• Latest
  • Trending
ନୀଳଗିରି ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା : ୧୦ଟି ବିପକ୍ଷରେ ଗୋଟିଏ ସପକ୍ଷରେ

ନୀଳଗିରି ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା : ୧୦ଟି ବିପକ୍ଷରେ ଗୋଟିଏ ସପକ୍ଷରେ

Sep-27-2024 04:24 PM IST
WhatsAppକୁ ସୁପ୍ରିମ ତାଗିଦ ଆମ କଥା ମାନ, ନହେଲେ ଦେଶ ଛାଡ଼

WhatsAppକୁ ସୁପ୍ରିମ ତାଗିଦ ଆମ କଥା ମାନ, ନହେଲେ ଦେଶ ଛାଡ଼

Feb-03-2026 11:21 PM IST
ଭିଣୋଇଙ୍କ ଗୁଳିରେ, ବବି ଘାଇଲା….

ଭିଣୋଇଙ୍କ ଗୁଳିରେ, ବବି ଘାଇଲା….

Feb-03-2026 11:17 PM IST
କାହାକୁ ଆକ୍ଷେପ କଲେ ଅରିନ୍ଦମ ?ମୁଁ ମନା କରୁଛି, ମୋ ସାଙ୍ଗେ ଲାଗେନା, ଏବେ ନାମ ନେ

କାହାକୁ ଆକ୍ଷେପ କଲେ ଅରିନ୍ଦମ ?ମୁଁ ମନା କରୁଛି, ମୋ ସାଙ୍ଗେ ଲାଗେନା, ଏବେ ନାମ ନେ

Feb-03-2026 11:15 PM IST
ନରୱାଣେଙ୍କ ବିବାଦୀୟ ବହି ଯୁଦ୍ଧ କରିବୁକି ? ଉତ୍ତର ମିଳିଲା ନାହିଁ

ନରୱାଣେଙ୍କ ବିବାଦୀୟ ବହି ଯୁଦ୍ଧ କରିବୁକି ? ଉତ୍ତର ମିଳିଲା ନାହିଁ

Feb-03-2026 11:12 PM IST
ଜାଣନ୍ତୁ କିପରି କଟିବ ଆଜିର ଦିନ

ଜାଣନ୍ତୁ କିପରି କଟିବ ଆଜିର ଦିନ

Feb-03-2026 09:46 AM IST
ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

Feb-02-2026 07:41 PM IST
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

Feb-02-2026 07:36 PM IST
ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

Feb-02-2026 07:06 PM IST
ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

Feb-02-2026 07:03 PM IST
କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

Feb-02-2026 07:00 PM IST
  • About
  • Careers
  • Contact Us
Wednesday, February 4, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ନୀଳଗିରି ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା : ୧୦ଟି ବିପକ୍ଷରେ ଗୋଟିଏ ସପକ୍ଷରେ

by M M
Sep-27-2024 04:24 PM IST
in ବଡ଼ ଖବର, ରାଜ୍ୟ
0
ନୀଳଗିରି ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା : ୧୦ଟି ବିପକ୍ଷରେ ଗୋଟିଏ ସପକ୍ଷରେ
491
SHARES
1.4k
VIEWS
Share on FacebookShare on Twitter

ବାଲେଶ୍ବର:  ନୀଳଗିରି ବିଜ୍ଞପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷାଙ୍କ ବିରୋଦ୍ଧରେ ଆସିଥିବା ଅନାସ୍ଥା ଭୋଟିଂରେ ପରାସ୍ତ ହୋଇଛନ୍ତି  । ବିଜେଡି ସମର୍ଥିତ ଅଧ୍ୟକ୍ଷା ଅମ୍ବିକା ଦାସଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା । ନୀଳଗିରି ଏନଏସି ମୋଟ ୧୩ ଟି କାଉଁସେଲର ଥିବା ବେଳେ ଏହି ଭୋଟିଂରେ ମୋଟ ୧୧ ଜଣ କାଉଁସେଲର ଉପସ୍ଥିତ ରହିଥିଲେ । ଦୁଇଜଣ କାଉଁସେଲର ଭୋଟିଂ ପକ୍ରିୟାରେ ନିଜକୁ ସାମିଲ କରିନଥିଲେ।

୭ ନମ୍ବର ଓ ୧୩ ନମ୍ବର କାଉଁସେଲର ଏହି ଭୋଟିଂ ପକ୍ରିୟାରେ ନିଜକୁ ସାମିଲ କରିନଥିଲେ। ୧୧ ଗୋଟି ଭୋଟରୁ ୧୦ ଟି ଭୋଟ ସପକ୍ଷରେ ଆସିଥିବା ବେଳେ ଗୋଟିଏ ଭୋଟ ବିପକ୍ଷରେ ଆସିଥିବା ସୂଚନା ଦେଇଛନ୍ତି ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ।

ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦାସଙ୍କୁ ନିଜ ପଦବୀରୁ ହଟାଇବା ପାଇଁ ଗତ ଜୁଲାଇ ୩୦ ତାରିଖରେ ଏକ ପ୍ରସ୍ତାବ ଆଣି ଅଗଷ୍ଟ ୫ ତାରିଖରେ ବିଜେପି ଏବଂ ସମର୍ଥିତ ୧୧ ଜଣ କାଉନସିଲର ବାଲେଶ୍ୱର ଜିଲ୍ଲାପାଳଙ୍କ ଠାରେ ଆବେଦନ କରିଥିଲେ l

ବାଲେଶ୍ୱର ଜିଲ୍ଲାପାଳ ଆଶିଷ ଠାକରେ ଏହାକୁ ଗୁରୁତ୍ତର ସହିତ ନେଇ ଅଗଷ୍ଟ ୧୪ ତାରିଖରେ ଏନଏସି ସଭା ଗୃହରେ ଏକ ବୈଠକର ଆହ୍ୱାନ କରିବା ସହିତ ଦରକାର ପଡିଲେ ମତଦାନ କରାଯିବାର ନିର୍ଦେଶନାମା ସମସ୍ତ କାଉନସିଲର, ନିର୍ବାହୀ ଅଧିକାରୀ, ଅଧକ୍ଷା, ଏବଂ ନୀଳଗିରି ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇ ଥିଲା।

ମାତ୍ର ଅଗଷ୍ଟ ୧୨ ତାରିଖ ରେ ଅଧକ୍ଷା ଏହା ବିପକ୍ଷରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଦ୍ୱାରସ୍ଥ ହେବା ପରେ ନ୍ୟାୟାଳୟ ଉକ୍ତ ମାମଲାର ରହିତାଦେଶ ଜାରି କରିଥିଲେ l ମାନ୍ୟବର ଉଚ୍ଚନ୍ୟାୟାଳୟ ସେପ୍ଟେମ୍ବର ୫ ତାରିଖରେ ଏହାର ଚୂଡାନ୍ତ ଶୁଣାଣି କରି ନୂତନ ଭାବେ ଅଗ୍ରଗତି କରିବା ପାଇଁ କତୃପକ୍ଷଙ୍କୁ ଅନାସ୍ଥା ସଂକଳ୍ପ ଆଇନ ଅନୁଯାଇ ସ୍ୱାଧୀନତା ପ୍ରଦାନ କରାଯାଇଥିଲା l

Share196Tweet123
M M

M M

ଆଜିର ପାଗ

Bhubaneswar
February 4, 2026, 6:56 AM
 
N
Overcast
17°C
0.9 m/s
Apparent: 21°C
Pressure: 1018 mb
Humidity: 74%
Winds: 0.9 m/s N
Windgusts: 6.7 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:39 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
WhatsAppକୁ ସୁପ୍ରିମ ତାଗିଦ ଆମ କଥା ମାନ, ନହେଲେ ଦେଶ ଛାଡ଼

WhatsAppକୁ ସୁପ୍ରିମ ତାଗିଦ ଆମ କଥା ମାନ, ନହେଲେ ଦେଶ ଛାଡ଼

February 3, 2026
ଭିଣୋଇଙ୍କ ଗୁଳିରେ, ବବି ଘାଇଲା….

ଭିଣୋଇଙ୍କ ଗୁଳିରେ, ବବି ଘାଇଲା….

February 3, 2026
କାହାକୁ ଆକ୍ଷେପ କଲେ ଅରିନ୍ଦମ ?ମୁଁ ମନା କରୁଛି, ମୋ ସାଙ୍ଗେ ଲାଗେନା, ଏବେ ନାମ ନେ

କାହାକୁ ଆକ୍ଷେପ କଲେ ଅରିନ୍ଦମ ?ମୁଁ ମନା କରୁଛି, ମୋ ସାଙ୍ଗେ ଲାଗେନା, ଏବେ ନାମ ନେ

February 3, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom