• Latest
  • Trending
ବରିଷ୍ଠ ସନ୍ନ୍ୟାସୀ ସ୍ୱାମୀ ତ୍ୟାଗସ୍ୱରୂପାନନ୍ଦଙ୍କ ପରଲୋକ

ବରିଷ୍ଠ ସନ୍ନ୍ୟାସୀ ସ୍ୱାମୀ ତ୍ୟାଗସ୍ୱରୂପାନନ୍ଦଙ୍କ ପରଲୋକ

Sep-20-2025 02:29 PM IST
୨୫ ର ପୋଷ୍ଟମର୍ଟମ, ହାରିଲୁ କେତେ ? ଜିତିଲୁ କେତେ ?

୨୫ ର ପୋଷ୍ଟମର୍ଟମ, ହାରିଲୁ କେତେ ? ଜିତିଲୁ କେତେ ?

Jan-01-2026 09:41 AM IST
କ’ଣ ରହିବ ଆଜିର ରାଶିଫଳ

କ’ଣ ରହିବ ଆଜିର ରାଶିଫଳ

Jan-01-2026 08:35 AM IST

କଲାମ ଦ୍ୱୀପରୁ କ୍ବାସି ବାଲିଷ୍ଟିକ୍ ମିସାଇଲ୍‌ର ସଫଳ ସିରିଜ୍ ପରୀକ୍ଷଣ

Dec-31-2025 01:31 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-31-2025 09:06 AM IST

ମୋଦିଜୀଙ୍କ ନେତୃତ୍ୱ ବିଜେପିକୁ ଆଜି ବିରାଟ ବଟବୃକ୍ଷରେ ପରିଣତ କରିଛି: ଅଭିଳାଷ ପଣ୍ଡା

Dec-30-2025 06:47 PM IST
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ

Dec-30-2025 03:15 PM IST
ପୁଟିନଙ୍କ ବାସଭବନ ଉପରକୁ ୟୁକ୍ରେନ କଲା  ଲଙ୍ଗ ରେଞ୍ଜ୍ ଡ୍ରୋନ୍ ଆକ୍ରମଣ

ପୁଟିନଙ୍କ ବାସଭବନ ଉପରକୁ ୟୁକ୍ରେନ କଲା  ଲଙ୍ଗ ରେଞ୍ଜ୍ ଡ୍ରୋନ୍ ଆକ୍ରମଣ

Dec-30-2025 03:08 PM IST
ସ୍ଥାପନ ହେବ ‘ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’

ସ୍ଥାପନ ହେବ ‘ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’

Dec-29-2025 07:03 PM IST

ଚାଷୀଙ୍କ ଆୟ ଦୁଇଗୁଣା କରିବା ସରକାରଙ୍କ ଲକ୍ଷ୍ୟ

Dec-29-2025 07:00 PM IST
ବଦ୍ରିନାରାୟଣ ପାତ୍ର ପୁଣି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ

ବଦ୍ରିନାରାୟଣ ପାତ୍ର ପୁଣି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ

Dec-29-2025 03:22 PM IST
  • About
  • Careers
  • Contact Us
Thursday, January 1, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

ବରିଷ୍ଠ ସନ୍ନ୍ୟାସୀ ସ୍ୱାମୀ ତ୍ୟାଗସ୍ୱରୂପାନନ୍ଦଙ୍କ ପରଲୋକ

by M M
Sep-20-2025 02:29 PM IST
in ରାଜ୍ୟ
0
ବରିଷ୍ଠ ସନ୍ନ୍ୟାସୀ ସ୍ୱାମୀ ତ୍ୟାଗସ୍ୱରୂପାନନ୍ଦଙ୍କ ପରଲୋକ
491
SHARES
1.4k
VIEWS
Share on FacebookShare on Twitter

ଦିବ୍ୟଜୀବନ ସଙ୍ଘ, ଶିବାନନ୍ଦ ଆଶ୍ରମ,  ଭୁବନେଶ୍ୱରର ବରିଷ୍ଠ ସନ୍ନ୍ୟାସୀ ସ୍ୱାମୀ ତ୍ୟାଗସ୍ୱରୂପାନନ୍ଦ ସରସ୍ବତୀଙ୍କର ଆଜି ସକାଳ 10ଟା 12 ମିନିଟରେ 97 ବର୍ଷ ବୟସରେ, AIIMS ରେ ମହାପ୍ରୟାଣ ହୋଇଯାଇଛି. ଆଠ ଦଶ ଦିନ ହେବ  ଅସୁସ୍ଥ ହୋଇ ଯାଇଥିଲେ. ଯାଜପୁର ଟାଉନ ନିକଟ ଚିତ୍ତଳୋ ଗ୍ରାମରେ ଏକ ସମ୍ବ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ. ପୂର୍ବାଶ୍ରାମ ନାମ ଥିଲା ତାଙ୍କର ପ୍ରାଣକୃଷ୍ଣ ରାଉତରାୟ. ସନ୍ନ୍ୟାସୀ ପୂର୍ବରୁ ତପୋବନ ହାଇସ୍କୁଲର ପ୍ରଧାନ ଶିକ୍ଷକ ଥିଲେ. ସନ୍ନ୍ୟାସ ଦୀକ୍ଷା ପରେ ଖଣ୍ଡଗିରି,ଶିବାନନ୍ଦ ସେଣ୍ଟିନାରୀ ବୟଜ ହାଇସ୍କୁଲର ପ୍ରଥମ ପ୍ରଧାନ ଶିକ୍ଷକ ଓ ସମ୍ପାଦକ ଥିଲେ. ବହୁତ ଆଧ୍ୟାତ୍ମିକ ପୁସ୍ତକ ଭାଗବତ, ମହାଭାରତ , ଅଷ୍ଟାବକ୍ର ଗୀତା, ସତୀ ଦ୍ରୌପଦୀ, ଭକ୍ତରାଜ ହନୁମାନ, ଧ୍ରୁବ, ପ୍ରହଲ୍ଲାଦ, ତୁଳସୀଦଳ ଇତ୍ୟାଦିର ରଚନା, ଗଦ୍ୟାନୁବାଦ ସୁନ୍ଦର ବ୍ୟାଖ୍ୟା କରିଛନ୍ତି. ଗୀତାପ୍ରେସର ସମସ୍ତ ଓଡ଼ିଆ ପୁସ୍ତକ  ଆଜି ତାଙ୍କ ଉଦ୍ୟମରେ ପ୍ରକାଶିତ ହୋଇପାରିଛି.
ଯୋଗ ପ୍ରାଣାୟାମ ନିଜେ ଏହି ପରିଣତ ବୟସ ପର୍ଯ୍ୟନ୍ତ କରୁଥିଲେ ଓ ଅନ୍ୟମାନଙ୍କୁ ଶିକ୍ଷା ଦେଉଥିଲେ.  ସେ ତାଙ୍କର ଉତ୍ତମ ବ୍ୟବହାର, ତ୍ୟାଗପୂତ ସେବା କାର୍ଯ୍ୟ ପାଇଁ ତାଙ୍କ ଗୁରୁ ଚିଦାନନ୍ଦ ମହାରାଜ ତାଙ୍କ ସନ୍ନ୍ୟାସୀ ନାମ ହିସାବରେ ତ୍ୟାଗ ସ୍ୱରୂପାନନ୍ଦ ଦେଇଥିଲେ. ତାଙ୍କର ମହନୀୟତା ପାଇଁ କେଵଳ ଦିବ୍ୟ ଜୀବନ ସଙ୍ଘ ନୁହେଁ ଓଡ଼ିଶାର ଅନ୍ୟ  ଧର୍ମ ସଂସ୍ଥାମାନେ ତାଙ୍କୁ ଆଦର କରୁଥିଲେ. ଲୋକମାନଙ୍କର କିପରି ସ୍ୱାସ୍ଥ୍ୟ ଭଲ ରହିବ ତାଙ୍କର ଗବେଷଣା ଲବ୍ଧ ଆୟୁର୍ବେଦ ଔଷଧ , ସ୍ୱମୂତ୍ର ଚିକିତ୍ସା,ଚେର ମୂଳି, ପତ୍ର, ଲତା ଔଷଧ ଖାଇବା,  ନିଜର ଖାଦ୍ୟ ପେୟ ଦିନାଚର୍ଯ୍ୟା କୁ ଠିକ ରଖି ପାରିଲେ ସ୍ୱାସ୍ଥ୍ୟ ଭଲ ରହିବ, ଏ ବିଷୟରେ ସମସ୍ତଙ୍କୁ ଉପଦେଶ ଦେଉଥିଲେ.ସେ ତାଙ୍କ ନିଜ ସ୍ୱାସ୍ଥ୍ୟକୁ ଶେଷ ପର୍ଯ୍ୟନ୍ତ ନିରୋଗ ରଖିପାରିଥିଲେ.

Share196Tweet123
M M

M M

ଆଜିର ପାଗ

Bhubaneswar
January 1, 2026, 3:06 PM
 

ESE
Mainly clear
26°C
1.3 m/s
Apparent: 17°C
Pressure: 1013 mb
Humidity: 95%
Winds: 1.3 m/s ESE
Windgusts: 3.9 m/s
UV-Index: 0
Precip.: 0mm /0% / Rain
Sunrise: 6:22 AM
Sunset: 5:17 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
୨୫ ର ପୋଷ୍ଟମର୍ଟମ, ହାରିଲୁ କେତେ ? ଜିତିଲୁ କେତେ ?

୨୫ ର ପୋଷ୍ଟମର୍ଟମ, ହାରିଲୁ କେତେ ? ଜିତିଲୁ କେତେ ?

January 1, 2026
କ’ଣ ରହିବ ଆଜିର ରାଶିଫଳ

କ’ଣ ରହିବ ଆଜିର ରାଶିଫଳ

January 1, 2026

କଲାମ ଦ୍ୱୀପରୁ କ୍ବାସି ବାଲିଷ୍ଟିକ୍ ମିସାଇଲ୍‌ର ସଫଳ ସିରିଜ୍ ପରୀକ୍ଷଣ

December 31, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom