ନ୍ୟୁଜିଲାଣ୍ଡଠାରୁ ଟେଷ୍ଟ ସିରିଜ ହାରିବାକୁ ନେଇ ଏବେ ଚାରିଆଡେ ଆଲୋଚନା । କାହିଁକି ରୋହିତ ବାହିନୀ ହାରିଲା ତାହା ଏବେ ସୋସିଆଲ ମିଡିଆରେ ଟ୍ରୋଲ ହେଉଛି । ସବୁଠୁ ବେଶୀ ଦୋଷ ରୋହିତ ଏବଂ କୋହଲିଙ୍କୁ ପ୍ରଶଂସକମାନେ ଦେଉଛନ୍ତି । ନମ୍ବର ଓ୍ବାନ ଟେଷ୍ଟ ଦଳର ଏଭଳି ଖେଳକୁ ନେଇ ପ୍ରଶଂସକମାନେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଭାରତ କାହିଁକି ହାରିଲା ଆସନ୍ତୁ ଦେଖିବା ରିପୋର୍ଟ
/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)








