• Latest
  • Trending

ସାମସନ ଓ ତିଲକଙ୍କ ବିସ୍ଫୋରକ ଶତକ : ଭାରତ ସିରିଜ ବିଜୟୀ

Nov-16-2024 07:52 AM IST
odisha.newsroom.in

ଯୁଦ୍ଧର ନିଆଁ ଲିଭୁନି..ପୁଣି ଫେରିବ କି Lockdown ? ସରକାର କହିଲେ…

Mar-25-2026 05:30 PM IST
ଆରମ୍ଭ ହେଲା ତୃତୀୟ ବିଶ୍ୱଯୁଦ୍ଧ

ଆରମ୍ଭ ହେଲା ତୃତୀୟ ବିଶ୍ୱଯୁଦ୍ଧ

Mar-25-2026 05:27 PM IST
5 ଦିନ ପରେ ଥରିବ ବିଶ୍ବ ! ଟ୍ରମ୍ପ କରିବେ ବଡ଼ ଆକ୍ରମଣ

5 ଦିନ ପରେ ଥରିବ ବିଶ୍ବ ! ଟ୍ରମ୍ପ କରିବେ ବଡ଼ ଆକ୍ରମଣ

Mar-25-2026 05:24 PM IST
odisha.newsroom.in

ମରୁଭୂମିରେ ଭୟଙ୍କର ବନ୍ୟା…ଲୋକେ ଗାଡ଼ି ମୋଟର ଛାଡ଼ି ଦୌଡିଲେ…

Mar-25-2026 04:01 PM IST
odisha.newsroom.in

ବିଜୁ-ନବୀନ ଟ୍ରଷ୍ଟକୁ ନେଇ ପୋଷ୍ଟର ଯୁଦ୍ଧ…ସତ ଜାଣିବାକୁ ବିଜେପିର ଜିଦ

Mar-25-2026 01:46 PM IST
odisha.newsroom.in

ଆପଣ ନୂଆ ଘର ତିଆରି କରୁଛନ୍ତି କି…ବାସ୍ତୁର ଏହି ନିୟମ ନିଶ୍ଚୟ ମାନନ୍ତୁ

Mar-25-2026 01:15 PM IST
odisha.newsroom.in

ଲଗାତାର ହ୍ରାସ ପରେ ଆଜି ପୁଣି ବଢ଼ିଗଲା ସୁନା, ଜାଣନ୍ତୁ କେତେ

Mar-25-2026 12:55 PM IST
odisha.newsroom.in

ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଅଛି ଦେଢ଼ କ୍ୱିଣ୍ଟାଲ ସୁନା, ରୁପା କେତେ ?

Mar-25-2026 12:39 PM IST
odisha.newsroom.in

ଆମେରିକା ସହ କଥାବାର୍ତ୍ତା ପାଇଁ ଇରାନ ରଖିଲା ବଡ଼ ସର୍ତ୍ତ

Mar-25-2026 12:11 PM IST
odisha.newsroom.in

ବିଧାନସଭାରେ କଳା ଟି-ସାର୍ଟ ପିନ୍ଧି ବିଜେଡି- କଂଗ୍ରେସ ଭାଇ ଭାଇ

Mar-25-2026 11:38 AM IST
  • About
  • Careers
  • Contact Us
Thursday, March 26, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଖେଳ

ସାମସନ ଓ ତିଲକଙ୍କ ବିସ୍ଫୋରକ ଶତକ : ଭାରତ ସିରିଜ ବିଜୟୀ

by M M
Nov-16-2024 07:52 AM IST
in ଖେଳ
0
491
SHARES
1.4k
VIEWS
Share on FacebookShare on Twitter

ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୩-୧ରେ ଜିତି ନେଇଛି। ଦକ୍ଷିଣ ଆଫ୍ରିକା ଶେଷ ତଥା ୪ର୍ଥ ଟି-୨୦ରେ ଭାରତୀୟ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ବିଶେଷ କରି ଓପନର ସଞ୍ଜୁ ସାମସନ ଓ ୩ ନଂରେ ବ୍ୟାଟିଂ କରୁଥିବା ତିଲକ ବର୍ମାଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ବଡ଼ବଡ଼ ଶଟ। ଜୋହାନ୍ସବର୍ଗରେ ଭାରତ ରେକର୍ଡ ବିଜୟ ହାସଲ କରିଛି ।

ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍‌ରେ ରେକର୍ଡ ବର୍ଷା ସହ ୧୩୫ ରନ୍‌ର ବୃହତ୍‌ ବିଜୟ ହୋଇଛି ।  ଭାରତର ୨୮୩ ରନ୍ ଜବାବରେ ଘରୋଇ ଦଳ ୧୪୮ ରନ୍ କରିଥିଲା। ଟସ୍ ଜିତି ବ୍ୟାଟିଂ କରିବା ପରେ ସଂଜୁ ସାମ୍‌ସନ୍‌, ତିଳକ ବର୍ମା ମିଳିତ ଭାବେ ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ କରିଥିଲେ।।

ସାମସନ ୫୬ ବଲରେ ଅପରାଜିତ ୧୦୯ ଓ ତିଲକ ବର୍ମା ୪୭ ବଲରେ ଅପରାଜିତ ୧୨୦ ରନର ଇନିଂସ ଖେଳିଛନ୍ତି। ଏହି ବିସ୍ଫୋରକ ବ୍ୟାଟିଂ ଯୋଗୁ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ଗୋଟିଏ ୱିକେଟ ହରାଇ ୨୮୩ ରନ କରିଥିଲା।

ପ୍ରଥମ ଓଭରରେ ଜୀବନଦାନ ପାଇବା ପରେ ଅଭିଷେକ ଶର୍ମା (୩୬ ରନ୍‌, ୧୮ ବଲ୍‌, ୨ ଚୌକା, ୪ ଛକା) ଦ୍ରୁତ ରନ୍‌ ସଂଗ୍ରହ କରି ଏକମାତ୍ର ଖେଳାଳି ଭାବେ ଆଉଟ୍‌ ହୋଇଥିଲେ।

ଏହାପରେ ସଂଜୁ ଓ ତିଳକ ଚୌକା ଛକା ବର୍ଷା କରି ‌ନୂଆ ନୂଆ ରେକର୍ଡ କରିଚାଲିଥିଲେ। ୨୮ ବଲ୍‌ରୁ ଅର୍ଦ୍ଧଶତକ ଅର୍ଜନ କରିଥିବା ସଂଜୁ ପରବର୍ତ୍ତୀ ୫୦ ରନ୍‌ ପାଇଁ ୨୩ ବଲ୍‌ ଖେଳିଥିଲେ। ଏହି ପାଳିରେ ସେ ୫୬ ବଲ୍‌ ଖେଳିଥିଲା ବେଳେ ବାଉଣ୍ଡରିରୁ ୭୮ ରନ୍‌ (୬ ଚୌକା, ୯ ଛକା) ଉଠାଇଥିଲେ ଓ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୧୦୯* ରନ୍‌ କରିଥିଲେ।

ଦକ୍ଷିଣ ଆଫ୍ରିକା ୧୮.୨ ଓଭରରେ ୧୪୮ ରନ କରି ଅଲ ଆଉଟ ହୋଇଥିଲା ।  ତ୍ରିଷ୍ଟନ୍ ଷ୍ଟବ୍ସ-୪୩ ରନ, ଡେଭିଡ୍ ମିଲର୍‌-୩୬ ରନ୍, ମାର୍କୋ ୟାନସେନ୍‌-୨୯ ରନ କରିଥିଲେ ।  ଅର୍ଶଦୀପ ସିଂହ-୩ଟି , ଅକ୍ଷର ପଟେଲ୍‌-୨ଟି , ବରୁଣ ଚକ୍ରବର୍ତ୍ତୀ-୨ଟି, ହାର୍ଦିକ ପାଣ୍ଡ୍ୟା-୧, ରବି ବିଷ୍ଣୋଇ-୧, ରମଣଦୀପ ସିଂହ-୧ ଉଇକେଟ ପାଇଥିଲେ ।

Share196Tweet123
M M

M M

ଆଜିର ପାଗ

Bhubaneswar
March 26, 2026, 4:26 AM
 

SSE
Partly cloudy
25°C
0.4 m/s
Apparent: 31°C
Pressure: 1010 mb
Humidity: 95%
Winds: 0.4 m/s SSE
Windgusts: 3.4 m/s
UV-Index: 0
Precip.: 2.5mm /40% / Rain
Sunrise: 5:45 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom