• Latest
  • Trending

ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ୫ ପୋଲିସ ନିଲମ୍ବିତ

Sep-18-2024 02:37 PM IST
odisha.newsroom.in

ଟ୍ରମ୍ପ ଦେଲେ ନୂଆ କଣ୍ଟ…ତୁରନ୍ତ ହର୍ମୁଜ ଖୋଲ, ନହେଲେ ଖାର୍ଗଦ୍ବୀପ ଧ୍ବଂସ

Mar-30-2026 06:25 PM IST
odisha.newsroom.in

ଏମିତି କରନ୍ତୁ ଆପଣଙ୍କ ଡ୍ରଇଙ୍ଗରୁମ…ଘରକୁ ସୁଖ ଶାନ୍ତି ନିଶ୍ଚୟ ଆସିବ

Mar-30-2026 04:50 PM IST
odisha.newsroom.in

ହୁ ହୁ ହୋଇ ବଢୁଛି ଅଶୋଧିତ ତୈଳ ମୂଲ୍ୟ…ଯୁଦ୍ଧ ବନ୍ଦ ନହେଲେ…

Mar-30-2026 04:24 PM IST
ନବୀନ ନିବାସରେ କଟକ କର୍ପୋରେଟର, ଖୁବ ଶୀଘ୍ର ବଡ଼ ନିଷ୍ପତ୍ତି…

ନବୀନ ନିବାସରେ କଟକ କର୍ପୋରେଟର, ଖୁବ ଶୀଘ୍ର ବଡ଼ ନିଷ୍ପତ୍ତି…

Mar-30-2026 02:14 PM IST
odisha.newsroom.in

ଭାରତୀୟ ବଜାରରେ ଚୀନ CCTV ବ୍ୟାନ…କଣ ରହିଛି କାରଣ ?

Mar-30-2026 01:33 PM IST
odisha.newsroom.in

ବିଧାୟକ ଓ ତାଙ୍କ ସ୍ୱାମୀଙ୍କ ଦବଙ୍ଗଗିରି, ରାଜନୈତିକ ବୟାନବାଜି ଜୋର

Mar-30-2026 01:03 PM IST
odisha.newsroom.in

ବିଜୁ ବିରୋଧୀ ବୟାନକୁ ନବୀନଙ୍କ କଡ଼ା ନିନ୍ଦା, କହିଲେ ନିଶିକାନ୍ତଙ୍କ ମୁଣ୍ଡ କାମ କରୁନି, ମେଣ୍ଟାଲ ଡାକ୍ତର ଦେଖାନ୍ତୁ

Mar-30-2026 12:28 PM IST
odisha.newsroom.in

ଟ୍ରମ୍ପଙ୍କ ବିବାଦୀୟ ବୟାନ..ଇରାନର ଖାର୍ଗ ଦ୍ବୀପ ଦଖଲ କରିବୁ, ତେଲ ନବୁ

Mar-30-2026 12:06 PM IST
odisha.newsroom.in

ଆମେରିକାରେ ତୀବ୍ର ହେଉଛି NO KING ନାରା, କଣ କରିବେ ଟ୍ରମ୍ପ ?

Mar-30-2026 11:42 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-30-2026 10:41 AM IST
  • About
  • Careers
  • Contact Us
Tuesday, March 31, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ୫ ପୋଲିସ ନିଲମ୍ବିତ

by M M
Sep-18-2024 02:37 PM IST
in ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ୫ ପୋଲିସ ନିଲମ୍ବିତ। ୫ ପୋଲିସ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଡିଜିପି ୱାଇ ବି ଖୁରାନିଆ। ଏହି ଘଟଣାରେ ଭରତପୁର ଥାନାର ପୂର୍ବତନ ଆଇଆଇସି ଦିନକୃଷ୍ଣ ମିଶ୍ର ସସ୍‌ପେଣ୍ଡ ହୋଇଛନ୍ତି। କ୍ୟାପଟେନ ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ କରିପାରେ ପୋଲିସ। ଗତ ଶନିବାର ରାତି ଅଧରେ ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳରେ କେତେକ ଦୁବୃର୍ତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ଗୁରୁବଂଶ ଓ ତାଙ୍କ ବାନ୍ଧବୀ ଅଭିଯୋଗ କରିବାକୁ ଯାଇଥିଲେ। ଜଣେ ମହିଳା ଅଫିସରଙ୍କୁ ଅଭିଯୋଗ ରଖିବାକୁ କହିବା ପରେ ସେ ଶୁଣିନଥିଲେ। ଏନେଇ ଉଭୟଙ୍କ ମଧ୍ଯରେ ଯୁକ୍ତିତର୍କ ହେବା ପରେ ଗୁରୁବଂଶଙ୍କୁ  ସାର୍ଟ ଖୋଲି ଥାନାରେ ବସାଇ ଦେଇଥିଲେ।

ସେହିପରି ଏଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସଲିଳମୟୀ ସାହୁ ଓ ସାଗରିକା ରଥ ସସ୍‌ପେଣ୍ଡ ହୋଇଛନ୍ତି। କନଷ୍ଟେବଲ ବଳରାମ ହାଁସଦା ମଧ୍ୟ ନିଲମ୍ବିତ ହୋଇଛନ୍ତି। ଏହା ପୂର୍ବରୁ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ଡିସିପି ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ସେହିପରି ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ସଲିଳମୟୀ ସାହୁଙ୍କୁ ଡିସିପି କାର୍ଯ୍ୟାଳୟ ଓ କନେଷ୍ଟବଳ ବଳରାମ ହାଁସଦାଙ୍କୁ ଭୁବନେଶ୍ବର ଆରଓକୁ ବଦଳି ହୋଇଥିଲା।

Share196Tweet123
M M

M M

ଆଜିର ପାଗ

Bhubaneswar
March 31, 2026, 4:48 AM
 

SW
Overcast
26°C
1.6 m/s
Apparent: 32°C
Pressure: 1008 mb
Humidity: 88%
Winds: 1.6 m/s SW
Windgusts: 5.9 m/s
UV-Index: 0
Precip.: 0mm /38% / Rain
Sunrise: 5:41 AM
Sunset: 6:00 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom