• Latest
  • Trending
ସରକାର ଲମ୍ବା ଭାଷଣ ଓ ବଡ଼ ବିଜ୍ଞାପନରେ ବିକାଶର ଦାବି କରୁଛନ୍ତି : ନବୀନ

ସରକାର ଲମ୍ବା ଭାଷଣ ଓ ବଡ଼ ବିଜ୍ଞାପନରେ ବିକାଶର ଦାବି କରୁଛନ୍ତି : ନବୀନ

June 10, 2025

୧୧ ଜିଲ୍ଲାରେ ୩୮୭୮ କୋଟିର ୧୭ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର

June 13, 2025

ବିଶ୍ବାସ କୁମାର ରମେଶ ବଞ୍ଚିବା ଅଲୈାକିକ !

June 13, 2025
ଭୟଙ୍କର ବିମାନ ଦୁର୍ଘଟଣାରେ ବିଜୟ ରୂପାଣୀଙ୍କ ସମେତ  ୨୪୧ ଜଣଙ୍କର ମୃତ୍ୟୁ

ଭୟଙ୍କର ବିମାନ ଦୁର୍ଘଟଣାରେ ବିଜୟ ରୂପାଣୀଙ୍କ ସମେତ ୨୪୧ ଜଣଙ୍କର ମୃତ୍ୟୁ

June 13, 2025

ହସ୍ପିଟାଲ୍‌ ଯାଇ ଆହତଙ୍କୁ ଭେଟିଲେ ମୋଦୀ

June 13, 2025
ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ‌, ଗୁଜରାଟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ଦେଶର ଯାତ୍ରୀ ମୃତ

ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ‌, ଗୁଜରାଟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ଦେଶର ଯାତ୍ରୀ ମୃତ

June 13, 2025
ଶ୍ରୀ ଜିଉଙ୍କ ଅଣସର କଣ ଶିକ୍ଷା ଦିଏ ?

ଶ୍ରୀ ଜିଉଙ୍କ ଅଣସର କଣ ଶିକ୍ଷା ଦିଏ ?

June 11, 2025
ଆପଣ ବାହା ହେଉଛନ୍ତି କି ସନ୍ଦେହ କରିବେ କେତେବେଳେ

ଆପଣ ବାହା ହେଉଛନ୍ତି କି ସନ୍ଦେହ କରିବେ କେତେବେଳେ

June 10, 2025
ମୋହନ ସରକାରର ଏକ ବର୍ଷ

ମୋହନ ସରକାରର ଏକ ବର୍ଷ

June 10, 2025
ଗ୍ରୀଷ୍ମଛୁଟି ପରେ ପିଲାମାନଙ୍କୁ କେତୋଟି ନୂଆ କଥା କରିବା ପାଇଁ ପଡ଼ିବ

ଗ୍ରୀଷ୍ମଛୁଟି ପରେ ପିଲାମାନଙ୍କୁ କେତୋଟି ନୂଆ କଥା କରିବା ପାଇଁ ପଡ଼ିବ

June 10, 2025
ପିଲାଙ୍କ ପାଠପଢ଼ା କେମିତି ହେବା ଉଚିତ

ପିଲାଙ୍କ ପାଠପଢ଼ା କେମିତି ହେବା ଉଚିତ

June 6, 2025
  • About
  • Careers
  • Contact Us
Friday, June 13, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ସରକାର ଲମ୍ବା ଭାଷଣ ଓ ବଡ଼ ବିଜ୍ଞାପନରେ ବିକାଶର ଦାବି କରୁଛନ୍ତି : ନବୀନ

by newsroom
June 10, 2025
in ବଡ଼ ଖବର
0
ସରକାର ଲମ୍ବା ଭାଷଣ ଓ ବଡ଼ ବିଜ୍ଞାପନରେ ବିକାଶର ଦାବି କରୁଛନ୍ତି : ନବୀନ
491
SHARES
1.4k
VIEWS
Share on FacebookShare on Twitter

ବିଜେପିକୁ ଟାର୍ଗେଟ କରିଛନ୍ତି ନବୀନ । ବିଜୁ ଜନତା ଦଳ (ବିଜେଡି)ର ଜନଜାଗରଣ କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟର ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସରକାରଙ୍କ ବର୍ଷେ ପୂର୍ତ୍ତିକୁ ଟାର୍ଗେଟ୍ କରି ସେ କହିଛନ୍ତି, “ଲୋକଙ୍କ ସରକାର କୁହାଯାଉଛି, କିନ୍ତୁ ଲୋକମାନେ କାହାନ୍ତି?” ସେ ଅଭିଯୋଗ କରିଛନ୍ତି ଯେ ସରକାର ଲମ୍ବା ଭାଷଣ ଓ ବଡ଼ ବିଜ୍ଞାପନରେ ବିକାଶର ଦାବି କରୁଛନ୍ତି, କିନ୍ତୁ ପ୍ରକୃତ ବିକାଶ ନାହିଁ।
ନବୀନ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY)ର ସଫଳତା ଉଲ୍ଲେଖ କରି କହିଛନ୍ତି, BSKYରେ ଲୋକେ ମାଗଣା ଚିକିତ୍ସା ପାଉଥିଲେ, କିନ୍ତୁ ଆୟୁଷ୍ମାନ ଭାରତରେ ଏହି ସୁବିଧା ଅପର୍ଯ୍ୟାପ୍ତ। ମିଶନ ଶକ୍ତିରେ ୭୦ ଲକ୍ଷ ମହିଳାଙ୍କ ସଶକ୍ତିକରଣକୁ ହାଇଲାଇଟ୍ କରି ସେ ଅଭିଯୋଗ କରିଛନ୍ତି ଯେ ଏହା ବର୍ତ୍ତମାନ ଦୁର୍ବଳ ହୋଇଛି। ନିର୍ବାଚନୀ ପ୍ରତିଶ୍ରୁତି ପୂରଣରେ ସରକାରଙ୍କ ବିଫଳତା ଓ ଆର୍ଥିକ ଅବ୍ୟବସ୍ଥାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ବିଜେଡି ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିବ ବୋଲି ନବୀନ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Share196Tweet123
newsroom

newsroom

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ସହଯୋଗୀଙ୍କ ଚକ୍ର ବ୍ୟୁହ; ମଝିରେ ଫସିଲା କଂଗ୍ରେସ

ସହଯୋଗୀଙ୍କ ଚକ୍ର ବ୍ୟୁହ; ମଝିରେ ଫସିଲା କଂଗ୍ରେସ

January 12, 2025
କେଉଁଠୁ ଟିକେଟ ପାଇବେ ଲେଖାଶ୍ରୀ ?

କେଉଁଠୁ ଟିକେଟ ପାଇବେ ଲେଖାଶ୍ରୀ ?

0
ପୁଅକୁ ଭୋଟ୍‌ ଦେବା ପାଇଁ କହିବି: ସୁର

ପୁଅକୁ ଭୋଟ୍‌ ଦେବା ପାଇଁ କହିବି: ସୁର

0
ବିଜେଡି ଛାଡ଼ିଲେ ପୂର୍ବତନ ଏମ୍‌ପି ପ୍ରଭାସ ସିଂ

ବିଜେଡି ଛାଡ଼ିଲେ ପୂର୍ବତନ ଏମ୍‌ପି ପ୍ରଭାସ ସିଂ

0

୧୧ ଜିଲ୍ଲାରେ ୩୮୭୮ କୋଟିର ୧୭ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର

June 13, 2025

ବିଶ୍ବାସ କୁମାର ରମେଶ ବଞ୍ଚିବା ଅଲୈାକିକ !

June 13, 2025
ଭୟଙ୍କର ବିମାନ ଦୁର୍ଘଟଣାରେ ବିଜୟ ରୂପାଣୀଙ୍କ ସମେତ  ୨୪୧ ଜଣଙ୍କର ମୃତ୍ୟୁ

ଭୟଙ୍କର ବିମାନ ଦୁର୍ଘଟଣାରେ ବିଜୟ ରୂପାଣୀଙ୍କ ସମେତ ୨୪୧ ଜଣଙ୍କର ମୃତ୍ୟୁ

June 13, 2025

Weather

Bhubaneswar
June 13, 2025, 4:34 pm
 

S
Overcast
29°C
1.6 m/s
Apparent: 36°C
Pressure: 1002 mb
Humidity: 92%
Winds: 1.6 m/s S
Windgusts: 5.7 m/s
UV-Index: 0
Precip.: 2.5mm /45% / Rain
Sunrise: 5:06 am
Sunset: 6:26 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom