• Latest
  • Trending
ଗୋପ-କୋଣାର୍କକୁ ମିଶାଇ ସ୍ୱତନ୍ତ୍ର ବିଧାନସଭା ଆସନ କରି “ପଦ୍ମକ୍ଷେତ୍ର” ନାମକରଣ ପ୍ରସ୍ତାବ

ଗୋପ-କୋଣାର୍କକୁ ମିଶାଇ ସ୍ୱତନ୍ତ୍ର ବିଧାନସଭା ଆସନ କରି “ପଦ୍ମକ୍ଷେତ୍ର” ନାମକରଣ ପ୍ରସ୍ତାବ

Sep-10-2025 08:52 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Feb-07-2026 09:22 AM IST
ଦୂର ହେବ ଘରଭଡ଼ା ଟେନସନ, ସରକାର ଦେବେ ଘର

ଦୂର ହେବ ଘରଭଡ଼ା ଟେନସନ, ସରକାର ଦେବେ ଘର

Feb-06-2026 09:20 PM IST
ଇସଲାମାବାଦ ଜଳୁଛି ପାକିସ୍ତାନ ଥରିଗଲା

ଇସଲାମାବାଦ ଜଳୁଛି ପାକିସ୍ତାନ ଥରିଗଲା

Feb-06-2026 09:18 PM IST
ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି

ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି

Feb-06-2026 09:15 PM IST
ସମୁଦ୍ର ଭିତରେ ହଜିଗଲା ଓଡ଼ିଆ ପୁଅ, ସମୁଦ୍ରରେ ସର୍ଚ୍ଚ ଅପରେସନରୁ ମିଳିଲା କି ସୁରାକ ?

ସମୁଦ୍ର ଭିତରେ ହଜିଗଲା ଓଡ଼ିଆ ପୁଅ, ସମୁଦ୍ରରେ ସର୍ଚ୍ଚ ଅପରେସନରୁ ମିଳିଲା କି ସୁରାକ ?

Feb-06-2026 09:12 PM IST
ପ୍ରଧାନମନ୍ତ୍ରୀଙ୍କ ଗୁରୁ ମନ୍ତ୍ର, ମାର୍କ ଏକ ବେମାର

ପ୍ରଧାନମନ୍ତ୍ରୀଙ୍କ ଗୁରୁ ମନ୍ତ୍ର, ମାର୍କ ଏକ ବେମାର

Feb-06-2026 09:09 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Feb-06-2026 06:15 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Feb-05-2026 06:57 AM IST
ସବୁବେଳେ ପ୍ରଶାସନ ତପ୍ତର ରହୁ କେବଳ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କାହିଁକି ?

ସବୁବେଳେ ପ୍ରଶାସନ ତପ୍ତର ରହୁ କେବଳ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କାହିଁକି ?

Feb-05-2026 06:55 AM IST
ସଂସଦରେ ଶବ୍ଦର ଯୁଦ୍ଧ, ରାହୁଲ-ବିଟ୍ଟୁ ମୁହାଁମୁହିଁ, ‘ଗଦ୍ଦାର’ କିଏ ?

ସଂସଦରେ ଶବ୍ଦର ଯୁଦ୍ଧ, ରାହୁଲ-ବିଟ୍ଟୁ ମୁହାଁମୁହିଁ, ‘ଗଦ୍ଦାର’ କିଏ ?

Feb-05-2026 07:39 AM IST
  • About
  • Careers
  • Contact Us
Saturday, February 7, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

ଗୋପ-କୋଣାର୍କକୁ ମିଶାଇ ସ୍ୱତନ୍ତ୍ର ବିଧାନସଭା ଆସନ କରି “ପଦ୍ମକ୍ଷେତ୍ର” ନାମକରଣ ପ୍ରସ୍ତାବ

by M M
Sep-10-2025 08:52 AM IST
in ରାଜ୍ୟ
0
ଗୋପ-କୋଣାର୍କକୁ ମିଶାଇ ସ୍ୱତନ୍ତ୍ର ବିଧାନସଭା ଆସନ କରି “ପଦ୍ମକ୍ଷେତ୍ର” ନାମକରଣ ପ୍ରସ୍ତାବ
496
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର,  – ପୁରୀ ଜିଲ୍ଲାର ଗୋପ ବ୍ଲକର ୩୧ ପଞ୍ଚାୟତ ଓ କୋଣାର୍କ ବିଜ୍ଞାପିତ ଅଞ୍ଚକକୁ ଏକତ୍ର କରି, “ପଦ୍ମକ୍ଷେତ୍ର ବିଧାନସଭା ନିର୍ବାଚନମଣ୍ଡଳୀ” ଭାବରେ ଘୋଷଣା କରିବା ପ୍ରସ୍ତାବ ରଖିଛନ୍ତି ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ପ୍ରସାନ୍ତ ସ୍ୱାଇଁ (ଲୁଲୁ)।

୧୦ ଏପ୍ରିଲ ୨୦୨୫ ରେ ସେ ମୁଖ୍ୟ ନିର୍ବାଚନ କମିଶନ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି, ଗୋପ ଓ କୋଣାର୍କର ସାଂସ୍କୃତିକ କ୍ଷେତ୍ର, ପ୍ରାକୃତିକ ସମ୍ପଦ, ପର୍ଯ୍ୟଟନ ସମ୍ଭାବନା ଓ ସାହିତ୍ୟ-ସଂସ୍କୃତିକ ପରମ୍ପରାକୁ ଉଦ୍ଧୃତ କରିଥିଲେ। ସେଥିରେ କୁହାଯାଇଥିଲା ଯେ, ଭବିଷ୍ୟତରେ ବିଧାନସଭା ଆସନ ବୃଦ୍ଧି କିମ୍ବା ଡିଲିମିଟେସନ ହେଲେ, ପ୍ରଥମ ପ୍ରାଥମ୍ୟରେ ଗୋପ-କୋଣାର୍କକୁ ସ୍ୱତନ୍ତ୍ର ଆସନ କରାଯିବା ଉଚିତ।

ଏହି ପ୍ରସ୍ତାବକୁ ଗ୍ରହଣ କରି ନିର୍ବାଚନ କମିଶନ (ଭାରତ) ୧୫ ଏପ୍ରିଲ ୨୦୨୫ ରେ ପତ୍ର (ନଂ. ୫୦୨୧୨) ଜାରି କରିଥିଲେ। ପରେ ୯ ମେ ୨୦୨୫ ରେ ଓଡ଼ିଶାର ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ “ପ୍ରସ୍ତାବ କୁ ଗ୍ରହଣ କରିଛନ୍ତି, ସମୟ ସୁଯୋଗରେ ପ୍ରୟୋଜନୀୟ ପଦକ୍ଷେପ ଗ୍ରହଣ କରାଯିବ” ବୋଲି ଅଧିକୃତ ପ୍ରତିକ୍ରିୟା ଦିଆଯାଇଛି ।

ସ୍ଥାନୀୟ ଲୋକମାନେ ଏହି ପ୍ରସ୍ତାବକୁ ସ୍ୱାଗତ କରି, “ପଦ୍ମକ୍ଷେତ୍ର ନାମରେ ସ୍ୱତନ୍ତ୍ର ବିଧାନସଭା ଆସନ ହେଲେ, ଗୋପ ଓ କୋଣାର୍କର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ।  ଏହା ଅଞ୍ଚଳର ପରିଚୟକୁ ସୁଦୃଢ଼ କରିବ,” ବୋଲି ମତ ପ୍ରକାଶ କରିଛନ୍ତି।
“ପଦ୍ମକ୍ଷେତ୍ର” ନାମର ସାର୍ଥକତା କେତେ ବୋଲି ପ୍ରଶ୍ନ ର ପ୍ରତିକ୍ରିୟା ରେ ଶ୍ରୀ ସ୍ୱାଇଁ ପଦ୍ମ ର ପୌରାଣିକ ଅର୍ଥ ପ୍ରଜ୍ଞା, ଶୁଭ ଓ ପବିତ୍ରତାର ପ୍ରତୀକ ଓ କ୍ଷେତ୍ର ମାନେ ପବିତ୍ର ଭୂମି ଏହି ଦୁଇଟି ମିଶି “ପଦ୍ମକ୍ଷେତ୍ର” ରଖିବା ସହ ଭୌଗୋଳିକ ସମ୍ପର୍କ ଅନୁଯାୟୀ କୋଣାର୍କ ସୂର୍ଯ୍ୟମନ୍ଦିର ମଧ୍ୟରେ ପଦ୍ମାକାର ଶିଳ୍ପରେ ସୂର୍ଯ୍ୟଙ୍କ ସଂସ୍କାର, ଗୋପର ପୁରାତନ ମଠ ଓ ଦେଉଳମାନେ “ପଦ୍ମ” ସଙ୍କେତକୁ ଧାରଣ କରିଛି, ଏଥିସହ ଏହାର ସାହିତ୍ୟ-ସଂସ୍କୃତି ବିଷୟରେ ଭକ୍ତ ବଳରାମ ଦାସଙ୍କ ରଚନାରେ “ପଦ୍ମକ୍ଷେତ୍ର” ପୁରୀ-କୋଣାର୍କର ପବିତ୍ରତାକୁ ସ୍ଥାନ ପାଇଛି ଏବଂ ଆଧୁନିକ ଅର୍ଥ: ଗୋପ-କୋଣାର୍କକୁ ଏକତ୍ର କରି “ପଦ୍ମକ୍ଷେତ୍ର” ନାମରେ ସ୍ୱତନ୍ତ୍ର ବିଧାନସଭା ଆସନ ହେବା, ଅଞ୍ଚଳର ଆତ୍ମସମ୍ମାନ ଓ ପରିଚୟକୁ ଅଧିକ ସୁଦୃଢ଼ କରିବ ବୋଲି ଦୃଢତାର ସହ ମତ ଦେଇଛନ୍ତି।

Share198Tweet124
M M

M M

ଆଜିର ପାଗ

Bhubaneswar
February 7, 2026, 9:21 PM
 
SSE
Partly cloudy
20°C
1.8 m/s
Apparent: 23°C
Pressure: 1015 mb
Humidity: 96%
Winds: 1.8 m/s SSE
Windgusts: 6.5 m/s
UV-Index: 0
Precip.: 0mm /0% / Rain
Sunrise: 6:19 AM
Sunset: 5:41 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0
 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0
ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

February 7, 2026
ଦୂର ହେବ ଘରଭଡ଼ା ଟେନସନ, ସରକାର ଦେବେ ଘର

ଦୂର ହେବ ଘରଭଡ଼ା ଟେନସନ, ସରକାର ଦେବେ ଘର

February 6, 2026
ଇସଲାମାବାଦ ଜଳୁଛି ପାକିସ୍ତାନ ଥରିଗଲା

ଇସଲାମାବାଦ ଜଳୁଛି ପାକିସ୍ତାନ ଥରିଗଲା

February 6, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom