• Latest
  • Trending

ଝାଡ଼ଖଣ୍ଡରେ ପ୍ରଚାର ମଇଦାନରେ କଂଗ୍ରେସର ହେଭିୱେଟ୍ ମହମ୍ମଦ ମୋକିମଙ୍କ ପ୍ରଚାର

Nov-09-2024 05:18 PM IST
ଶପଥ ନେଉ ନେଉ ନୂଆ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଏମକେ ଷ୍ଟାଲିନ, ଋଣ ବିଷୟକୁ ନେଇ କହିଲେ ଏମିତି…

ଶପଥ ନେଉ ନେଉ ନୂଆ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଏମକେ ଷ୍ଟାଲିନ, ଋଣ ବିଷୟକୁ ନେଇ କହିଲେ ଏମିତି…

May-10-2026 06:24 PM IST
ବିଜୟଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଲେଖିଲେ ଏମିତି କିଛି…

ବିଜୟଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଲେଖିଲେ ଏମିତି କିଛି…

May-10-2026 05:48 PM IST
ବଦଳିଲେ ବାଲିଅନ୍ତା ଥାନା IIC, ୪ ପୋଲିସ ସସ୍‌ପେଣ୍ଡ୍‌

ବଦଳିଲେ ବାଲିଅନ୍ତା ଥାନା IIC, ୪ ପୋଲିସ ସସ୍‌ପେଣ୍ଡ୍‌

May-10-2026 05:35 PM IST
ସର୍ବସମ୍ମତିକ୍ରମେ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହେଲେ ହିମନ୍ତ ବିଶ୍ଵଶର୍ମା, ୧୨ରେ ନେବେ ଶପଥ

ସର୍ବସମ୍ମତିକ୍ରମେ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହେଲେ ହିମନ୍ତ ବିଶ୍ଵଶର୍ମା, ୧୨ରେ ନେବେ ଶପଥ

May-10-2026 02:42 PM IST
ସାବଧାନ ! ସାବୁନରେ ଧୋଉଛନ୍ତି କି ମୁଣ୍ଡ ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ସାବଧାନ ! ସାବୁନରେ ଧୋଉଛନ୍ତି କି ମୁଣ୍ଡ ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

May-10-2026 10:58 AM IST
ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ

ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ

May-10-2026 10:31 AM IST
ସମ୍ଭାବ୍ୟ ବାତ୍ୟାକୁ ନେଇ ଆସିଲା ବଡ଼ ଖବର, ଜାଣନ୍ତୁ ଓଡ଼ିଶା ଉପରେ କଣ ରହିବ ଏହାର ପ୍ରଭାବ ?

ସମ୍ଭାବ୍ୟ ବାତ୍ୟାକୁ ନେଇ ଆସିଲା ବଡ଼ ଖବର, ଜାଣନ୍ତୁ ଓଡ଼ିଶା ଉପରେ କଣ ରହିବ ଏହାର ପ୍ରଭାବ ?

May-10-2026 10:16 AM IST
ପଞ୍ଚମ ଥର ପାଇଁ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ହେବେ ରଙ୍ଗା ସ୍ୱାମୀ, ମେ ୧୩ରେ ନେବେ ଶପଥ

ପଞ୍ଚମ ଥର ପାଇଁ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ହେବେ ରଙ୍ଗା ସ୍ୱାମୀ, ମେ ୧୩ରେ ନେବେ ଶପଥ

May-10-2026 09:31 AM IST
ଆଜିଠୁ ଥାଲାପତି ବିଜୟ ସରକାର, ୧୦ଟାରେ ନେବେ ଶପଥ

ଆଜିଠୁ ଥାଲାପତି ବିଜୟ ସରକାର, ୧୦ଟାରେ ନେବେ ଶପଥ

May-10-2026 08:55 AM IST
ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ପଢନ୍ତୁ…

ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ପଢନ୍ତୁ…

May-10-2026 08:15 AM IST
  • About
  • Careers
  • Contact Us
Sunday, May 10, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଝାଡ଼ଖଣ୍ଡରେ ପ୍ରଚାର ମଇଦାନରେ କଂଗ୍ରେସର ହେଭିୱେଟ୍ ମହମ୍ମଦ ମୋକିମଙ୍କ ପ୍ରଚାର

ଡ଼. ଅଜୟ କୁମାରଙ୍କ ବିଜୟ ସୁନିଶ୍ଚିତ କରିବାକୁ ଲାଗିଛନ୍ତି ଓଡ଼ିଶା ନେତା

by M M
Nov-09-2024 05:18 PM IST
in ଦେଶ ବିଦେଶ, ରାଜନୀତି
0
491
SHARES
1.4k
VIEWS
Share on FacebookShare on Twitter

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାର ସରଗରମ ହୋଇଛି । ଓଡ଼ିଶାର ବିଭିନ୍ନ ଦଳର ନେତା ସେଠାକୁ ଯାଇ ପ୍ରଚାର କରୁଛନ୍ତି । ପ୍ରଚାର ବେଳେ କଂଗ୍ରେସ ନେତା ମହମ୍ମଦ ମୋକିମ କହିଛନ୍ତି ଗତ କିଛି ଦିନ ଧରି ୭ଟି ଗଣ ଦୁଷ୍କର୍ମ ଓଡ଼ିଶାରେ ଘଟିଲାଣି । ବିଜେପି ସରକର ଆଇନ ଶୃଙ୍ଖଳା ରକ୍ଷା କରିପାରୁନାହିଁ ।  ଆମ୍ବ ଟାକୁଆ ଖାଇ ମୃତ୍ୟୁ ବରଣ କରିବା ଖବର ଓଡ଼ିଶାକୁ ନିନ୍ଦିତ କରୁଛି |

ବିଜେପି ସରକାରକୁ ଆସିବା ପରେ ଅପରାଧିକ କାର୍ଯ୍ୟକଳାପ ସହ ମହିଳାଙ୍କ ଉପରେ ଅତ୍ୟାଚାର ଓ ଦୁଷ୍କର୍ମ ବଢ଼ିବାରେ ଲାଗିଛି | ଓଡ଼ିଶାକୁ ସମ୍ଭାଳି ପାରୁନଥିବା ବିଜେପିର ନେତା ,ମନ୍ତ୍ରୀ ମାନେ ଝାଡ଼ଖଣ୍ଡ ରେ ଆସି ପ୍ରଚାର କରୁଛନ୍ତି | ଏହାକୁ ନେଇ ବିଜେପିକୁ ଟାର୍ଗେଟ କରିବା ସହ ଓଡ଼ିଶା ବିଜେପି ନେତାଙ୍କୁ ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ଷ୍ଟିୟରିଂ କମିଟି ସଦସ୍ୟ ମହମ୍ମଦ ମୋକିମ |
ଶ୍ରୀ ମୋକିମ କହିଛନ୍ତି ଓଡ଼ିଶା ବିଜେପି ନେତା ଝାଡ଼ଖଣ୍ଡର ପ୍ରଚାର ମଇଦାନରୁ ଉତ୍ତର ଦିଅନ୍ତୁ ।  କାହିଁକି ମହିଳା ମାନଙ୍କ ଉପରେ ଅତ୍ୟାଚାର ଓ ଶୋଷଣ ବଢୁଛି ଓ ଗତ କିଛି ଦିନରେ ୭ଟି ଗଣ ଦୁଷ୍କର୍ମ ଘଟିଛି ,ସରକାର କାହିଁକି ହାତ ବାନ୍ଧି ବସିଛନ୍ତି ?? ।  କାହିଁକି ସରକାର ଲୋକଙ୍କୁ ଖାଦ୍ୟ ସୁରକ୍ଷା ଆଇନରେ ଓଡ଼ିଆଙ୍କୁ ସାମିଲ୍ ନକରି ଆମ୍ବ ଟାକୁଆ ଖାଇବାକୁ ମଜବୁର କରୁଛନ୍ତି ?? ଆମ୍ବ ଟାକୁଆ ଖାଇ ମୃତ୍ୟୁ ବରଣ କରିବା ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି ଓ ଏହାର ଜବାବ୍ ଦିଅନ୍ତୁ ମୁଖ୍ୟମନ୍ତ୍ରୀ ?? ।

ଦୀର୍ଘ ଚାରି ଦିନ ଧରି ଶ୍ରୀ ମୋକିମଙ୍କ ନେତୃତ୍ୟରେ ଓଡ଼ିଶା କଂଗ୍ରେସର ଏକ ଟିମ୍ ଜାମସେଦପୁର ପୂର୍ବ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନ ତତସହିତ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି | ଭାଲୁବାସା ରେ ରହୁଥିବା ଓଡ଼ିଆ ସମାଜର ଲୋକଙ୍କ ସହ ଏକ ବୈଠକ କରି ସେମାନଙ୍କ ଅସୁବିଧା ବିଷୟରେ ଶୁଣି ଏହି ନିର୍ବାଚନର ଅଜୟ କୁମାରଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ | ଜାମସେଦପୁର ପୂର୍ବ ନିର୍ବାଚନ ମଣ୍ଡଳୀରେ ବସବାସ କରୁଥିବା ବିଭିନ୍ନ ଓଡ଼ିଆ ଭୋଟର ଙ୍କୁ ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଜନ ଅସନ୍ତୋଷ ବିଷୟରେ ଅବଗତ କରି ବିଜେପିକୁ ହରାଇ କଂଗ୍ରେସକୁ ଜିତାଇବାକୁ ଶ୍ରୀ ମୋକିମ ଓଡ଼ିଆ ଭୋଟରଙ୍କୁ କହିଥିଲେ |
ବିଭିନ୍ନ ସଂଖ୍ୟାଲଘୁ ସମାଜ , ଶିଖ ସମାଜ ମାନଙ୍କ ସହ ଆଲୋଚନା କରି ଡ଼. ଅଜୟ କୁମାରଙ୍କ ବିଜୟକୁ ସୁନିଶ୍ଚିତ କରିବା ପାଇଁ ନିବେଦନ କରିଥିଲେ |

ସାକଚି ବଜାର , ଗୋଲ୍ ମୋରି , ଆଗ୍ରିକୋ, ଟିନ୍ ପ୍ଲେଟ , ଆଗ୍ରୀକୋ ଇତ୍ୟାଦି ଅଞ୍ଚଳରେ ପ୍ରଚାର କରି ଲୋକଙ୍କୁ ସଚେତନ କରିବା ସହ କଂଗ୍ରେସ ପ୍ରାର୍ଥୀ ଡ଼. ଅଜୟ କୁମାରଙ୍କୁ ବିଜୟୀ କରିବାକୁ ଅନୁରୋଧ କରିଥିଲେ |

Tags: bjdcongressodishapolitics
Share196Tweet123
M M

M M

ଆଜିର ପାଗ

Bhubaneswar
May 10, 2026, 9:10 PM
 

ESE
Mainly clear
26°C
0.7 m/s
Apparent: 32°C
Pressure: 1010 mb
Humidity: 90%
Winds: 0.7 m/s ESE
Windgusts: 9.9 m/s
UV-Index: 0
Precip.: 2.5mm /94% / Rain
Sunrise: 5:12 AM
Sunset: 6:13 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom