ଆଜି ବାରିର ପୂର୍ବତନ ବିଧାଇକା ସୁନନ୍ଦା ଦାସ ବିଜେଡ଼ି ଛାଡିଛନ୍ତି | ବିଜେଡ଼ି ପ୍ରାଥିନୀ ସଦସ୍ୟ ପଦରୁ ଆଜି ଇସ୍ତଫା ଦେଇଛନ୍ତି ସୁନନ୍ଦା ଦାସ | ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫା ପାତ୍ର ପଠାଇଛନ୍ତି |୫ମାସ ହେବ ଦଳରେ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ସୁନନ୍ଦା |ଟିକେଟ କଣ ପାଇଁ କଟାଗଲା ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି ସୁନନ୍ଦା ଦାସ |




/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)




