• Latest
  • Trending
ବିଦା ହେଲେ ବିବାଦୀୟ ଆଇଆଇସି ବିଜୟ ମଲ୍ଲିକ

ବିଦା ହେଲେ ବିବାଦୀୟ ଆଇଆଇସି ବିଜୟ ମଲ୍ଲିକ

Sep-04-2024 04:28 PM IST
ପ୍ରବଳ ବର୍ଷିବ, ସ୍ଥଳଭାଗ ଠାରୁ ୯୩୦ କିଲୋମିଟର ଦୂରରେ ଆସୁଛି ବାତ୍ୟା

ପ୍ରବଳ ବର୍ଷିବ, ସ୍ଥଳଭାଗ ଠାରୁ ୯୩୦ କିଲୋମିଟର ଦୂରରେ ଆସୁଛି ବାତ୍ୟା

Oct-26-2025 07:38 PM IST
ଏଆଇ କମ୍ପାନି ଗଠନ କଲେ ମୁକେଶ ଅମ୍ବାନି

ଏଆଇ କମ୍ପାନି ଗଠନ କଲେ ମୁକେଶ ଅମ୍ବାନି

Oct-26-2025 05:05 PM IST
କୋରାପୁଟ କଫିକୁ ପ୍ରଶଂସା କଲେ ମୋଦି

କୋରାପୁଟ କଫିକୁ ପ୍ରଶଂସା କଲେ ମୋଦି

Oct-26-2025 04:25 PM IST
କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ଅଧ୍ୟକ୍ଷତାରେ ବାତ୍ୟା ମୁକାବିଲା ସମୀକ୍ଷା କଲା ଏନସିଏମସି

କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ଅଧ୍ୟକ୍ଷତାରେ ବାତ୍ୟା ମୁକାବିଲା ସମୀକ୍ଷା କଲା ଏନସିଏମସି

Oct-26-2025 12:23 PM IST

ବିକ୍ରମ ଜେଲରେ, ନବୀନଙ୍କ ଗଂଜାମ ଗଡ଼ ଏବେ ସଙ୍କଟରେ !

Oct-26-2025 10:42 AM IST
ପାର୍ବଣ ଋତୁରେ ଲୋକଙ୍କ ପସନ୍ଦ ଟ୍ରେନ୍ , ବଢ଼ୁଛି ଯାତ୍ରୀଙ୍କ ସଂଖ୍ୟା

ପାର୍ବଣ ଋତୁରେ ଲୋକଙ୍କ ପସନ୍ଦ ଟ୍ରେନ୍ , ବଢ଼ୁଛି ଯାତ୍ରୀଙ୍କ ସଂଖ୍ୟା

Oct-26-2025 10:02 AM IST
ବିଜେପି ସରକାରଙ୍କ ୫୦୦ ଦିନକୁ ନେଇ ଟାର୍ଗେଟ କଲା ବିଜେଡି

ବିଜେପି ସରକାରଙ୍କ ୫୦୦ ଦିନକୁ ନେଇ ଟାର୍ଗେଟ କଲା ବିଜେଡି

Oct-26-2025 09:54 AM IST
ରୋହତିଙ୍କ ଦମଦାର ଶତକ, ଅଷ୍ଟ୍ରେଲିଆକୁ ପରାସ୍ତ କଲା ଭାରତ

ରୋହତିଙ୍କ ଦମଦାର ଶତକ, ଅଷ୍ଟ୍ରେଲିଆକୁ ପରାସ୍ତ କଲା ଭାରତ

Oct-26-2025 09:41 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ ?

କ’ଣ କହୁଛି ଆପଣଙ୍କ ରାଶିଫଳ ?

Oct-26-2025 09:35 AM IST
ଜମ୍ମୁକାଶ୍ମୀରରେ ରାଜ୍ୟସଭା ନିର୍ବାଚନ, ସଂଖ୍ୟା ନଥାଇ ବିଜେପି ଜିତିଲା ଗୋଟିଏ ଆସନ

ଜମ୍ମୁକାଶ୍ମୀରରେ ରାଜ୍ୟସଭା ନିର୍ବାଚନ, ସଂଖ୍ୟା ନଥାଇ ବିଜେପି ଜିତିଲା ଗୋଟିଏ ଆସନ

Oct-25-2025 10:17 AM IST
  • About
  • Careers
  • Contact Us
Sunday, October 26, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଅପରାଧ

ବିଦା ହେଲେ ବିବାଦୀୟ ଆଇଆଇସି ବିଜୟ ମଲ୍ଲିକ

by M M
Sep-04-2024 04:28 PM IST
in ଅପରାଧ, ରାଜ୍ୟ
0
ବିଦା ହେଲେ ବିବାଦୀୟ ଆଇଆଇସି ବିଜୟ ମଲ୍ଲିକ
492
SHARES
1.4k
VIEWS
Share on FacebookShare on Twitter

ମାହାଙ୍ଗା: ରଶ୍ମିତା ଦାସଙ୍କ ଆତ୍ମାହୁତି ମାହାଙ୍ଗା ମାମଲାରେ ଥାନାରୁ ବିଦା ହେଲେ ବିବାଦୀୟ ଥାନା ଅଧିକାରୀ ବିଜୟ ମଲ୍ଲିକ ।  ଗତ ମାସ ଅଗଷ୍ଟ ୧୬ ତାରିଖରେ ମାହାଙ୍ଗା ଥାନା ସମ୍ମୁଖରେ ପେଟ୍ରୋଲ ଢ଼ାଳି ନିଜ ଶରୀରରେ ଆତ୍ମାହୁତି ଦେଇଥିଲେ ରଶ୍ମିତା । ମାହାଙ୍ଗା ଥାନା ଆନନ୍ଦପୁର ପଞ୍ଚାୟତ,ଖର୍ତ୍ତାଙ୍ଗ ଗ୍ରାମର ରଶ୍ମିତା ଦାସଙ୍କ ସ୍ଵାମୀ ଶଙ୍କର ଦାସଙ୍କୁ ମିଛ ଚୋରୀ ମାମଲାରେ ଉଠାଇ ଆଣି କୋର୍ଟ ଚାଲାଣ କରିଥିଲା ମାହାଙ୍ଗା ପୋଲିସ୍ । ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ଥାନାକୁ ଆସି ଥାନା ଅଧିକାରୀଙ୍କୁ ଗୁହାରୀ କରିଥିଲେ ରଶ୍ମିତା । ହେଲେ ଥାନା ଅଧିକାରୀ ବିଜୟ ମଲ୍ଲିକ ଏବଂ ମହିଳା ଏସ.ଆଇ ଇପ୍ସିତା ପ୍ରିୟଦର୍ଶିନୀଙ୍କ ଅତ୍ୟାଚାର ସହି ନପାରି ଥାନା ସମ୍ମୁଖରେ ଆତ୍ମାହୁତି ଦେଇଥିଲେ ରଶ୍ମିତା, ଚିକିତ୍ସା ପାଇଁ ରଶ୍ମିତାଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ ଏବଂ ତାଙ୍କ ଶରୀର ୬୦ ପ୍ରତିଶତ ପୋଡ଼ିଯାଇଥିବାରୁ ତାଙ୍କୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମେଡ଼ିକାଲ ବେଡ୍ ରେ ୫ ଦିନ ସଂଘର୍ଷ କରିବା ପରେ ମେଡ଼ିକାଲ ରେ ଆଖି ବୁଜିଥିଲେ ରଶ୍ମିତା ଦାସ । ରଶ୍ମିତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ବାଜିବା ପରେ ଥାନା ଅଧିକାରୀ ବିବାଦ ଘେରରେ ଛନ୍ଦି ହୋଇଯାଇଥିଲେ । ରଶ୍ମିତାଙ୍କ ଶବ ବ୍ୟବଚ୍ଛେଦ ପରେ ମୃତ ଶରୀର ଆଣି ଥାନା ସମ୍ମୁଖରେ ବସି ନ୍ୟାୟ ପାଇଁ ଦାବୀ କରିଥିଲେ ରଶ୍ମିତାଙ୍କ ପରିବାର ଲୋକେ ।  ହେଲେ ରଶ୍ମିତାଙ୍କ ମୃତ୍ୟୁକୁ ୨୦ ଦୀନ ବିତିଯାଇଥିଲେ ମଧ୍ୟ ନ୍ୟାୟ ଆଶାରେ ଏବେ ପରିବାର ଲୋକେ ।  ଅଭିଯୋଗ ଆଧାରରେ ଥାନା ଅଧିକାରୀ ବିଜୟ ମଲ୍ଲିକଙ୍କ ଉପରେ ଆଇନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ପ୍ରଶାସନ କଟକ ଜିଲ୍ଲା ନିଆଳି ଥାନାକୁ ବଦଳି କରିଥିବା ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ବିଜୟଙ୍କ ପରେ ଏବେ ମାହାଙ୍ଗା ଥାନା ଅଧକାରୀ ଭାବେ ଯୋଗ ଦେବେ ତପନ କୁମାର ରାଉତ

Share197Tweet123
M M

M M

ଆଜିର ପାଗ

Bhubaneswar
October 26, 2025, 8:19 PM
 

ESE
Mainly clear
27°C
1.3 m/s
Apparent: 31°C
Pressure: 1011 mb
Humidity: 92%
Winds: 1.3 m/s ESE
Windgusts: 6.1 m/s
UV-Index: 0
Precip.: 0mm /10% / Rain
Sunrise: 5:45 AM
Sunset: 5:15 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ପ୍ରବଳ ବର୍ଷିବ, ସ୍ଥଳଭାଗ ଠାରୁ ୯୩୦ କିଲୋମିଟର ଦୂରରେ ଆସୁଛି ବାତ୍ୟା

ପ୍ରବଳ ବର୍ଷିବ, ସ୍ଥଳଭାଗ ଠାରୁ ୯୩୦ କିଲୋମିଟର ଦୂରରେ ଆସୁଛି ବାତ୍ୟା

October 26, 2025
ଏଆଇ କମ୍ପାନି ଗଠନ କଲେ ମୁକେଶ ଅମ୍ବାନି

ଏଆଇ କମ୍ପାନି ଗଠନ କଲେ ମୁକେଶ ଅମ୍ବାନି

October 26, 2025
କୋରାପୁଟ କଫିକୁ ପ୍ରଶଂସା କଲେ ମୋଦି

କୋରାପୁଟ କଫିକୁ ପ୍ରଶଂସା କଲେ ମୋଦି

October 26, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom