• Latest
  • Trending
କ୍ୟାପିଟାଲ ହାଇସ୍କୁଲର 1980 ବ୍ୟାଚ୍ ମାଟ୍ରିକ ଛାତ୍ରଛାତ୍ରୀଙ୍କ ଦ୍ବାରା ପୂରାତନ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା

କ୍ୟାପିଟାଲ ହାଇସ୍କୁଲର 1980 ବ୍ୟାଚ୍ ମାଟ୍ରିକ ଛାତ୍ରଛାତ୍ରୀଙ୍କ ଦ୍ବାରା ପୂରାତନ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା

November 14, 2024
ବିଜେଡି ଗୋଷ୍ଠୀ ସଂଘର୍ଷ: ମନ୍ମଥ ରାଉତରାୟଙ୍କ ମନ୍ତବ୍ୟ ପରେ ବଢ଼ିଲା ଚର୍ଚା

ବିଜେଡି ଗୋଷ୍ଠୀ ସଂଘର୍ଷ: ମନ୍ମଥ ରାଉତରାୟଙ୍କ ମନ୍ତବ୍ୟ ପରେ ବଢ଼ିଲା ଚର୍ଚା

September 10, 2025
ସିପି ରାଧାକ୍ରିଷ୍ଣନ ହେଲେ ଉପରାଷ୍ଟ୍ରପତି, ମିଳିଲା 452 ଭୋଟ

ସିପି ରାଧାକ୍ରିଷ୍ଣନ ହେଲେ ଉପରାଷ୍ଟ୍ରପତି, ମିଳିଲା 452 ଭୋଟ

September 10, 2025
ଉପରାଷ୍ଟ୍ରପତି ନିର୍ବାଚନ : ଭୋଟ ଗଣତିରେ ଜିତିପାରନ୍ତି ଏନଡିଏ ପ୍ରାର୍ଥୀ

ଉପରାଷ୍ଟ୍ରପତି ନିର୍ବାଚନ : ଭୋଟ ଗଣତିରେ ଜିତିପାରନ୍ତି ଏନଡିଏ ପ୍ରାର୍ଥୀ

September 9, 2025
ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି କାହାକୁ ଦେବ ଭୋଟ ?

ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି କାହାକୁ ଦେବ ଭୋଟ ?

September 8, 2025
ଭାରତ ଏସିଆ କପ୍ ହକି ଚାମ୍ପିଆନ୍

ଭାରତ ଏସିଆ କପ୍ ହକି ଚାମ୍ପିଆନ୍

September 8, 2025
ଛଣଗିରି ସ୍ଵର୍ଣ୍ଣ ଅଳଙ୍କାରରୁ ଲୁଟ ମାମଲାରେ ଧରାପଡ଼ିଲେ ଲୁଟେରା

ଛଣଗିରି ସ୍ଵର୍ଣ୍ଣ ଅଳଙ୍କାରରୁ ଲୁଟ ମାମଲାରେ ଧରାପଡ଼ିଲେ ଲୁଟେରା

September 5, 2025

ଅନଲାଇନରେ ଟଙ୍କା ରୋଜଗାର ନିଶା ଛାଡିଗଲା, ଠକାମି ପରେ ଥାନାର ଦ୍ବାରସ୍ଥ ହେଲେ ଲୋକେ

September 5, 2025
ଶତାଧିକ ଗୁରୁଙ୍କୁ ସମ୍ମାନ ଜଣାଇଲେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ

ଶତାଧିକ ଗୁରୁଙ୍କୁ ସମ୍ମାନ ଜଣାଇଲେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ

September 5, 2025
ଜିଏସଟି ବନାମ ଟାରିଫ

ଜିଏସଟି ବନାମ ଟାରିଫ

September 5, 2025
ଜିଏସଟି ସଂସ୍କାର ଦୁଗ୍ଧ ଚାଷୀମାନଙ୍କୁ ସଶକ୍ତ କରିବା ସହ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ: ପ୍ରଧାନମନ୍ତ୍ରୀ

ଜିଏସଟି ସଂସ୍କାର ଦୁଗ୍ଧ ଚାଷୀମାନଙ୍କୁ ସଶକ୍ତ କରିବା ସହ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ: ପ୍ରଧାନମନ୍ତ୍ରୀ

September 5, 2025
  • About
  • Careers
  • Contact Us
Wednesday, September 10, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଶିକ୍ଷା

କ୍ୟାପିଟାଲ ହାଇସ୍କୁଲର 1980 ବ୍ୟାଚ୍ ମାଟ୍ରିକ ଛାତ୍ରଛାତ୍ରୀଙ୍କ ଦ୍ବାରା ପୂରାତନ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା

by M M
November 14, 2024
in ଶିକ୍ଷା
0
କ୍ୟାପିଟାଲ ହାଇସ୍କୁଲର 1980 ବ୍ୟାଚ୍ ମାଟ୍ରିକ ଛାତ୍ରଛାତ୍ରୀଙ୍କ ଦ୍ବାରା ପୂରାତନ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ବର: ରାଷ୍ଟ୍ରର ଗଠନ ତଥା ଯୁବବର୍ଗଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦେଶର ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରୁଥିବା ଶିକ୍ଷକମାନଙ୍କୁ ଉପଯୁକ୍ତ ସମ୍ମାନ ମିଳିଲେ ସମାଜର ସର୍ବାଙ୍ଗୀନ ଉନ୍ନତି ହେବ । ଛାତ୍ରଛାତ୍ରୀଙ୍କୁ ସମୃଦ୍ଧ କରିବା ଏବଂ ଭବିଷ୍ୟତ ଗଠନ ପାଇଁ ସେମାନଙ୍କର ଅତୁଟ ସମର୍ପଣର ସ୍ୱୀକୃତିକୁ ଆମେ ମନେ ପକାଇବା ଆବଶ୍ୟକ । ଶିକ୍ଷକମାନଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିବା ଆବଶ୍ୟକ ।  ଉଚ୍ଚଶିକ୍ଷାର ଗୁଣାତ୍ମକ ଉନ୍ନତି ଦିଗରେ ଆମର ଶିକ୍ଷକ ଏବଂ ସେମାନଙ୍କର ଅତୁଳନୀୟ ଅବଦାନକୁ ପାଳନ କରିବା ଉଚିତ  ବୋଲି ଗୁରୁପୂଜନ ଉତ୍ସବରେ କହିଥିଲେ ପୂରାତନ ଛାତ୍ରଛାତ୍ରୀ ।

ରାଜଧାନୀ, ୟୁନିଟ-୩ ସ୍ଥିତ କ୍ୟାପିଟାଲ ହାଇସ୍କୁଲର ୧୯୮୦ ମସିହାରେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରମାନଙ୍କର ସଂଘ “କ୍ୟାପିଟାଲ ୮୦” ଆନୁକୁଲ୍ୟରେ ଗତ ୧୦.୧୧.୨୦୨୪ ତାରିଖ ଦିନ ୟୁନିଟ-୯ସ୍ଥିତ ରୋଟାରୀ ଭବନ ଠାରେ ପ୍ରାକ୍ତନ ଛାତ୍ରମାନଙ୍କ ଦ୍ଵାରା ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ୫୦ ବର୍ଷର ବନ୍ଧୁତାର ସ୍ମୃତିରେ ଅନୁଷ୍ଠିତ ହୋଇଥିଲା। ସଭ୍ୟମାନେ ୧୯୭୪ ମସିହାରେ କ୍ୟାପିଟାଲ ହାଇ ସ୍କୁଲରେ ଷଷ୍ଠ ଶ୍ରେଣୀରେ ଯୋଗ ଦେଇଥିଲେ। ଏଠାରେ ସମସ୍ତେ ଅତୀତର ସ୍ମୃତି ମନେ ପକାଇଥିଲେ ।

ଛାତ୍ରମାନଙ୍କ ଅନୁରୋଧକ୍ରମେ କ୍ୟାପିଟାଲ ହାଇସ୍କୁଲର ଛଅ ଜଣ ବର୍ଶୀୟାନ ସ୍ବନାମଧନ୍ୟ ତତ୍କାଳୀନ ଶିକ୍ଷକ ଉକ୍ତ ଉତ୍ସବରେ ଯୋଗ ଦେଇଥିଲେ ଏବଂ ୫୦ରୁ ଉର୍ଦ୍ଧ୍ଵ ପ୍ରାକ୍ତନ ଛାତ୍ର ଉପସ୍ଥିତ ଥିଲେ ।

ଏହି ଅବସରରେ ପ୍ରାକ୍ତନ ଶିକ୍ଷକ ବାସୁଦେବ ମହାପାତ୍ର, ଜନାବ ମୀର ହାଇଦର ଅଲ୍ଲୀ,  ସତ୍ୟନାରାୟନ ହୋତା,  ପୂର୍ଣ୍ଣଚନ୍ଦ୍ର ରଥ, ଶ୍ରୀଯୁକ୍ତ ରମାକାନ୍ତ  ରାଉତ ଓ  ପୂର୍ଣ୍ଣଚନ୍ଦ୍ର ଭଟ୍ଟଙ୍କୁ ଛାତ୍ରମାନଙ୍କ ଦ୍ଵାରା ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ଏବଂ ଶିକ୍ଷକମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଏହି ମର୍ମ୍ମସ୍ପର୍ଶୀ କାର୍ଯ୍ୟକ୍ରମରେ ଅଭିଭୁତ ପ୍ରାକ୍ତନ ଶିକ୍ଷକମାନେ ପୁରାତନ ଛାତ୍ରମାନଙ୍କୁ ସେମାନଙ୍କ ଆଶୀର୍ବାଦ ପ୍ରଦାନ କରିଥିଲେ ।

ସଂଘର ଅଧ୍ୟକ୍ଷ ଇଂ. ସରୋଜ କୁମାର ସାହୁ ସମ୍ବର୍ଦ୍ଧନା ସଭା ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପାଧ୍ୟକ୍ଷ ଶ୍ରୀ ଶିବପ୍ରସାଦ ଦାସ ଓ ଇଂ. ବବିନ ମହାନ୍ତି, କୋଷାଧ୍ୟକ୍ଷ ଶ୍ରୀ କୃଷ୍ଣଚନ୍ଦ୍ର ସାହୁ, ଶ୍ରୀ ଜ୍ଞାନରଞ୍ଜନ ସେନାପତି, ଶ୍ରୀ ଅବନୀକାନ୍ତ ପଟ୍ଟନାୟକ ଆଦି ଉପସ୍ଥିତ ହୋଇ କାର୍ଯ୍ୟକ୍ରମ ର ସହ ପରିଚାଳନା କରିଥିଲେ ଏବଂ ସଂପାଦକ ଆଇନଜୀବୀ ବୈକୁଣ୍ଠନାଥ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

 

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ବିଜେଡି ଗୋଷ୍ଠୀ ସଂଘର୍ଷ: ମନ୍ମଥ ରାଉତରାୟଙ୍କ ମନ୍ତବ୍ୟ ପରେ ବଢ଼ିଲା ଚର୍ଚା

ବିଜେଡି ଗୋଷ୍ଠୀ ସଂଘର୍ଷ: ମନ୍ମଥ ରାଉତରାୟଙ୍କ ମନ୍ତବ୍ୟ ପରେ ବଢ଼ିଲା ଚର୍ଚା

September 10, 2025
ସିପି ରାଧାକ୍ରିଷ୍ଣନ ହେଲେ ଉପରାଷ୍ଟ୍ରପତି, ମିଳିଲା 452 ଭୋଟ

ସିପି ରାଧାକ୍ରିଷ୍ଣନ ହେଲେ ଉପରାଷ୍ଟ୍ରପତି, ମିଳିଲା 452 ଭୋଟ

September 10, 2025
ଉପରାଷ୍ଟ୍ରପତି ନିର୍ବାଚନ : ଭୋଟ ଗଣତିରେ ଜିତିପାରନ୍ତି ଏନଡିଏ ପ୍ରାର୍ଥୀ

ଉପରାଷ୍ଟ୍ରପତି ନିର୍ବାଚନ : ଭୋଟ ଗଣତିରେ ଜିତିପାରନ୍ତି ଏନଡିଏ ପ୍ରାର୍ଥୀ

September 9, 2025

Weather

Bhubaneswar
September 10, 2025, 6:44 am
 

SSE
Partly cloudy
33°C
1.4 m/s
Apparent: 41°C
Pressure: 1005 mb
Humidity: 63%
Winds: 1.4 m/s SSE
Windgusts: 6.3 m/s
UV-Index: 8.65
Precip.: 2.5mm /43% / Rain
Sunrise: 5:32 am
Sunset: 5:54 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom