• Latest
  • Trending
ରେଳମନ୍ତ୍ରୀଙ୍କ ବଡ଼ ଘୋଷଣା

ରେଳମନ୍ତ୍ରୀଙ୍କ ବଡ଼ ଘୋଷଣା

Aug-28-2024 06:09 PM IST
କଣ ରହିଛି ଆଜିର ରାଶିଫଳ

କଣ ରହିଛି ଆଜିର ରାଶିଫଳ

Dec-25-2025 09:36 AM IST
ଲଣ୍ଡନରେ ଓଡ଼ିଆ ପ୍ରବାସୀ ଶ୍ୱେତା ମହାନ୍ତି ଓ ପାର୍ଥସାରଥୀ ପଣ୍ଡାଙ୍କ ପ୍ରୟାସ: ଆୟୋଜିତ ହେଲା ‘ମୋଦୀ ୩.୦’ କଳା ପ୍ରଦର୍ଶନୀ

ଲଣ୍ଡନରେ ଓଡ଼ିଆ ପ୍ରବାସୀ ଶ୍ୱେତା ମହାନ୍ତି ଓ ପାର୍ଥସାରଥୀ ପଣ୍ଡାଙ୍କ ପ୍ରୟାସ: ଆୟୋଜିତ ହେଲା ‘ମୋଦୀ ୩.୦’ କଳା ପ୍ରଦର୍ଶନୀ

Dec-25-2025 09:20 AM IST
ଆଜି ମଧ୍ୟରାତ୍ରିରେ ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ

ଆଜି ମଧ୍ୟରାତ୍ରିରେ ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ

Dec-24-2025 09:09 AM IST

ଆଜିଠୁ ଆରମ୍ଭ ହେଉଛି ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ,ମଥୁରା ନଗରୀ ସାଜିଛି ବରଗଡ଼

Dec-24-2025 08:57 AM IST
ଆଦିବାସୀଙ୍କ ଜମିପଟ୍ଟା ଓଡ଼ିଆ ଓ ଇଂରାଜୀରେ ଲେଖାଯିବ : ମୁଖ୍ୟମନ୍ତ୍ରୀ

ଆଦିବାସୀଙ୍କ ଜମିପଟ୍ଟା ଓଡ଼ିଆ ଓ ଇଂରାଜୀରେ ଲେଖାଯିବ : ମୁଖ୍ୟମନ୍ତ୍ରୀ

Dec-24-2025 08:43 AM IST
କଣ ରହିଛି ଆଜିର ରାଶିଫଳ

କଣ ରହିଛି ଆଜିର ରାଶିଫଳ

Dec-24-2025 08:33 AM IST
ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଥିବା ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ମିଳିବ ଟଙ୍କା, ବୃହତ ଜମାକାରୀ ଚିନ୍ତାରେ

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଥିବା ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ମିଳିବ ଟଙ୍କା, ବୃହତ ଜମାକାରୀ ଚିନ୍ତାରେ

Dec-23-2025 03:30 PM IST

ଗ୍ୟାସ୍ ଚାମ୍ବର ପାଲଟିଛି ଦିଲ୍ଲୀ, ବିପଦ ସଙ୍କେତ ଦେଉଛି ଭୁବନେଶ୍ୱର

Dec-23-2025 02:10 PM IST
ନୂଆଦିଲ୍ଲୀ ଭିସା ସେଣ୍ଟର ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ ଭିସା ସେଣ୍ଟର ବନ୍ଦ କଲା ବାଂଲାଦେଶ

Dec-23-2025 09:22 AM IST
କ’ଣ କହୁଛି ଆପଣଙ୍କ ଭାଗ୍ୟ

କ’ଣ କହୁଛି ଆପଣଙ୍କ ଭାଗ୍ୟ

Dec-23-2025 09:04 AM IST
  • About
  • Careers
  • Contact Us
Thursday, December 25, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ରେଳମନ୍ତ୍ରୀଙ୍କ ବଡ଼ ଘୋଷଣା

by M M
Aug-28-2024 06:09 PM IST
in ଦେଶ ବିଦେଶ, ବଡ଼ ଖବର, ଭିଡ଼ିଓ
0
491
SHARES
1.4k
VIEWS
Share on FacebookShare on Twitter

ଓଡିଶା କୁ କେନ୍ଦ୍ର ସରକାର ଦେଇଛନ୍ତି ବଡ ଉପହାର | ପଶ୍ଚିମ ଓଡ଼ିଶାରେ ୨ଟି ନୂଆ‌ ରେଳ ପ୍ରକଳ୍ପ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ କରିଛନ୍ତି |ଏହି ୨ଟି ପ୍ରକଳ୍ପ ବରଗଡ଼, ନୂଆପଡ଼ା ଓ ସୁନ୍ଦରଗଡ଼ ଦେଇ ଯିବ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଓଡ଼ିଶାର ୨ ରେଳଲାଇନ୍‌କୁ କେନ୍ଦ୍ର କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି। ପ୍ରଥମ ପ୍ରକଳ୍ପ ଅଧୀନରେ ବରଗଡ଼ରୁ ନୂଆପଡ଼ାକୁ ରେଳ ସଂଯୋଗୀକରଣ ହେବ। ଏହି ପ୍ରକଳ୍ପ ଅଧୀନରେ ୧୩୮କିମି ରେଳଲାଇନ୍‌ ବିଛାଯିବ, ଯେଉଁଥି ପାଇଁ ୨୯୬୨  କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଦ୍ବିତୀୟ ପ୍ରକଳ୍ପ ସୁନ୍ଦରଗଡ଼ରୁ ଛତିଶଗଡ଼ ଜିଲ୍ଲା ରାୟଗଡ଼କୁ ସଂଯୋଗ କରିବ। ସୁନ୍ଦରଗଡ଼ ଜିଲ୍ଲା ସରଡେଗାରୁ ଆରମ୍ଭ ହେବାକୁ ଥିବା ଡବଲଲାଇନ୍‌ ରେଳଲାଇନ ରାୟଗଡା ଜିଲ୍ଲା ଭାଲୁମୁରାକୁ ସଂଯୋଗ କରିବ। ୩୭କିମି ରେଳଲାଇନ୍‌ ପାଇଁ  ୧୩୬୦ କୋଟି ଟଙ୍କା ଖର୍ଚ ହେବ |

 

Tags: nationalnewsnewsroomodisha
Share196Tweet123
M M

M M

ଆଜିର ପାଗ

Bhubaneswar
December 25, 2025, 4:12 PM
 

NE
Mainly clear
25°C
0.7 m/s
Apparent: 26°C
Pressure: 1013 mb
Humidity: 54%
Winds: 0.7 m/s NE
Windgusts: 7.1 m/s
UV-Index: 1.15
Precip.: 0mm /0% / Rain
Sunrise: 6:19 AM
Sunset: 5:13 PM
© 2025 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
କଣ ରହିଛି ଆଜିର ରାଶିଫଳ

କଣ ରହିଛି ଆଜିର ରାଶିଫଳ

December 25, 2025
ଲଣ୍ଡନରେ ଓଡ଼ିଆ ପ୍ରବାସୀ ଶ୍ୱେତା ମହାନ୍ତି ଓ ପାର୍ଥସାରଥୀ ପଣ୍ଡାଙ୍କ ପ୍ରୟାସ: ଆୟୋଜିତ ହେଲା ‘ମୋଦୀ ୩.୦’ କଳା ପ୍ରଦର୍ଶନୀ

ଲଣ୍ଡନରେ ଓଡ଼ିଆ ପ୍ରବାସୀ ଶ୍ୱେତା ମହାନ୍ତି ଓ ପାର୍ଥସାରଥୀ ପଣ୍ଡାଙ୍କ ପ୍ରୟାସ: ଆୟୋଜିତ ହେଲା ‘ମୋଦୀ ୩.୦’ କଳା ପ୍ରଦର୍ଶନୀ

December 25, 2025
ଆଜି ମଧ୍ୟରାତ୍ରିରେ ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ

ଆଜି ମଧ୍ୟରାତ୍ରିରେ ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ

December 24, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom