• Latest
  • Trending

ନରେନ୍ଦ୍ର ପୁଷ୍କରିଣୀ’ରେ ଗାଧୋଇବା ସମୟରେ ବୁଡ଼ି ଯାଇ ଜଣେ ଯୁବକଙ୍କର ମୃତ୍ୟୁ

May-14-2025 01:00 PM IST
ସ୍ନେହାଙ୍ଗିନୀଙ୍କ ବିଶାଳ ରାଲି; କାହିଁକି ନଥିଲେ ସ୍ଥାନୀୟଲୋକ ?

ସ୍ନେହାଙ୍ଗିନୀଙ୍କ ବିଶାଳ ରାଲି; କାହିଁକି ନଥିଲେ ସ୍ଥାନୀୟଲୋକ ?

Oct-23-2025 12:37 PM IST
ବିରାଟ କ’ଣ ସିଡ଼ନୀରେ ଅବସର ନେଇଯିବେ କି ?

ବିରାଟ କ’ଣ ସିଡ଼ନୀରେ ଅବସର ନେଇଯିବେ କି ?

Oct-23-2025 12:26 PM IST
କମିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ?

କମିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ?

Oct-23-2025 12:03 PM IST
ରୋହିତଙ୍କ ଅର୍ଧଶତକ, ବଡ଼ ସ୍କୋର ଅଭିମୁଖେ ଭାରତ

ରୋହିତଙ୍କ ଅର୍ଧଶତକ, ବଡ଼ ସ୍କୋର ଅଭିମୁଖେ ଭାରତ

Oct-23-2025 11:07 AM IST
ଭାରତର ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟ, ବିରାଟ ଶୂନରେ ଆଉଟ୍

ଭାରତର ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟ, ବିରାଟ ଶୂନରେ ଆଉଟ୍

Oct-23-2025 09:49 AM IST
ଲଘୁଚାପର ପ୍ରଭାବରେ କିଛି ସ୍ଥାନରେ ହେବ ବର୍ଷା

ଲଘୁଚାପର ପ୍ରଭାବରେ କିଛି ସ୍ଥାନରେ ହେବ ବର୍ଷା

Oct-23-2025 09:39 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Oct-23-2025 09:15 AM IST

ଏସ୍‌ଆଇ ପରୀକ୍ଷା ସ୍କାମ୍ : ସିବିଆଇକୁ ମାମଲା ହସ୍ତାନ୍ତର କଲେ ରାଜ୍ୟ ସରକାର

Oct-22-2025 08:01 PM IST
ବିହାରରେ କାହା ସପକ୍ଷରେ ଯିବ ମହିଳା ଭୋଟ?

ବିହାରରେ କାହା ସପକ୍ଷରେ ଯିବ ମହିଳା ଭୋଟ?

Oct-22-2025 07:10 PM IST
ଜଙ୍ଗଲ କ୍ଷେତ୍ରଫଳରେ ୯ମ ସ୍ଥାନକୁ ପହଞ୍ଚିଲା ଭାରତ

ଜଙ୍ଗଲ କ୍ଷେତ୍ରଫଳରେ ୯ମ ସ୍ଥାନକୁ ପହଞ୍ଚିଲା ଭାରତ

Oct-22-2025 06:48 PM IST
  • About
  • Careers
  • Contact Us
Thursday, October 23, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ନରେନ୍ଦ୍ର ପୁଷ୍କରିଣୀ’ରେ ଗାଧୋଇବା ସମୟରେ ବୁଡ଼ି ଯାଇ ଜଣେ ଯୁବକଙ୍କର ମୃତ୍ୟୁ

by newsroom
May-14-2025 01:00 PM IST
in ବଡ଼ ଖବର
0
491
SHARES
1.4k
VIEWS
Share on FacebookShare on Twitter

ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଇବା ସମୟରେ ବୁଡ଼ି ଯାଇ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ ପ୍ରବଳ ଗରମରୁ ଆଶ୍ବସ୍ତି ପାଇବା ପାଇଁ ଯୁବକ ଜଣକ ଆଜି ଅପରାହ୍‌ଣରେ ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଇବାକୁ ଯାଇଥିଲେ। ପାଣିରେ ପହଁରିବା ତାଙ୍କର ଅଭ୍ୟାସ ନଥିବାରୁ ସେ କୂଳକୁ ଆସି ପାରି ନଥିଲେ। ଯୁବକ ଜଣକ ବୁଡ଼ିଯାଉଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ନରେନ୍ଦ୍ର ପୋଖରୀରେ ବୁଡ଼ି ଯାଇ ମୃତ୍ୟୁ ଘଟଣା ନୁଆଁ ନୁହେଁ। ସବୁଠାରୁ ବଡ଼ କଥା ହେଲା ଗତ ବର୍ଷ ନରେନ୍ଦ୍ର ପୋଖରୀରେ ବାଣ ବିସ୍ଫୋରଣ କାରଣରୁ ଅନେକ ଲୋକଙ୍କର ମୃତ୍ୟୁ ଘଟଣା। ଏହି ଖବର ରାଜ୍ୟବ୍ୟାପି ଚହଳ ପକାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପକ୍ଷରୁ ବହୁ ସମୟ ପର୍ଯ୍ୟନ୍ତ ଖୋଜାଖୋଜି ପରେ ଯୁବକ ଜଣକ ମିଳିଥିଲେ। ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ କି ଡାକ୍ତର ମୃତ ଘୋଷଣା କରିଥିଲେ।

Share196Tweet123
newsroom

newsroom

ଆଜିର ପାଗ

Bhubaneswar
October 23, 2025, 12:47 PM
 

NE
Partly cloudy
32°C
2.5 m/s
Apparent: 31°C
Pressure: 1011 mb
Humidity: 86%
Winds: 2.5 m/s NE
Windgusts: 5.6 m/s
UV-Index: 0
Precip.: 0mm /8% / Rain
Sunrise: 5:44 AM
Sunset: 5:17 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ସ୍ନେହାଙ୍ଗିନୀଙ୍କ ବିଶାଳ ରାଲି; କାହିଁକି ନଥିଲେ ସ୍ଥାନୀୟଲୋକ ?

ସ୍ନେହାଙ୍ଗିନୀଙ୍କ ବିଶାଳ ରାଲି; କାହିଁକି ନଥିଲେ ସ୍ଥାନୀୟଲୋକ ?

October 23, 2025
ବିରାଟ କ’ଣ ସିଡ଼ନୀରେ ଅବସର ନେଇଯିବେ କି ?

ବିରାଟ କ’ଣ ସିଡ଼ନୀରେ ଅବସର ନେଇଯିବେ କି ?

October 23, 2025
କମିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ?

କମିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ?

October 23, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom