ଆଖି ଖୋସିଦେଲା ଜବତ ସୁନା । ସୁନା ଚୋରା ଚାଲାଣ ବେଳେ ଦୁଇଟି କଣ୍ଟେନର ଜବତ କରିଛି ସିଟି ଜିଏସଟି ବିଭାଗ । କଣ୍ଟେନର ମଧ୍ୟରୁ 80 କେଜି ସୁନା ଓ କୁଇଣ୍ଟାଲରୁ ଅଧିକ ରୂପା ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ 30 କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି । ସୁନା ଚାଲାଣ ପାଇଁ ନୂଆ ଷ୍ଟ୍ରାଟେଜି ବନାଇଥିଲେ ଅଭିଯୁକ୍ତ । ବ୍ୟାଙ୍କରେ ଟଙ୍କା ଲୋଡ଼ ହେଉଥିବା ଗାଡ଼ିରେ ସୁନା ଚାଲାଣ କରାଯାଉଥିଲା । ତେବେ କେଉଁଠାରେ ଏହି ସୁନା ଆସୁଥିଲା । ଏହାର ମାଲିକ କିଏ । ତାହା ଜାଣିବାକୁ ତଦନ୍ତ ଚାଲିଛି ।




/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)




