସେପ୍ଟେମ୍ବର ୧୮ ଓ ୨୫ ଏବଂ ଅକ୍ଟୋବର ୧ରେ ମତଦାନ ହେବ । ୧୦ ବର୍ଷ ପରେ ସେଠାରେ ନିର୍ବାଚନ ହେବାକୁ ଥିବାରୁ କିଏ ସରକାର ଗଠନ କରିବ କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ଆଲୋଚନା ଚାଲିଛି ।  ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜାମ୍ମୁ ଓ କାଶ୍ମୀରରେ ଭୋଟ ପଡ଼ିବ। ସେପଟେ ହରିୟାଣାରେ ଅକ୍ଟୋବର ୧ରେ ଗୋଟିଏ ପର୍ଯ୍ୟାୟରେ ହେବ ନିର୍ବାଚନ। ଏଠାରେ ବିଜେପି ସରକାର ଗଠନ କରି ଶାସନ କରୁଛି ସତ କିନ୍ତୁ ହିମାଚଳରେ ବିଜେପି ହାରିବା ପରେ ହରିଆନାରେ ସରକାର ବଂଚାଇ ରଖିବା ବିଜେପି ପାଇଁ କଷ୍ଟକର ହୋଇପାରେ ।  ଦୁଇ ରାଜ୍ୟରେ ଅକ୍ଟୋବର ୪ରେ ଆସିବ ଫଳାଫଳ। ଆଉ କଣ ଫଳ ଆସିବ ତାକୁ ନେଇ ଏବେ ଏନଡିଏ ଏବଂ ଇଣ୍ଡି ମେଂଟ ଜିତିବା ନେଇ ପ୍ରତିକ୍ରିୟା ରଖୁଛନ୍ତି ।

 

Tags: bjpelectionnewsnewsroompolitics
Share196Tweet123
M M

M M

ଆଜିର ପାଗ

Bhubaneswar
May 3, 2026, 8:45 PM
 

S
Clear sky
27°C
2.4 m/s
Apparent: 32°C
Pressure: 1004 mb
Humidity: 93%
Winds: 2.4 m/s S
Windgusts: 11.5 m/s
UV-Index: 0
Precip.: 2.5mm /43% / Rain
Sunrise: 5:15 AM
Sunset: 6:11 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom