• Latest
  • Trending

ପ୍ରବଳ ବର୍ଷିବ : ଆସୁଛି ବର୍ଷା

Sep-24-2024 07:52 PM IST
odisha.newsroom.in

ଟ୍ରମ୍ପ ଦେଲେ ନୂଆ କଣ୍ଟ…ତୁରନ୍ତ ହର୍ମୁଜ ଖୋଲ, ନହେଲେ ଖାର୍ଗଦ୍ବୀପ ଧ୍ବଂସ

Mar-30-2026 06:25 PM IST
odisha.newsroom.in

ଏମିତି କରନ୍ତୁ ଆପଣଙ୍କ ଡ୍ରଇଙ୍ଗରୁମ…ଘରକୁ ସୁଖ ଶାନ୍ତି ନିଶ୍ଚୟ ଆସିବ

Mar-30-2026 04:50 PM IST
odisha.newsroom.in

ହୁ ହୁ ହୋଇ ବଢୁଛି ଅଶୋଧିତ ତୈଳ ମୂଲ୍ୟ…ଯୁଦ୍ଧ ବନ୍ଦ ନହେଲେ…

Mar-30-2026 04:24 PM IST
ନବୀନ ନିବାସରେ କଟକ କର୍ପୋରେଟର, ଖୁବ ଶୀଘ୍ର ବଡ଼ ନିଷ୍ପତ୍ତି…

ନବୀନ ନିବାସରେ କଟକ କର୍ପୋରେଟର, ଖୁବ ଶୀଘ୍ର ବଡ଼ ନିଷ୍ପତ୍ତି…

Mar-30-2026 02:14 PM IST
odisha.newsroom.in

ଭାରତୀୟ ବଜାରରେ ଚୀନ CCTV ବ୍ୟାନ…କଣ ରହିଛି କାରଣ ?

Mar-30-2026 01:33 PM IST
odisha.newsroom.in

ବିଧାୟକ ଓ ତାଙ୍କ ସ୍ୱାମୀଙ୍କ ଦବଙ୍ଗଗିରି, ରାଜନୈତିକ ବୟାନବାଜି ଜୋର

Mar-30-2026 01:03 PM IST
odisha.newsroom.in

ବିଜୁ ବିରୋଧୀ ବୟାନକୁ ନବୀନଙ୍କ କଡ଼ା ନିନ୍ଦା, କହିଲେ ନିଶିକାନ୍ତଙ୍କ ମୁଣ୍ଡ କାମ କରୁନି, ମେଣ୍ଟାଲ ଡାକ୍ତର ଦେଖାନ୍ତୁ

Mar-30-2026 12:28 PM IST
odisha.newsroom.in

ଟ୍ରମ୍ପଙ୍କ ବିବାଦୀୟ ବୟାନ..ଇରାନର ଖାର୍ଗ ଦ୍ବୀପ ଦଖଲ କରିବୁ, ତେଲ ନବୁ

Mar-30-2026 12:06 PM IST
odisha.newsroom.in

ଆମେରିକାରେ ତୀବ୍ର ହେଉଛି NO KING ନାରା, କଣ କରିବେ ଟ୍ରମ୍ପ ?

Mar-30-2026 11:42 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-30-2026 10:41 AM IST
  • About
  • Careers
  • Contact Us
Tuesday, March 31, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

ପ୍ରବଳ ବର୍ଷିବ : ଆସୁଛି ବର୍ଷା

by M M
Sep-24-2024 07:52 PM IST
in ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ ଫଳରେ କିଛି ଦିନ ଧରି ଲଗାଣ ବର୍ଷା ଲାଗି ରହିବ । ଏହା ପ୍ରଭାବରେ ୨୬ ଯାଏଁ ଢାଳିବ ବର୍ଷା ।  ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଲଘୁଚାପ ପ୍ରଭାବରେ ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଢେଙ୍କାନାଳ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ଅନୁଗୋଳ, କନ୍ଧମାଳ ଓ ଝାରସୁଗୁଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା (୭ ସିଏମ୍‌ରୁ ୧୧ ସିଏମ୍‌) ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ସବୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ଷା ସହ ଘଡ଼ଘଡ଼ି ମାରିବାର ସଂଭାବନା ରହିଥିବାରୁ ସତର୍କ ରହିବା ପାଇଁ କୁହାଯାଇଛି ।

Share196Tweet123
M M

M M

ଆଜିର ପାଗ

Bhubaneswar
March 31, 2026, 3:09 AM
 

S
Partly cloudy
26°C
2.1 m/s
Apparent: 32°C
Pressure: 1008 mb
Humidity: 87%
Winds: 2.1 m/s S
Windgusts: 5.9 m/s
UV-Index: 0
Precip.: 5.1mm /38% / Rain
Sunrise: 5:41 AM
Sunset: 6:00 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom