କଂଗ୍ରେସର କିଛି ଦୋଷ ହାରିବାର ବଡ଼ କାରଣ । ସବୁଠୁ ବଡ଼ କାରଣ ହେଉଛି ଟିକେଟ୍ ବଣ୍ଟନ ଠାରୁ ଆରମ୍ଭ କରି ସମସ୍ତ ପ୍ରସଙ୍ଗରେ ହାଇ କମାଣ୍ଡଙ୍କ ଦ୍ବାରା ପୂର୍ବତନ ସିଏମ୍ ଭୁପେନ୍ଦ୍ର ସିଂଙ୍କୁ ଖୋଲା ହାତି ଛାଡିବା । ଏହା କଂଗ୍ରେସ ପାଇଁ କାଳ ହୋଇଛି। ସାଂସଦ କୁମାରୀ ଶୈଲଜା ଏବଂ ରଣଦୀପ ସୁରଜେୱାଲା ମଧ୍ୟ ଏହାକୁ ଖୋଲାଖୋଲି ଭାବେ ବିରୋଧ କରିଥିଲେ। ଯାହା କଂଗ୍ରେସ ପାଇଁ ପରାଜୟର ଏକ କାରଣ ହୋଇଛି। ତେବେ ଅନ୍ୟକଣ ସବୁ କାରଣ ଥିଲା ତାହା ଦେଖନ୍ତୁ ଆମର ଏହି ରିପୋର୍ଟରେ —