• Latest
  • Trending

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଭାବେ ଶପଥ ନେଲେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା

Nov-11-2024 10:58 AM IST
odisha.newsroom.in

6 ବର୍ଷର ପୁଅକୁ ହୋଟେଲରେ ଛାଡ଼ି ପଳାଇଲା ମାଆ, ତାପରେ…

Apr-03-2026 03:39 PM IST
odisha.newsroom.in

ଫସରଫାଟିଲା ଟ୍ରମ୍ପଙ୍କ ବାହାସ୍ପୋଟ…ତେହେରାନ ନୁହେଁ, ଆମେରିକାରେ ହେବ ଶାସନ ପରିବର୍ତ୍ତନ

Apr-03-2026 03:14 PM IST
ଆଜିର ରାଶିଫଳ

ଆଜିର ରାଶିଫଳ

Apr-03-2026 11:00 AM IST
ଭାରତ ପାଇଁ ବଡ଼ ଆଶ୍ୱସ୍ତି! ଇରାନ କହିଲା: “ଭାରତୀୟ ବନ୍ଧୁ ସୁରକ୍ଷିତ! |

ଭାରତ ପାଇଁ ବଡ଼ ଆଶ୍ୱସ୍ତି! ଇରାନ କହିଲା: “ଭାରତୀୟ ବନ୍ଧୁ ସୁରକ୍ଷିତ! |

Apr-02-2026 10:44 PM IST
odisha.newsroom.in

ଟ୍ରମ୍ପଙ୍କ ଧମକ ପରେ କଡ଼ା ଜବାବ ଦେଲା ଇରାନ…ଆମ ତାକତ ତୁମକୁ ଜଣା ନାହିଁ…ଅପେକ୍ଷା କର…

Apr-02-2026 04:03 PM IST
odisha.newsroom.in

ବ୍ରିଜରୁ ଡେଇଁ କରୁଥିଲେ ରିଲ୍ସ…ଯାହା ଘଟିଲା ଆପଣଙ୍କ ଛାତି ଥରିଉଠିବ

Apr-02-2026 01:08 PM IST
odisha.newsroom.in

ଆପଣଙ୍କୁ ଆର୍ଥିକ ଚିନ୍ତା ଘାରୁଛି କି…ଶୀଘ୍ର ଦୂର କରନ୍ତୁ ଏହି ବାସ୍ତୁଦୋଷ

Apr-02-2026 12:38 PM IST
odisha.newsroom.in

ବଦଳିଯିବ ପାଗର ମିଜାଜ…ଏହି ଜିଲ୍ଲାରେ ପ୍ରବଳ ଝଡ଼ବର୍ଷା ଚେତାବନୀ

Apr-02-2026 12:13 PM IST
odisha.newsroom.in

ଗୋଟିଏ ଘଣ୍ଟାରେ ଉଡ଼ିଗଲା 10 ଲକ୍ଷ କୋଟି, କଣ କରିବେ ନିବେଶକ ?

Apr-02-2026 11:56 AM IST
odisha.newsroom.in

ପଶ୍ଚିମବଙ୍ଗରେ SIR ଅଧିକାରୀଙ୍କୁ ଘେରାବନ୍ଦୀ, ଭୟଙ୍କର ଉତ୍ତେଜନା…

Apr-02-2026 11:40 AM IST
  • About
  • Careers
  • Contact Us
Friday, April 3, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଭାବେ ଶପଥ ନେଲେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା

by M M
Nov-11-2024 10:58 AM IST
in ଦେଶ ବିଦେଶ
0
491
SHARES
1.4k
VIEWS
Share on FacebookShare on Twitter

୫୧ତମ ମୁଖ୍ୟ ବିଚାରପତି ଭାବେ ନେଲେ ଶପଥ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୂଆ CJI ଭାବେ ଶପଥ ନେଲେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା । ସୁପ୍ରିମକୋର୍ଟର ୫୧ ତମ ପ୍ରଧାନବିଚାରପତି ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା । ଆସନ୍ତାବର୍ଷ ମେ ୧୩ରେ ଜଷ୍ଟିସ ଖାନ୍ନାଙ୍କ କାର୍ଯ୍ୟକାଳ ସରିବ । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଥିଲେ । ଜଷ୍ଟିସ ଖାନ୍ନାଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ମେ ୧୩ରେ ଶେଷ ହେବ । ଗତ 8 ତାରିଖରେ ସିଜେଆଇ ଡିୱାଇ ଚନ୍ଦ୍ରଚୁଡ଼ଙ୍କ ଶେଷ କାର୍ଯ୍ୟ ଦିବସରେ ତାଙ୍କୁ ଭବ୍ୟ ବିଦୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Tags: nationalnewsnewsroom
Share196Tweet123
M M

M M

ଆଜିର ପାଗ

Bhubaneswar
April 3, 2026, 3:55 PM
 

S
Slight rain showers
33°C
1.5 m/s
Apparent: 31°C
Pressure: 1009 mb
Humidity: 90%
Winds: 1.5 m/s S
Windgusts: 8.4 m/s
UV-Index: 0
Precip.: 2.5mm /75% / Rain
Sunrise: 5:38 AM
Sunset: 6:01 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom