• Latest
  • Trending
ବିଜେଡି ନିର୍ବାଚନରେ ୪୧୫ କୋଟି  ଟଙ୍କା ଖର୍ଚ୍ଚ କରିଛି

ବିଜେଡି ନିର୍ବାଚନରେ ୪୧୫ କୋଟି ଟଙ୍କା ଖର୍ଚ୍ଚ କରିଛି

Oct-26-2024 12:49 PM IST

ଜୀବନ ହାରିଲେ… ପାପୁଲିରେ ଲେଖିଲେ ସୁଇସାଇଡ୍ ନୋଟ୍

Oct-24-2025 05:56 PM IST
ବାତ୍ୟା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ: ସୁରେଶ ପୂଜାରୀ

ବାତ୍ୟା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ: ସୁରେଶ ପୂଜାରୀ

Oct-24-2025 05:32 PM IST
କୋର୍ଟରେ ବିକ୍ରମ ପଣ୍ଡାଙ୍କ ନିର୍ଦ୍ଦୋଷ ପାଇଁ ଲଢ଼ିବେ ୪୪ ଓକିଲ

କୋର୍ଟରେ ବିକ୍ରମ ପଣ୍ଡାଙ୍କ ନିର୍ଦ୍ଦୋଷ ପାଇଁ ଲଢ଼ିବେ ୪୪ ଓକିଲ

Oct-24-2025 04:08 PM IST
ଜେଲରୁ ବାହାରିଲେ ଅମରେଶ, କୋଳେଇ ନେଲେ ଜଗା- ଆଗକୁ କ’ଣ ହେବ ?

ଜେଲରୁ ବାହାରିଲେ ଅମରେଶ, କୋଳେଇ ନେଲେ ଜଗା- ଆଗକୁ କ’ଣ ହେବ ?

Oct-24-2025 03:29 PM IST
ବିହାରରେ ଜଙ୍ଗଲରାଜ ଆଉ ଆବଶ୍ୟକତା ନାହିଁ, ଲାଲୁ ପରିବାରଙ୍କୁ ଟାର୍ଗେଟ କଲେ ମୋଦି

ବିହାରରେ ଜଙ୍ଗଲରାଜ ଆଉ ଆବଶ୍ୟକତା ନାହିଁ, ଲାଲୁ ପରିବାରଙ୍କୁ ଟାର୍ଗେଟ କଲେ ମୋଦି

Oct-24-2025 03:02 PM IST
ଜଳିଗଲା ଚଳନ୍ତା ବସ, 20 ଜୀବନ୍ତ ଦଗ୍ଧ

ଜଳିଗଲା ଚଳନ୍ତା ବସ, 20 ଜୀବନ୍ତ ଦଗ୍ଧ

Oct-24-2025 10:18 AM IST
କ’ଣ କହୁଛି ଆପଣଙ୍କ ଭାଗ୍ୟଫଳ

କ’ଣ କହୁଛି ଆପଣଙ୍କ ଭାଗ୍ୟଫଳ

Oct-24-2025 09:40 AM IST
ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ

Oct-24-2025 09:36 AM IST
ଝାଡ଼ୁଦାର ଚାକିରି ଦେବାକୁ କହି ଦୁଇ କୋଟି ଠକିନେଲେ , ୬୨ ଲକ୍ଷ ଜବତ

ଝାଡ଼ୁଦାର ଚାକିରି ଦେବାକୁ କହି ଦୁଇ କୋଟି ଠକିନେଲେ , ୬୨ ଲକ୍ଷ ଜବତ

Oct-23-2025 07:51 PM IST
ପୀତବାସଙ୍କୁ କାହିଁକି ମାରିଲେ ବିକ୍ରମ କଣ ସେହି ଅଜ୍ଞାତ କାରଣ ?

ପୀତବାସଙ୍କୁ କାହିଁକି ମାରିଲେ ବିକ୍ରମ କଣ ସେହି ଅଜ୍ଞାତ କାରଣ ?

Oct-23-2025 07:37 PM IST
  • About
  • Careers
  • Contact Us
Friday, October 24, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜନୀତି

ବିଜେଡି ନିର୍ବାଚନରେ ୪୧୫ କୋଟି ଟଙ୍କା ଖର୍ଚ୍ଚ କରିଛି

by M M
Oct-26-2024 12:49 PM IST
in ରାଜନୀତି, ରାଜ୍ୟ
0
ବିଜେଡି ନିର୍ବାଚନରେ ୪୧୫ କୋଟି  ଟଙ୍କା ଖର୍ଚ୍ଚ କରିଛି
491
SHARES
1.4k
VIEWS
Share on FacebookShare on Twitter

ବିଜେଡିର ନିର୍ବାଚନ ଖର୍ଚ କୁ ନେଇ ଜୋର ଧରିଥିଲା ରାଜନୀତି । ଏବେ ସେହି ନିର୍ବାଚନ ଖର୍ଚ୍ଚ ଜଣାପଡିଛି । ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କୁ ଦିଆଯାଇଥିବା ତଥ୍ୟ ଅନୁସାରେ ୨୦୨୪ ‌ ଲୋକସଭା ଓ ବିଧାନସଭା ନିର୍ବ‌ାଚନରେ ବିଜେଡି  ୪୧୫ କୋଟି ୨୧ ଲକ୍ଷ ୨୫ ହଜାର ୧୬୪  ଟଙ୍କା ଖର୍ଚ୍ଚ କରିଛି।

ତାରକା ପ୍ରଚାରକ ୨୩୧ ଥର ହେଲିକପ୍‌ଟର/ଏୟାରକ୍ରାଫ୍‌ଟରେ ଗସ୍ତ କରିଥିଲେ। ସର୍ବାଧିକ  ୧୫୭ ‌ଥର ଏକାକୀ କାର୍ତ୍ତିକ ପାଣ୍ଡିଆନ ଗସ୍ତ କରିଥିଲେ। ନବୀନ ଓ  ପାଣ୍ଡିଆନ ମିଳିତଭାବେ ୫୫ ଥର ହେଲିକପ୍‌ଟରରେ ଯାଇଥିଲେ। ନବୀନ ଏକାକୀ ୬ ଥର ହେଲିକପ୍‌ଟର ଓ ୫ ଥର ଏୟାର କ୍ରାଫ୍‌ଟରେ ଗସ୍ତ କରି ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ। ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ୬ ଥର , ଅତୁନୁ ସବ୍ୟସାଚୀ ନାୟକ ୩ ଥର ଓ ପ୍ରଣବ ବଳବନ୍ତରାୟ ଥରେ ହେଲକପ୍‌ଟରରେ ଗସ୍ତ କରିଥିଲେ।

ବିଜେଡି ଦ୍ବାରା ଭାରତୀୟ ନିର୍ବାଚନ ଆୟୋଗ (ଇିସିଆଇ)ଙ୍କ ନିକଟରେ ଦାଖଲ ୬୦ ପୃଷ୍ଠାର ପୂର୍ଣ୍ଣ ବ୍ୟୟ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।  ଇସିଆଇ ଏହି ରିପୋର୍ଟକୁ ସାର୍ବଜନୀନ କରିଛନ୍ତି।

ରିପୋର୍ଟ ଅନୁସାରେ ବିଜେଡି ଦଳୀୟ ମତ ପ୍ରଚାର ପାଇଁ ୨୭୭ କୋଟି ଏକ ଲକ୍ଷ ଟଙ୍କା, ଓ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ବାବଦରେ ୧୩୮ କୋଟି ୧୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ନିର୍ବାଚନୀ ବ୍ୟୟ ପରେ ଦଳ ପାଖରେ ଆଉ ୬୨୫ କୋଟି ୭ ଲକ୍ଷ ୪୮ ହଜାର ୫୩୨ ଟଙ୍କା ରହିଛି।

ଦଳୀୟ ପ୍ରଚାର ପାଇଁ ଗଣମାଧ୍ୟମରେ ବିଜ୍ଞାପନ ପାଇଁ  ୪୭ କୋଟି ୧୪ ଲକ୍ଷ ଟଙ୍କା,  ନିର୍ବାଚନୀ ପ୍ରଚାର ସାମଗ୍ରୀ ବାବଦରେ ୩୨ କୋଟି ୬୫ ଲକ୍ଷ ଟଙ୍କା, ତାରକା ପ୍ରଚାରକଙ୍କ ପାଇଁ ହେଲିକପ୍‌ଟର/ଏୟାର କ୍ରାଫ୍‌ଟ ଜରିଆରେ ଗସ୍ତ ବାବଦରେ ୨୫ କୋଟି ୪୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

 

Share196Tweet123
M M

M M

ଆଜିର ପାଗ

Bhubaneswar
October 24, 2025, 11:29 PM
 

S
Mainly clear
26°C
0.3 m/s
Apparent: 32°C
Pressure: 1010 mb
Humidity: 92%
Winds: 0.3 m/s S
Windgusts: 5.7 m/s
UV-Index: 0
Precip.: 0mm /18% / Rain
Sunrise: 5:44 AM
Sunset: 5:16 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ଜୀବନ ହାରିଲେ… ପାପୁଲିରେ ଲେଖିଲେ ସୁଇସାଇଡ୍ ନୋଟ୍

October 24, 2025
ବାତ୍ୟା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ: ସୁରେଶ ପୂଜାରୀ

ବାତ୍ୟା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ: ସୁରେଶ ପୂଜାରୀ

October 24, 2025
କୋର୍ଟରେ ବିକ୍ରମ ପଣ୍ଡାଙ୍କ ନିର୍ଦ୍ଦୋଷ ପାଇଁ ଲଢ଼ିବେ ୪୪ ଓକିଲ

କୋର୍ଟରେ ବିକ୍ରମ ପଣ୍ଡାଙ୍କ ନିର୍ଦ୍ଦୋଷ ପାଇଁ ଲଢ଼ିବେ ୪୪ ଓକିଲ

October 24, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom