• Latest
  • Trending
ମହାଭାରତର ’କର୍ଣ୍ଣ’ ଆଉ ନାହାଁନ୍ତି

ମହାଭାରତର ’କର୍ଣ୍ଣ’ ଆଉ ନାହାଁନ୍ତି

Oct-15-2025 03:01 PM IST
https://odisha.newsroom.in/

ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ

Mar-18-2026 04:14 PM IST
https://odisha.newsroom.in/

କଟକ ବଡ ମେଡିକାଲ ନିଆଁକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ

Mar-18-2026 03:22 PM IST
କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

Mar-17-2026 05:13 PM IST
ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

Mar-16-2026 11:47 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Mar-16-2026 11:40 AM IST
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

Mar-09-2026 08:48 PM IST
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

Mar-03-2026 11:05 PM IST
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

Mar-03-2026 11:02 PM IST
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

Mar-03-2026 10:59 PM IST
ଜାଣନ୍ତୁ ରାଶି ଅନୁସାରେ  କପରି କଟିବ ଆଜିର ଦିନ

ଜାଣନ୍ତୁ ରାଶି ଅନୁସାରେ କପରି କଟିବ ଆଜିର ଦିନ

Mar-03-2026 02:01 PM IST
  • About
  • Careers
  • Contact Us
Wednesday, March 18, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ମନୋରଞ୍ଜନ

ମହାଭାରତର ’କର୍ଣ୍ଣ’ ଆଉ ନାହାଁନ୍ତି

ଦର୍ଶକ ତାଙ୍କୁ ସର୍ବଦା ‘ଦାନବୀର କର୍ଣ୍ଣ’ ଭାବରେ ଡାକିଥାନ୍ତି

by M M
Oct-15-2025 03:01 PM IST
in ମନୋରଞ୍ଜନ
0
ମହାଭାରତର ’କର୍ଣ୍ଣ’ ଆଉ ନାହାଁନ୍ତି
499
SHARES
1.4k
VIEWS
Share on FacebookShare on Twitter

ଜଣାଶୁଣା ଟିଭି ଓ ଫିଲ୍ମ ଅଭିନେତା ପଙ୍କଜ ଧୀରଙ୍କ ପରଲୋକ ଘଟିଛି ।  ବିଆର ଚୋପ୍ରାଙ୍କ ମହାଭାରତରେ ’କର୍ଣ୍ଣ’ ଚରିତ୍ରରେ ଅଭିନୟ କରିଥିଲେ ପଙ୍କଜ ଧୀର । ପଙ୍କଜ ତାଙ୍କର ଚମତ୍କାର ଅଭିନୟ ଦକ୍ଷତା ଏବଂ ଶକ୍ତିଶାଳୀ କଣ୍ଠସ୍ବର ପାଇଁ ଜଣାଶୁଣା ଥିଲେ।  ତାଙ୍କ ଅଭିନୟ ଦର୍ଶକଙ୍କ ମନ ମୋହିଥିଲା । ସେ  ବେଶ୍ ପ୍ରଶଂସା ପାଇଥିଲେ ।  ବିଶିଷ୍ଟ ଅଭିନେତା ପଙ୍କଜ ଧୀରଙ୍କ ଶେଷ ନିଃଶ୍ବାସ ତ୍ୟାଗ ଖବର ପରେ ବଲିଉଡରେ ଗଭୀର ଶୋକ ପ୍ରକାଶ ପାଇଛି । କ୍ୟାନସର ସହ ଲଢ଼େଇ କରି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ମହାଭାରତର କର୍ଣ୍ଣ । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ପଙ୍କଜଙ୍କ ଅଚାନକ ମୃତ୍ୟୁ ଖବର ପାଇ ସାରା ଇଣ୍ଡଷ୍ଟ୍ରି ସ୍ତବ୍ଧ ହୋଇଯାଇଛି । ପଙ୍କଜ ଟିଭି ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁ ପ୍ରୋଜେକ୍ଟରେ କାମ କରିଥିଲେ । ମାତ୍ର ମହାଭାରତର ’କର୍ଣ୍ଣ’ ଭୂମିକା ତାଙ୍କୁ ପରିଚିତ କରାଇଥିଲା । ପଙ୍କଜ ଧୀରଙ୍କ ପରଲୋକ ଭାରତୀୟ ଟେଲିଭିଜନରେ ଏକ ଯୁଗର ଅନ୍ତ ଘଟାଇଛି। ତାଙ୍କ ପ୍ରଶଂସକ ଏବଂ ଦର୍ଶକ ତାଙ୍କୁ ସର୍ବଦା ‘ଦାନବୀର କର୍ଣ୍ଣ’ ଭାବରେ ଡାକିଥାନ୍ତି ।

ପଙ୍କଜଙ୍କ ବିୟୋଗ ପରେ ଫିଲ୍ମଜଗତରେ ଗଭୀର ଶୋକ ପ୍ରକାଶ ପାଇଛି । ସେ କ୍ୟାନ୍ସରରୁ ସୁସ୍ଥ ହୋଇଥିବା ବେଳେ ପୁଣି ଥରେ ସେ କ୍ୟାନ୍ସରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ଯାହା ଫଳରେ ଅଭିନେତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ତାଙ୍କର ସର୍ଜରୀ ମଧ୍ୟ ହୋଇଥିଲା । ହେଲେ ସେ କ୍ୟାନ୍ସରକୁ ମାତ୍ ଦେବାରେ ବିଫଳ ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ସିନେ ସଂସ୍ଥା CINTAA ମଧ୍ୟ ପଙ୍କଜଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛି । ସେମାନେ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ମହାନ ଅଭିନେତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ।

ପଙ୍କଜଙ୍କ ଗୋଟିଏ ପୁଅ ନିକିତିନ ଧୀର ଅଛନ୍ତି ।  ତାଙ୍କ ପତ୍ନୀ କ୍ରିତିକା ସେଙ୍ଗର ମଧ୍ୟ ଜଣେ ଅଭିନେତ୍ରୀ । ପଙ୍କଜ ଧୀର ୧୯୮୮ ମସିହାରେ ମୁକ୍ତିଲାଭ କରିଥିବା ବି.ଆର. ଚୋପ୍ରାଙ୍କ “ମହାଭାରତ” ରେ ଅଭିନୟ କରି ଘରେ ଘରେ ପରିଚିତି ହାସଲ କରିଥିଲେ ଅଭିନେତା । ଏହି ଶୋ’ରେ ଅଭିନେତା କର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ସେ ଏହି ଚରିତ୍ରକୁ ଯେଉଁ ଗମ୍ଭୀରତାର ସହିତ ପ୍ରଦର୍ଶନ କରିଥିଲେ ତାହା ଏବେ ବି ଏକ ଉଦାହରଣ ଭାବରେ ଦେଖାଯାଏ । ଟିଭି ଶୋ’ ବ୍ୟତୀତ, ପଙ୍କଜ ଫିଲ୍ମରେ ମଧ୍ୟ କାମ କରିଥିଲେ । ସେ ଚନ୍ଦ୍ରକାନ୍ତ ଏବଂ ଦ ଗ୍ରେଟ୍ ମରାଠା ସମେତ ଅନେକ ପୌରାଣିକ ଶୋ’ର ଅଂଶ ଥିଲେ । ସେ ସୋଲଜର, ବାଦଶାହା ଏବଂ ସଡକ ଭଳି ହିନ୍ଦୀ ଫିଲ୍ମରେ ମଧ୍ୟ ଉତ୍କୃଷ୍ଟ ଅଭିନୟ କରିଥିଲେ ।

Share200Tweet125
M M

M M

ଆଜିର ପାଗ

Bhubaneswar
March 18, 2026, 5:40 PM
 

S
Overcast
27°C
2.2 m/s
Apparent: 29°C
Pressure: 1011 mb
Humidity: 86%
Winds: 2.2 m/s S
Windgusts: 7.3 m/s
UV-Index: 0
Precip.: 2.5mm /38% / Rain
Sunrise: 5:52 AM
Sunset: 5:56 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
https://odisha.newsroom.in/

ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ

March 18, 2026
https://odisha.newsroom.in/

କଟକ ବଡ ମେଡିକାଲ ନିଆଁକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ

March 18, 2026
କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

March 17, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom